Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ବଡ଼ ଖରିଡା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ |

06-Oct-2025

ବଡ଼ ଖରିଡା ଗ୍ରାମରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ,

 ଓଡିଶା ଜନ ମତ ବ୍ୟୁରୋ, ତା 06/10/25,

ଗଞ୍ଜାମ ଜିଲ୍ଲାପାଳଙ୍କ ନିଷ୍ପତି କ୍ରମେ ଜିଲ୍ଲାର ସବୁ ବ୍ଳକର ପ୍ରତିପଂଚାୟତରେ ପ୍ରତେକ ସୋମ‌ବାରଦିନ ଅଭିଯୋଗ ଶୁଣାଣି କରିବାକୁ ନିଷ୍ପତି ନେଇଏହି ଆଭିଯୋଗ ଶୁଣାଣି  ଆରମ୍ଭ କରାଯାଇଥିଲା | ଯାହାର ଉଦେଶ୍ୟ ଥିଲା ଯେ ଗ୍ରାମାଞ୍ଚଳ ରସବୁ ଲୋକଙ୍କ ସମସ୍ତ ଅସୁବିଧା ଯେପରିସୁବିଧା ରେ ପଞ୍ଚାୟତ ସ୍ତରରେ ହୋଇ ପାରିବ ସେଥି ପାଈଁଜିଲ୍ଳାର ସବୁବ୍ଲକରେଏହା ଆରମ୍ଭ କରାଯଇଥିଲା | 
ଆଜି ପୁରୁଷୋତ୍ତମପୁର ବ୍ଳକର ବଡ଼ ଖରିଡା ପଞ୍ଚାୟତ ରେ ଏହି ଅଭିଯୋଗ ଶୁଣାଣି ହୋଇଥିଲା ।ପଞ୍ଚାୟତ ର ମହିଳା ସରପଞ୍ଚକମା ଦଳେଇ ଓ ପିଇଓ ପାଣ୍ଡବରାଉତ ଙ୍କ ସଂଯୋଜନା ଓ ବ୍ଳକ ଅଧକ୍ଷାପିଙ୍କି ବେହେରା ଙ୍କ ସଭାପତିତ୍ୱ ରେଏହା ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏବଂ ଅତିରିକ୍ତ ବିଡ଼ିଓ  ନିରାକାର ଜେନା ଏବଂ ସମ୍ମାନିତ ଅତିଥି ଭାବେ 35ନଂ ଜିଲ୍ଲା ପରିଷଦ୍ଧସଦସ୍ୟ ପିଙ୍କି ନାହାକ  ସମିତିସଭ୍ୟ ଅନିଲ କୁମାରଦାଶ,ଏଇଓ ସରୋଜ କୁମାର ସାବତ  ମଞ୍ଚାସିନ ହୋଇଥଲେ |  ବ୍ଳକ ଜିପିଓ ମୀନ କେତନ ବେହେରା , ଙ୍କ ସହିତ ସମସ୍ତ ବିଭାଗର ଅଧିକାରୀ, ଅଧିକାରୀଣୀ, ସିଡିପିଓ, ସୁପର ଭାଇଜର,ଅଧିକାଂଶ ଯେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆର ଏସ, ରୋଜଗାର ସେବକ, ବ୍ଳକ କର୍ମଚାରୀ,ସ୍ୱାସ୍ଥ୍ୟ ବିଭାଗ ଡକ୍ଟର,ଆଶା, ଅଙ୍ଗନବାଡି କର୍ମୀଙ୍କ ସହିତ ପଞ୍ଚାୟତ କର୍ମଚାରୀ ବଡ଼ ଖରିଡା ଗ୍ରାମ ବାସୀ ଏବଂ ଯୁବକ ମାନଙ୍କ ସମ୍ପୂର୍ଣ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା |  ପ୍ରଥମେ ଅତିଥି ମାନଙ୍କୁ ପଞ୍ଚାୟତ ତରଫରୁ ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ | ତେବେ ଆଜିର ଜନ ଶୁଣାଣି ରେ ପ୍ରାୟ 200 ରୁ  ଅଧିକ ଅଭିଯୋଗକାରି ବିଭିନ୍ନ ବିଷୟ ନେଇ ଅଭିଯୋଗ କରିବା ପାଇଁ ଆସିଥିଲେ |ତେବେ ବିଶେଷ କରି ରାସନକାର୍ଡ଼ ସଂଯୋଗୀ କରଣ, ଆବାସ, ଭତ୍ତା ଭଳି ଅଧିକାଂଶ ଅଭିଯୋଗ ଆସିଥିଲା  | ତେବେ ତହସିଲଦାର ଓ ଅତିରିକ୍ତ ବିଡ଼ିଓ ଙ୍କ ନିର୍ଦେଶ କ୍ରମେ ଅଭିଯୋଗ ଗୁଡିକୁ ତୁରନ୍ତ ବିଭାଗୀୟ ଅଧିକାରୀ ମାନେ  ତୁରନ୍ତ ସମାଧାନ କରିବାକୁ  କହିଥିଲେ | ତେବେ ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରାୟଦେଢ଼ ସହ ରୁ ଉର୍ଦ୍ଧ ଲୋକଙ୍କ Almost ଶୁଣାଯାଇ ତାହାର ସମାଧାନ କରାଯିବ ବୋଲି  ତହସିଲଦାର ବିନୋଦ ବେହେରା କହିଛନ୍ତି |  ତେବେ ରମେଶ ଦଳେଇ  ଆଜିର ଏହି କାର୍ଯ୍ୟକ୍ରମ ର ସମୁର୍ଣ ଦାଇତ୍ୱ  ପରିଚାଳନା କରିଥିଲେ |

News Comment

You Might Also Like

BACK TO TOP