Breaking News

ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||     

ବିଜେଡି ରୁ ଇସ୍ତଫା ଦେଲେ ପୂର୍ବତନ ଗଞ୍ଜାମ ଜିଲ୍ଲା ପରିଷଦ ଉପାଧକ୍ଷା |

31-May-2025

ଗଞ୍ଜାମ ଜିଲ୍ଲା ପରିଷଦ ପୂର୍ବତନ ଉପାଧକ୍ଷା ଙ୍କ ବିଜେଡିରୁ ଇସ୍ତଫା ,

                  ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଜିଲାର  ପୂର୍ବତନ ଜିଲା ପରିଷଦ ଉପାଧ୍ଯକ୍ଷାତଥା ଏକ ମାସରୁ ଉର୍ଦ୍ଧ ଜିଲ୍ଲା ପରିଷଦ ଅଧକ୍ଷ ଭାବରେ ଦାଇତ୍ୱ ମଧ୍ୟ ତୁଲେଇ ଥିବା ସ୍ନେହଲତା ପଣ୍ଡା ଶନିବାର ଦଳ ଛାଡିଛନ୍ତି। ସେ ତାଙ୍କର ଇସ୍ତପାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେକାହିଁକି ଦଳ ଛାଡିଲେ ତାଉପରେ ସେ କହିଛନ୍ତି କି 
ବିଜୁ ଜନତା ଦଳ ଓ ବିଜେଡି ରେ  ଦୀର୍ଘ ୩୦ ବର୍ଷଧରି ଦଳରେ ରହିବା ସାଙ୍ଗକୁ ତିନି ଥର ଜିଲାପରିଷଦ ସଭ୍ୟା, ଥରେ ସମିତିସଭ୍ୟା, ରାଜ୍ୟମହିଳା ସାଧାରଣ ସମ୍ପାଦିକା,ଜିଲ୍ଲା ମହିଳା ଉପସଭାନେତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏବର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରେ ଜନ ସାଧାରଣ ଙ୍କ ସେବା କରିବାର ସୁଯୋଗ ପାଇ ଥିଲେ। ନବୀନ ପଟନାୟକ ଙ୍କ ଚିନ୍ତା ଧାରାକୁ ସେ ସବୁବେଳେ ସମ୍ନାନ ଦେଉଛନ୍ତି |  ବିଗତ କିଛି ବର୍ଷହେଲା  ଦଳ ପକ୍ଷରୁ ତାଙ୍କୁ ଗୁରୁତ୍ବ ଦିଆଯାଉ ନ ଥୂବା ଏବଂ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ କୌଣସି ଟିକେ ସୂଚନାମଧ୍ୟ ଦିଆଯାଉନାହିଁ। ଏଣୁ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି | ତେବେ ଆଗାମୀ ଦିନରେ ସେ କେଉଁ ଦଳରେ ଯୋଗଦେବେ ତାର ଉତ୍ତର ରେ ମୁଁ ସମସ୍ତ ଙ୍କ  ସହ କଥା ବାର୍ତ୍ତା କରି କେଉଁ ଦଳକୁ ଯିବି ଯିବା ପୂର୍ବରୁ ଜଣାଇବି ବୋଲି କହିଛନ୍ତି ।

News Comment

You Might Also Like

BACK TO TOP