Breaking News

ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ପୁରୁଷୋତ୍ତମପୁର ପରିବା ମାର୍କେଟ ରେ ମଧ୍ୟ ଧୁମ ଧାମରେ ପାଳିତ ହେଲା ପତାକା ଉତ୍ତୋଳନ |    (16-Aug-2026)       ||      ତିନି କୋଟି ରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣା ରେ ଭିଜିଲାନ୍ସ ଦ୍ୱାରା ଦୁଇ ଗିରଫ ||   (16-Aug-2026)       ||      ପୁରୁଷୋତ୍ତମପୁର ରେ ଥିବା ଆଇ ଏସ ଆର ଡ଼ି ରେ ସ୍ୱାଧୀନତା ଦିବସ ପାଳିତ |    (15-Aug-2026)       ||     

କୋଦାଳରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଲେ ତିନି ମନ୍ତ୍ରୀ ଓ ଛ ବିଧ୍ୟାୟକ |

07-Sep-2025

ବିଜେପିର ସମ୍ବଦ୍ଧନା ଉତ୍ସବ, ଯୋଗଦେଲେ ତିନି ମନ୍ତ୍ରୀ ଓ ୬ ବିଧାୟକ,

       ଓଡିଶା ଜନ ମତବ୍ୟୁରୋ, 

(୭.୯.୨୦୨୫)-: ରବିବାର ଦିନ ଗଞ୍ଜାମ ଜିଲ୍ଲା କୋଦଳା ତାକ ବଙ୍ଗଳା ପଡିଆ ଠାରେ କବିସୂର୍ଯ୍ୟନଗର ବିଜେପି ପକ୍ଷ ରୁ ଏକ ବିରାଟ ସମ୍ବଦ୍ଧନା ଉତ୍ସବ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଭାପତି  ବିଜୟକୁମାର ସ୍ୱାଇଁ ଓ କୋଦଳା ଏନଏସି ସୂର୍ଯ୍ୟ ନାରାୟଣ ନାୟକ ଙ୍କ ସଂଯୋଜନା ଏବଂ କବିସୂର୍ଯ୍ୟନଗର ମାନ୍ୟବର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥ‌ିଲା |ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଆଗମନ ରେ ତାଙ୍କୁ ବହୁକର୍ମୀ ନେତା ଓ ମହିଳା ମାନେ ସ୍ୱାଗତ କରି ମନ୍ତ୍ରୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ  ଏହାପରେ ସମସ୍ତେ ମଞ୍ଚ ଉପରକୁ ଯାଇଥିଲେ  |  ଏଥିରେ ଓଡିଶା ସରକାରଙ୍କ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବରପରିବହନ,ବାଣିଜ୍ୟ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ଅଣୁ ଓ କ୍ଷୁଦ୍ର ଶିଳ୍ପ, ମସ୍ୟ ଓ ପଶୁପାଳନ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଥିଲେ । ଏଥିସହିତ ଓଡିଶା ପ୍ରଦେଶ ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସାରଦା ପ୍ରସାଦ ଶତପ‌ଥୀ ମଧ୍ୟ ଯୋଗଦେଇ ଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ,  ଆସିକା ବିଧାୟକ ସରୋଜ ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଶୋଇ, ପ୍ରମୁଖ ମଞ୍ଚାସିନ ଥିଲେ । ଉପସ୍ଥିତ ଅତିଥୁ ପ୍ରଥମେ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀମାନଙ୍କ ଦ୍ବାରା ଅତିଥ୍‌ ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା ।  ସବୁ ଏନଏସିର ଅଧକ୍ଷ, ଅଧକ୍ଷା ମାନେ  ଏବଂ ଏମପି ନମିନି ଯଂଜ୍ଞ ନାରାୟଣ ଦାଶ ଓ ଯୁବ ନେତା ସୀତାରାମ ପାଣିଗ୍ରାହୀ ପୁରୁଷୋତ୍ତମପୁର ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସହ ବହୁ କାଉନ ସିଲର ମାନେ ମଞ୍ଚସିନ ରହିଥିଲେ |ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ମଞ୍ଚରେ ସଭାପତିତ୍ୱ କରି ଅତିଥୁଙ୍କ ପରିଚୟ ପ୍ରଦାନ କରିବା ସହିତ କବିସୂର୍ଯ୍ୟ ମାଟିକୁ ସ୍ମରଣ କରିଥିବା ବେଳେ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ କୁ ଗୋଟିଏ ଏନଏସି ଓ ଗୋଟିଏ ମୁନିସିପାଲିଟି ପୁରସ୍କାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ଦୁଇ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା ଓ ସାଧୁବାଦ ଜଣାଇଥିଲେ । ମଞ୍ଚାସିନ ଅତିଥୁ ଗଣ ୧୪ ମାସର ଲୋକଙ୍କ ସରକାର ର ବିକାଶ ସମ୍ପର୍କେ ଉପସ୍ଥିତ କର୍ମୀ ଓ କର୍ମକର୍ତ୍ତା ମାନଙ୍କୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଃ କୃଷ୍ଣ ଚନ୍ଦ୍ର ମହାପାତ୍ର କୋଦଳା ବିଜ୍ଞାପିତ ଅଞ୍ଚ ର ଆବଶ୍ୟକ ତା କୁ ଅନୁଭବ କରି ୮ କୋଟି ୭୧ ଲକ୍ଷ ବ୍ୟୟରେ କୋଦଳା ହଜ ଜଳାଶୟ ର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କରିବା ନିମନ୍ତେ ୭ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ କୋଦଳା ଠାରେ ଏକ ଅତ୍ୟାଧୁନିକ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲାକୁ ଆମ ସରକାର ତଥା ମୋହନ ସରକାର ସର୍ବାଧ‌ିକ ଗୁରୁତ୍ବ ଦେଉଛନ୍ତି ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ୧୪ ମାସରେ ୭ ଥର ଗଞ୍ଜାମ ଗସ୍ତରେ ଆସି ବିକାଶର ଧାରା କୁ ଆଗେଇ ନେବା ହେଉଛି ଗଞ୍ଜାମଜିଲ୍ଲାକୁଭଲପାଇବା, ଏହାହିଁ ଜ୍ବଳନ୍ତ ଉଦାହରଣ ହୋଇ ରହିବ | ବିକଶିତ ଗଞ୍ଜାମ ଜିଲ୍ଲା ହେବ,ବିକଶିତ ଓଡିଶା ର ମେରୁଦଣ୍ଡ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଏଥିସହିତ ମିଶ୍ରଣ ପର୍ବରେ ବେଗୁନିଆପଡା ବ୍ଲକ ସାନ ଭସ୍ରାପଡ଼ା ସରପଞ୍ଚ ସନ୍ତୋଷ କୁମାର ସ୍ବାଇଁ, ମଠ ସରସିଂ ପଞ୍ଚାୟତ ସରପଞ୍ଚ, ବେରୁଆଁବାଡ଼ି ସରପଞ୍ଚ ପ୍ରତିମା ପାଢ଼ୀ, ସମିତି ସଭ୍ୟ ବ୍ରଜ ସୁନ୍ଦର ସାହୁ, ସୁମଣ୍ଡଳ ସରପଞ୍ଚ ଶିବ ଶଙ୍କର ବାରିକ, ଘୋତାପତା ସମିତି ସଭ୍ୟ ସୁଦର୍ଶନ ଶବର, ଚନ୍ଦନପୁର ସରପଞ୍ଚ ସୂର୍ଯ୍ୟ ନାରାୟଣ ବେହେରା, ବୁରୁଝରୀ ସମିତି ସଭ୍ୟା ସୁଚିତ୍ରା ମହାନ୍ତି, ବେଗୁନିଆପଡା ସମିତି ସଭ୍ୟ ପ୍ରତିନିଧୂ ସନ୍ତୋଷ ପାତ୍ର , ପୁରୁଷୋତ୍ତମପୁର ବ୍ଳକ ଉପାଧକ୍ଷା ଙ୍କ ପ୍ରତିନିଧି  ଲିଙ୍ଗରାଜ ବାରିକ ଏବଂ ସମା ପଞ୍ଚାୟତ ର ସରପଞ୍ଚ ନମିତା ସେଠୀ ପ୍ରମୁଖ ସମେତ ବିଭିନ୍ନ ପଞ୍ଚାୟତର ଅନ୍ୟମାନେ ବିଜେପି ସରକାର ଏବଂ ବିଧାୟକ ପ୍ରତାପ ନାୟକଙ୍କ ବିକାଶ ଉପରେ ଆସ୍ଥା ପ୍ରକଟ କରି ଲୋକଙ୍କ ସରକାରରେ ସାମିଲ ହୋଇଥିବା ବେଳେ ସେମାନଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଓ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ର କଳା କାରିଗରୀ ବେଲଗୁଣ୍ଠା ର ପିତଳ ମାଛ ଓ ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରି  ଦେବୀ ମାଆ ତାରାତାରିଣୀ ଙ୍କ ପଟ ଚିତ୍ରପ୍ରଦାନ କରାଯାଇଥିଲା | ଶେଷରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିସଦ ଅଧ୍ୟକ୍ଷ୍ଯ ସୂର୍ଯ୍ୟ ନାରାୟଣ ନାୟକ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପ୍ତ କରିଥିଲେ । ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ମାନଙ୍କ ମଧ୍ୟରେ ରମ୍ଭା, ଛତ୍ରପୁର, ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷ ସମେତ କୋଦଳା ଉପଧ୍ଯକ୍ଷ ରଞ୍ଜିତା ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ ବହୁ ଦଳୀୟ କର୍ମୀ ସମେତ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP