Breaking News

ବଟି ମାଗିବାକୁ ନେଇ ବିଜେପି ନରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||     

ଡକାୟତ ଯୋଜନା ବେଳେ ପୋଲିସ ର ଅତର୍କିତ ଚଢ଼ାଉ ମାରଣାସ୍ତ୍ର ସହ ଇଣ୍ଡିକୋ କାର ଜବତ, ପାଞ୍ଚ ଅଭିଯୁକ୍ତ ଗିରଫ

21-Aug-2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ,ଇଣ୍ଡିଗୋ କାର୍ ଏବଂ ମାରଣାସ୍ତ୍ର ସହିତ ପାଞ୍ଚ ଜଣ ଗିରଫ।
ଡ଼କାୟତି ଯୋଜନା କରୁ୍ଥିବା ବେଳେ ଏକ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ କାବୁ କରିବାକୁ ସକ୍ଷମ ହୋଇଛି ଗାଙ୍ଗପୁର ପୋଲିସ୍ I ସୂଚନା ପ୍ରକାରେ ଗତକାଲି ଅର୍ଥାତ୍ ସୋମବାର ରାତି  ସମୟରେ ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ଏକ ଡକାୟତ ଗ୍ୟାଙ୍ଗ୍ ଗାଙ୍ଗପୁର ଥାନା ଅଞ୍ଚଳରେ ଡ଼କାୟତି ଯୋଜନା କରୁ୍ଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ I ଏନେଇ ସେ ଥାନା ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନେତୃତ୍ୱରେ ଏକ ଟିମ୍ କୁ ଘଟଣାର ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I  ଏଏସ୍ଆଇ ୱାଇ.ବି ନାଇଡ଼ୁଙ୍କ ନିଜ ଟିମ୍ ସହିତ ମାଆ ବୁଢାକେନ୍ଦୁ ମନ୍ଦିର  ପହଞ୍ଚି ଦେଖିଲେ ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ୍ ମନ୍ଦିର ବାହାରେ ସନ୍ଦେହ ଜନକ ଅବସ୍ଥାରେ ବସିଥିବା ବେଳେ ସେମାନଙ୍କ ନିକଟରେ ଏକ ଧଳା ରଙ୍ଗର ଇଣ୍ଡିଗୋ କାର୍ ଅଛି  I ପୋଲିସ୍ କୁ ଦେଖି ସେଠାରେ ବସିଥିବା ପାଞ୍ଚ ଜଣ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ୍ ଟିମ୍ ସେମାନଙ୍କୁ କାବୁ କରିନେଇଥିଲେ I କାର୍ ର ଡିକି ଯାଞ୍ଚ୍ ବେଳେ ସେଥିରୁ ଏକ ବଡ଼ ଲୁହା କାତି, ଗୋଟିଏ ଫାର୍ସା,ବିଦେଶୀ  ମଦ ବୋତଲ, ଲଙ୍କା ଗୁଣ୍ଡ ଇତ୍ୟାଦି ଥିଲା।

News Comment

You Might Also Like

BACK TO TOP