Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ପାଣ୍ଡିଆ ବ୍ରିଜ ନିକଟରେ ଋଷିକୁଲ୍ୟା ନଦୀର ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲା ପାଳ |

03-Oct-2025

ପାଣ୍ଡିଆ ଛକ ବ୍ରିଜ ଓ ଅନ୍ତରିଙ୍ଗା ରେ ଋଷିକୁଲ୍ୟା ନଦୀ ବନ୍ୟା ଜଳ ର ସ୍ଥିତି ଅନୁଧ୍ୟାନ କଲେ  ଗଞ୍ଜାମ ଜିଲ୍ଲା ପାଳ,

ଓଡିଶା ଜନ ମତ, ପୁରୁଷୋତ୍ତମପୁର,ଶୁଭଙ୍କରୀ ଦାଶ

 ତାରିଖ --03/10/25,:

ବିଗତ ପାଞ୍ଚ ଦିନ ଧରି ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇ ଅବପାତ ର ରୂପ ନେବା ଓବର୍ଷା ହେବା କଥା ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଶେଷାଜ୍ଞ ମାନେ  ମତ ଦେଉଥିଲେ |  ଯାହାର ପ୍ରଭାବରେ  ଗଞ୍ଜାମ ଜିଲ୍ଲା କୁ ଏଲୋ ୱାର୍ନିଙ୍ଗ ଘୋଷଣା ଯାଇଥିବାରୁ  ତାର ପ୍ରଭାବ ରେ ପ୍ରବଳ ବର୍ଷା ମଧ୍ୟ ଲାଗି ରହିଥିଲା |ବର୍ଷା ଲାଗି ରହିଥିବାରୁ   ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ଘଟିଛି  | କିଛି କ୍ଷୟ କ୍ଷତି  ଘଟିଥିବା ନେଇ  ପୁରୁଷୋତ୍ତମପୁର ବ୍ଲକର ପାଣ୍ଡିଆ ଛକ ଓ ଅନ୍ତରୀଗାଁ ଠାରେ ଦୁଇ ବ୍ରିଜ ଉପରେ ନଦୀର ଜଳ ସ୍ତର ର ସ୍ଥିତି ଅନୁଧ୍ୟାନ କରି ଥିଲେ ଗଞ୍ଜାମ ଜିଲ୍ଲାପାଳଭି କୀର୍ତ୍ତିଭାସନ | ତାଙ୍କର କହିବା କଥା ଯେଉପର ମୁଣ୍ଡରେ ଥିବା ଘୋଡ଼ାହାଡ଼, ଓ  ପଦ୍ମା ନଦୀର ଜଳକୁ ଋଷିକୁଲ୍ୟା କୁ ନଛାଡିବା କୁ କୁହାଯାଇଛି | ବର୍ତ୍ତମାନ ଋଷିକୁଲ୍ୟା ରେ ବନ୍ୟାର ଆଶଙ୍କା ନାହିଁ | କେବଳ ପବନ ଟିକେ ହେବ ||ଲୋକମାନେ କିଛି ଭୟ ଭିତ ହୁଅନ୍ତୁ ନାହିଁ |  ବର୍ତ୍ତମାନ ପୁରୁଷୋତ୍ତମପୁର ରଣ ଝାଲୀ ଠାରେ ଥିବା କେନ୍ଦ୍ରୀୟ ପାଣି ମାପକ ଯନ୍ତ୍ର ର ଅଧିକାରୀ ଙ୍କ ଠାରୁଜିଲ୍ଲାପାଳ ତଥ୍ୟପାଇଛନ୍ତି ଯେ ବର୍ତ୍ତମାନପାଣ୍ଡିଆ ବ୍ରିଜ ଠାରେ ଜଳସ୍ତରବିପଦ ସୂଚନା 16.835 ରହିଥିଲା ବେଳେ ସତର୍କ ସୂଚନା 15.834 ରହିଛି ତେଣୁ  ଉପର ମୁଣ୍ଡ ରେ ପାଣି ଆସିବ ନାହିଁ ତେଣୁ ବିପଦ ର ଭୟ ନାହିଁ | କିନ୍ତୁ ନଦୀରେ ପାଣିର ସ୍ରୋତ ଅଧିକ ରହିବ ତେଣୁ  ନଈକୁଳିଆ ଲୋକମାନେ ନଦୀ ଭିତର କୁ ଯିବାକୁ ବାରଣ କରିଛନ୍ତି | ଏହାସହ ଯଦି ଫସଲ ଓ ପନିପରିବା କିଛି କ୍ଷୟ କ୍ଷତି ହୋଇଥିବ ତେବେ କୃଷି ଓ ଉଦ୍ୟାନ ବିଭାଗ ତାହାର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି  | ଏହାପରେ ଜିଲାପାଳ ଅନ୍ତରିଙ୍ଗା ଓ  ସେଠାରୁ  ଆସ୍କା ଯାଇ ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିବାର ଜଣା ପଡିଛି | ଏଠାରେ ଜିଲ୍ଲା ପାଳ ଙ୍କ ସହ ଇରିଗେସେନ ଏସି ସୁବ୍ରତ ପଟନାୟକ, ତହସିଲଦାର ବିନୋଦ କୁମାର ବେହେରା, ଇରିଗେଶନ ନିର୍ବାହୀ ଯନ୍ତ୍ରୀଅଜିତ କୁମାର ପ୍ରଧାନ, ପୁରୁଷୋତ୍ତମପୁର ସହକାରୀ ଯେଇ ଗଙ୍ଗାଧର ଦାଶ, ଓ ପୂର୍ତ୍ତ ବିଭାଗ ଛତ୍ରପୁର ୱାର୍କ ସରକାର ପର୍ଶୁ ଗୌଡ଼ ଓ ପୁରୁଷୋତ୍ତମପୁର ଆରାଇ ପ୍ରସନ୍ନ କୁମାର ଗୌଡ଼ ଙ୍କ ସହ ଅନ୍ୟନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP