Breaking News

ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||     

ବିଶ୍ୱ ପରିବେଶ ଦିବସ ଅବସର ରେ ଜନ ସଚେତନତା ବାର୍ତ୍ତା,

04-Jun-2025

ବିଶ୍ୱ ପରିବେଶ ଦିବସ ଅବସରରେ ରେ ବାର୍ତ୍ତା,
ଲେଖକ -ଡାକ୍ତର ବସନ୍ତ କୁମାର ଷଡ଼ଙ୍ଗୀ,

ଓଡିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା, ତାରିଖ --04/06/25:

ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ପ୍ରତିବର୍ଷ ଜୁନ ମାସ 5ତାରିଖ କୁ ଅନ୍ତର୍ଜାତୀୟ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି ଯାହାକି ୧୯୭୩ ମସିହା ଠାରୁପାଳନ କରାଯାଇଆସୁଛି। ଏହିଦିନ ପରିବେଶକୁ ସଫାସୁତୁରା ରଖିବା ନିମନ୍ତେ ସର୍ବସାଧାରଣଙ୍କୁ ସଚେତନତା କରାଇବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ସର୍ବ ସାଧାରଣଙ୍କ ପାଖରେ ପହଞ୍ଚାଇବା ହିଁ ବିଶ୍ୱ ପରିବେଶ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ଜୀବଜଗତ ପ୍ରକୃତି ଓ ପରିବେଶ ର ଆଶ୍ରିତରେ ହିଁ ତିଷ୍ଠି ରହିଛନ୍ତି। ଆମର ପୂର୍ବ ପିଢ଼ି ମାନେ ଶତାୟୁ ବର୍ଷ ଧରାପୃଷ୍ଟ ରେ ବଞ୍ଚି ରହୁଥିଲେ ଆଜିର ମନୁଷ୍ୟ କମ ବୟସରୁ ହିଁ ମଧୁମେହ, ଉଚ୍ଚରକ୍ତଚାପ,କର୍କଟ ଭଳି ବହୁ ମାରାତ୍ମକ ରୋଗର ଶିକାର ହେଉଛନ୍ତି,ଏହାର ମୁଳ କାରଣ ହେଲା ପ୍ରକୃତି ଓ ପରିବେଶକୁ ଆମେ ଅଣଦେଖା କରିଵା ସହ ଦୈନଦିନ ଜୀବନରେ ଖାଦ୍ୟ ଓ ପାନୀୟ ଜଳର  ଦୂଷିତ ତଥା ବିଷାକ୍ତ ହେତୁ ବିଭିର୍ଣ୍ଣ ରୋଗରେ ଶିକାର ହେଉଛନ୍ତି।ଏସବୁର ମୂଳରେ ଆମର ଦାଇତ୍ୱହୀନତା ହିଁ ମୂଳ କାରଣ। ଦୈନଦିନ ଆମେ ବହୁ ପୁରୁଣା ଗଛ କାଟିବା ହେତୁ ସୁଦ୍ଧ ଅମ୍ଳଜାନର ମାତ୍ରା କମିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା, ପ୍ଲାଷ୍ଟିକ ବୋତଲରେ ପାଣିପିଇବା ହେତୁ ଏପରିକି ମନୁଷ୍ୟ ଶରୀରରେ ପ୍ଲାଷ୍ଟିକ ଅଣୁ ପ୍ରତୀୟ ମାନ ହେବାର ଦେଖାଦେଇଛି ଏହା ସାଙ୍ଗକୁ ଖାଦ୍ୟ ଶସ୍ୟ ରେ ଜୈବିକ ସାର କୁ ବ୍ୟବହାର ନକରାଯାଇ ପ୍ରଚୁର ପରିମାଣରେ ରାସାୟନିକ ସାର ର ପ୍ରୟୋଗ ହେତୁ, ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା  ଦିନକୁଦିନ ଆୟୁଷ କମିବାରେ ଲାଗିଛି।
 ଅନ୍ତର୍ଜାତୀୟ ବିଶ୍ୱପରିବେଶ ଦିବସରେ ଚଳିତ ବର୍ଷ ୨୦୨୫ ର ବାର୍ତ୍ତା ଏହିକି *"ପ୍ଲାଷ୍ଟିକ ପ୍ରଦ୍ୟୁଷଣକୁ ହରାଇବା"(Beat Plastic Pollution)* ଅର୍ଥାତ ଆମର ଦୈନଦିନ ଜୀବନ ରେ ପ୍ଲାଷ୍ଟିକ ଓ ପଲ୍ଲୀଥିନ ବ୍ୟବହାର ଠାରୁ ଦୁରେଇ ରହିବା, ଯଦ୍ୱାରା ଆମ ଶରୀରରେ ରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରେ ସହାୟକ ହେବାସହ ବହୁ ଜଟିଳ ରୋଗରୁ ରକ୍ଷା ପାଇବା ସହ ଆମେ ଦୀର୍ଘ ଦିନ ବଞ୍ଚି ରହିବାରେ ସହାୟକ ହେବାସହ ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ ରେ ସହାୟକ ହୋପାରିବ।        ଆଜିର ଏହି ବିଶ୍ୱପରିବେଶ ଦିବସରେ ଆମେ ହାତକୁ ହାତ ମିଶାଇ ପରିବେଶକୁ ସୁରକ୍ଷା ଦେବାରେ ଆଗେଇ ଆସିବା ର ଆବଶ୍ୟକତା ରହିଛି।

News Comment

You Might Also Like

BACK TO TOP