Breaking News

32 ବର୍ଷ ତଳର ସେହି ହିନ୍ଦୀ ଗୀତ ସେତେବେଳେ ଲେଖିବା ସମୟରେ କାନ୍ଦି ପକେଇଥିଲେ ଲେଖକ |   (14-Aug-2026)       ||      କଂଗ୍ରେସ ଛାତ୍ର ନେତାଙ୍କୁ ହ୍ୱାଟ୍ସଅପ ମାଧ୍ୟମରେ ପୂର୍ବ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ଗାଳି ଓ ଆକ୍ରମଣ ଧମକ |   (14-Aug-2026)       ||      ପୋଲସରା ସରକାରୀ କଲେଜ ଏନ ସି ସି ଛାତ୍ରୀ ମାନଙ୍କ ଦ୍ୱାରା "ହର ଘର ତ୍ରିରଙ୍ଗା " ରାଲୀ |    (14-Aug-2026)       ||      ଦେଶ ଭକ୍ତି, ଦେଶପ୍ରେମ,ତ୍ରିରଙ୍ଗା ଯାତ୍ରାରେ ଯୋଗଦେଲେ ଖୋର୍ଦ୍ଧା ଏମପି |   (14-Aug-2026)       ||      "ଘରେ ଘରେ ତ୍ରିରଙ୍ଗା " ଅଭିଯାନ ରେ ଡ଼ି. ଆଇ. ଇ. ଟି. ଗଞ୍ଜାମ ପକ୍ଷରୁ ପଦଯାତ୍ରା ଆୟୋଜିତ |   (14-Aug-2026)       ||      ହରଘର ତ୍ରିରଙ୍ଗା, ଦେଶପ୍ରେମ ଭାବନା ରେ ଏକାଠି ହେଲେ ଖୋର୍ଦ୍ଧାର ଆଇନ ଜୀବୀ |    (14-Aug-2026)       ||      ଖଲ୍ଲିକୋଟ ସରକାରୀ ଚାରୁ ଓ କାରୁ କଳା ମହା ବିଦ୍ୟାଳୟ ରେ ସୁଜନ ଚର୍ଚ୍ଚା - 1-   (14-Aug-2026)       ||      ଡିଜିପି ନିଯୁକ୍ତି କୁ ନେଇ ଅଡୁଆରେ ରାଜ୍ୟ ସରକାର |    (14-Aug-2026)       ||      ମିନି ମାରାଥନ ଦୌଡ଼ ପ୍ରତିଯୋଗିତା, 400ରୁ ଉର୍ଦ୍ଧ ଯୁବକ, ଯୁବତୀ ସାମିଲ |    (14-Aug-2026)       ||      ହାତୀ ସୁରକ୍ଷା ଡ୍ୟୁଟି ରେ ଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ଗିରଫ |    (14-Aug-2026)       ||      ହାତୀ ସୁରକ୍ଷା ଦାଇତ୍ୱ ରେ ଥିବା ବନ କର୍ମଚାରୀ ଙ୍କୁ ଦୁର୍ବୁତ୍ତ ଙ୍କ ଆକ୍ରମଣ |    (14-Aug-2026)       ||      ଓଡିଶା ରେ ପଯ୍ୟାପ୍ତ କାମ ମିଳୁ ନଥିବାରୁ ଦାଦନ ମୁହାଁ ଶ୍ରମିକ |   (13-Aug-2026)       ||      ତାରାତାରିଣୀମାହାବିଦ୍ୟଳୟ ରେ 48ତମ ପ୍ରତିଷ୍ଠା ଦିବସ ପାଳିତ ||   (13-Aug-2026)       ||      ସ୍ୱାଧୀନତା ଦିବସ ଅବସର ରେ ବିଏସ ଏଫ ପକ୍ଷରୁ "ବନ୍ଦେ ମାତରମ ` ବାଇକ ରାଲି |    (13-Aug-2026)       ||      ଗୋପବନ୍ଧୁ ସ୍ଵାସ୍ତ୍ୟ ବୀମା ପରିବର୍ତ୍ତନ କୁ ବିରୋଧ କରି ଦଣ୍ଡେଶ୍ୱର ସାମ୍ବାଦିକ ସଂଙ୍ଘ ର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ ||   (13-Aug-2026)       ||      ଛତ୍ରପୁର ପୌର ପରିଷଦ ର ଅଷ୍ଟମ ବାଟାଲିୟନ ପରିସର ରେ ଗୋଷ୍ଠୀ କେନ୍ଦ୍ର ଉଦଘାଟିତ |   (13-Aug-2026)       ||      ଛତ୍ରପୁର ଠାରେ ଲକ୍ଷପତି ଦିଦି କର୍ମଶାଳା ଉଦଯାପିତ |    (13-Aug-2026)       ||      ନରସିଂହପୁର ହାଟର ଅବସ୍ଥା ପ୍ରଶାସନ କୁ ବାରମ୍ବାର ଗୁହାରି ପରେ ମଧ୍ୟ ସୁଧୁରିବାର ନାଁ ଧରୁନି | |    (13-Aug-2026)       ||      ମାହାଙ୍ଗାରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ରେ ଦୁଇ ଗିରଫ |    (13-Aug-2026)       ||      ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧନ ସଭା ସୀମା ନିର୍ଦ୍ଧାରଣ ପାଈଁ ପ୍ରସ୍ତାବ ଆଗତ କଲେ |    (13-Aug-2026)       ||     

ପୋଲସରା କଳମ୍ବ ପଞ୍ଚାୟତ ରେ ମଣ୍ଡଳ ସ୍ତରୀୟ ଆର ଏସ ଏସ ଶତ ବାର୍ଷିକୀ ଉଦଘାଟନ ଉତ୍ସବ ଅନୁଷ୍ଠିତ |

29-Sep-2025

କଳମ୍ବରେ ମଣ୍ଡଳସ୍ତରୀୟ ଆରଏସଏସ ଶତବାର୍ଷିକୀ ଉଦଘାଟନ ଉତ୍ସବ,

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
ତା.୨୯/୦୯/୨୦୨୫:

ଗଂଜାମ ଜିଲ୍ଲା ପୋଲସରା ବ୍ଲକର କଳମ୍ୱ ଗ୍ରାମଠାରେ ଆରଏସଏସ ମଣ୍ଡଳସ୍ତରୀୟ ବିଜୟା ଦଶମୀ ଶତବାର୍ଷିକ ଉଦଘାଟନ ଉତ୍ସବ ପାଳିତ ହୋଇଯାଇଛି। ସ୍ଥାନୀୟ ଗ୍ରାମ୍ୟ ପରିଷଦ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଠ କବି ତଥା ଶିକ୍ଷାବିତ୍ ବୃନ୍ଦାବନ ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବେ ଗଂଜାମ, ଗଜପତି,ଘୁମୁସର ଓ କନ୍ଧମାଳକୁ ମିଶାଇ ୪ ଜିଲ୍ଲା ଆରଏସଏସ ଜିଲ୍ଲା ପ୍ରଚାରକ ବିଜୟ କୁମାର ସାମଲ ପ୍ରମୁଖ ଯୋଗଦେଇ ସଂଘର ଶହେ ବର୍ଷର ଯାତ୍ରାରେ ସଂଘର ବିଭିନ୍ନ   ରାଷ୍ଟ୍ରୀୟ କାର୍ଯ୍ୟ ଉପରେ କହିଥିଲେ। ସୂଚନା ଯୋଗ୍ୟଯେ ୧୯୨୫ ମସିହା ବିଜୟା ଦଶମୀ ଦିନ ଆରଏସଏସ ସ୍ଥାପନ ହୋଇଥିବାରୁ ଚଳିତ ବିଜୟା ଦଶମୀରେ ଶହେ ବର୍ଷ ପୂର୍ତ୍ତୀ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଆଗାମୀ ୨୦୨୬ ମସିହା ବିଜୟା ଦଶମୀ ପର୍ଯ୍ୟନ୍ତ ସଂଘ ପକ୍ଷରୁ ଷଷ୍ଠ ରାଷ୍ଟ୍ରୀୟ ସଂଘ ସ°ଚାଳକ ମୋହନ ଭାଗବତଜୀଙ୍କ ନେତୃତ୍ୱରେ ସମଗ୍ର ଦେଶ ଏଵଂ ବିଦେଶରେ ଥିବା ସଂଘ ଶାଖାପକ୍ଷରୁ 
ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।ଏହି କ୍ରମରେ ବ୍ଲକର ପ୍ରଥମକରି ଗତ ୨୭ ତାରିଖ ଶନିବାର ଦିନ ସଂଘର ପୋଲସରା ଠାରେ ଏହି ଉତ୍ସବର ଉଦଘାଟନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ କଳମ୍ୱ ଠାରେ ମଣ୍ଡଳସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମ କରାଯାଇଥିଲା। ଘୁମୁସର ଜିଲ୍ଲା ମହାବିଦ୍ୟାଳୟ ସହ ପ୍ରମୁଖ ମନୋଜ କୁମାର ସାହୁଙ୍କ ପରିଚାଳନାରେ ମଣ୍ଡଳ ଅର୍ନ୍ତଗତ କଳମ୍ୱ ସଂଘର ମୁଖ୍ୟ  କାଳୁ ଚରଣ ପ୍ରଧାନ, ଜକର ସଂଘର ମୁଖ୍ୟ ଜାମୀନିକାନ୍ତ ନାୟକ, କରତାଳି ସଂଘର ମୁଖ୍ୟ ଲୋକନାଥ ନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ସନ୍ତୋଷ କୁମାର ପାଢୀ, ଶିବରାମ ଜେନା, ପ୍ରଶାନ୍ତ କୁମାର ପ୍ରଧାନ,ନିକୁଞ୍ଜ କୁମାର ସାହୁଙ୍କ ସମେତ ଅନେକ ସ୍ଵଂୟସେବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଘ ନିୟମ ପ୍ରକାରେ ଭାରତମାତା ସଂଘ ପ୍ରତିଷ୍ଠାତା ହେଡ଼ଗେୱାର ସ°ଚାଳକ ଓ ଗୋବଲକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ଏଵଂ ଧ୍ୱଜା ଉତ୍ତୋଳନ, ପ୍ରାର୍ଥନା କରାଯିବାପରେ ସ୍ଵଂୟସେବକମାନଙ୍କ ଦ୍ଵାରା ପ୍ରାଣାୟମ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଗ୍ରାମର ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା।

News Comment

You Might Also Like

BACK TO TOP