Breaking News

ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||     

ପୋଲସରା ବ୍ଳକ ଗାଁ ସାଥି ଙ୍କ ବିଭିନ୍ନ ସମସ୍ୟା ଉପରେ ବିଡ଼ିଓ ଙ୍କୁ ଦେଲେ ଦାବିପତ୍ର |

02-Jun-2025

ଗାଁ ସାଥିଙ୍କ ସମସ୍ୟା ସମ୍ପର୍କେ ବିଡ଼ିଓ ଙ୍କୁ ଦାବି ପାତ୍ର (ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି,

ଓଡିଶା ଜନମତ, ପୋଲସରା ରୋହିତ କୁମାର ପ୍ରଧାନ r୦୨/୦୬/୨୫:

 ଦିର୍ଘ ଦିନ ଧରି ପୋଲସରା ବ୍ଳକର ଗାଁ ସାଥି (ମେଟ୍)ଙ୍କ ବିଭିନ୍ନ ସମସ୍ୟା ରହିଥିବା ବେଳେ ଏହାର ପ୍ରତିକାର କରିବା ପାଇଁ ଦାବି କରିଆସୁଥିଲେ ମଧ୍ଯ ତାହାର ସମାଧାନ ହୋଇପାରୁନାହିଁ । ଗତ ବିଜେଡି ସରକାର ଓ ପୂର୍ବତନ ମନ୍ତ୍ରୀଙ୍କୁ ଗାଁ ସାଥିଙ୍କ ସମସ୍ୟା ସମ୍ପର୍କେ ଅବଗତ କରାଇ ଆସିଥିଲେ ମଧ୍ଯ ତାଙ୍କ ହକ ଦାବିର କୈାଣସି ବାଟ ବାହାରି ନଥିଲା। ଏହାସହିତ ସରକାର ପରିବର୍ତ୍ତନ ହେଲା , ଗାଁ ସାଥିଙ୍କ ଆଶା ଓ ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ଆଶା ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଦୁଇ ଥର ଭେଟି ସମସ୍ୟା ସମ୍ପର୍କ ବିଷୟରେ ଅବଗତ କରାଇଥିଲେ ମଧ୍ଯ ପୂର୍ବତନ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀ ତାହା ସମ୍ଭବପର କରାଇ ଦେଇନଥିଲେ। ଗାଁ ସାଥିଙ୍କ ଭବିଷ୍ୟତ ଆଶା ମୌଳି ଯାଇଛି।ଯାହାକୁ ନେଇ ୦୧/୦୬/୨୫ ସୋମବାର ଦିନ ଗାଁ ସାଥି ସଭାପତି ଅଶୋକ କୁମାର ବିଷୋୟୀ, ସମ୍ପାଦକ ଲଳିତ ମୋହନ ନାୟକ, କୋଷାଧ୍ୟକ୍ଷ ବସନ୍ତ ଗୌଡ଼,ସାଇବ ସ୍ବାଇଁ, ଚିତ୍ରସେନ ଦାସ, ସୁଶାନ୍ତ କୁମାର ସାହୁ ସମେତ ଅନ୍ୟ ମାନେ ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ନେଇ  ପୋଲସରା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଦାବି କରିଥିଲେ। ତୁରନ୍ତ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବ୍ଳକ କମ୍ପୁଟର ପ୍ରୋଗ୍ରାମ ଅଫିସ୍ କବିରାଜ ପ୍ରଧାନ କହି ଆଗାମୀ ଦିନରେ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଆରଏସ, ସମସ୍ତ ସରପଞ୍ଚ ଓ ଗାଁ ସାଥିଙ୍କୁ ନେଇ ଆଲୋଚନା କରି ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର।

News Comment

You Might Also Like

BACK TO TOP