Breaking News

ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||      ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||     

ଅପରାଧୀ ଯେତେ ଚାଲାକ ଓ ଶକ୍ତିଶାଳୀ ହେଉନା କାହିଁକି ଅଳ୍ପ ଦିନ ମଧ୍ୟରେ ଗିରଫ କରାଯିବ, ଗଞ୍ଜାମ ଏସପି |

07-Oct-2025

ଅପରାଧୀ ଯେତେ ଚାଲାକଆଉ ଶକ୍ତିଶାଳୀ ହେଉନା କାହିଁକି ଅଳ୍ପ ଦିନ ମଧ୍ୟରେ ଗିରଫ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ, ଗଞ୍ଜାମ ଏସପି,

          ଓଡିଶା ଜନ ମତ ବ୍ୟୁରୋ,

 ବ୍ରହ୍ମପୁର କାହିଁକି ପୂରା ଗଞ୍ଜାମ ଜିଲ୍ଲା  ଏବେ ଆଶାନ୍ତ |  ଯେଉଁଠି କି ଭୟର ବାତା ବରଣ ଭିତରେଜନସାଧାରଣ ବଞ୍ଚି ରହିଛନ୍ତି | କେଉଁଠି କଥା, କଥାରେ ହଣା କଟା ତ କେଉଁଠି ଗୁଳି ଫାଇରିଙ୍ଗ | ବିଜେପି ନେତା ତଥା ଆଇନ ଯିଵି ପୀତବାସ ପଣ୍ଡାଙ୍କ ଗୁଳି ମାଡ଼ ଘଟଣା ପରେ ବ୍ରହ୍ମପୁର ଏସପି ଙ୍କ ଅନୁପସ୍ଥିତି ରେ ଗଞ୍ଜାମ ଏସପି  ଶୁଭେନ୍ଦୁ ଚୌଧୁରୀ ଏକ ପୋଲିସ ଟିମ୍ ଗଠନ କରି ପୀତବାସ ଙ୍କ ତଦନ୍ତ ଆରମ୍ଭକରିଛନ୍ତି । ତାଙ୍କରି କହିବା କଥା ସିସିଟିଭି ଫୁଟେଜରେ ପ୍ରମାଣ ଆମ ହାତରେ ଲାଗିଛି, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି  ସବୁ ପ୍ରମାଣ ସଂଗ୍ରହ କରୁଛନ୍ତି ଏବଂ ଶବ ବ୍ୟବଚ୍ଛେଦ ଶେଷ ହୋଇ ପଣ୍ଡାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ମଧ୍ୟ ସରିଯାଇଛି |

ଯେଉଁ ଦୁବୃତ୍ତ ଏପରି ଘଟଣା ଘଟଇଛନ୍ତି ସେମାନଙ୍କୁ ଧରିବାକୁ ସମସ୍ତ ପ୍ରୟାସ ଆରମ୍ଭହୋଇଛି । ସିସିଟିଭି ଫୁଟେଜ ଆଧାରରେ ପ୍ରାଥମିକ  ତଦନ୍ତ ଆରମ୍ଭ ହୋଇଛି । ଆଇନ ଯିବିଙ୍କ ହତ୍ୟା ପରେ ସହରରେ ଆଇନଶୃଙ୍ଖଳାକୁ କଡାକଡି କରାଯାଇଛି । ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ଘଟ ଘଟଣାସ୍ଥଳରେ ପହଞ୍ଚନ୍ତି । ଅତିରିକ୍ତ ଏସ ସପିଙ୍କ ତ‌ତ୍ତ୍ୱାବଧାନରେ ବିଭିନ୍ନ
ଆଇଆଇସିଙ୍କୁ ନେଇ ଗଠିତ ଟିମ୍ ଜୋରସର ରେ ତଦନ୍ତ ଚଳାଇଛନ୍ତି । କିଛି ସନ୍ଦିଗ୍ଧଙ୍କୁ ନେଇ ଏକ ତାଲିକା ପ୍ରସ୍ତୁତି ଚାଲିଛି । ସେମାନଙ୍କୁ ଧରିବା ପାଇଁ ଟିମ୍ ଗଠନ ହୋଇଛି ବୋଲି ଏସପି କହିଛନ୍ତି । ହତ୍ୟାକାରୀ ଯେତେ ଚାଲାକ, ଶକ୍ତିଶାଳୀ ଓ  ଯେକୌଣସି ଦଳ ସହିତ ସାମିଲ ଥାଉନା କାହିଁକି ଅଳ୍ପ ଦିନ ମଧ୍ୟରେ ସେମାନଙ୍କୁ ଗିରଫ କରାଯିବ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଏସପି ଶୁଭେନ୍ଦୁ ପାତ୍ର କହିଛନ୍ତି । ହତ୍ୟାକାଣ୍ଡ ପଛରେ ଯିଏ ଥାଆନ୍ତୁ ନା କାହିଁକି କାହାକୁ ଛଡାଯିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ବିଭୂତି ଜେନା ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ବରିଷ୍ଠ ଆଇନଜୀବୀ ତ‌ଥା ବିଜେପି ନେତା ପ୍ରୀତବାସଙ୍କ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଖୋଜି ବାହାର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ଏକ ଶାଢିପୂର୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ, ପୀତବାସ ପଣ୍ଡାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

News Comment

You Might Also Like

BACK TO TOP