Breaking News

ଶ୍ରୀମନ୍ଦିର ଭିତର ଧୁକୁଡି ଦ୍ୱାର ରେ ବାନ୍ତି ପଡ଼ିଥିବା ଯୋଗୁଁ ହେଲା ମହାସ୍ନାନ |   (30-Aug-2026)       ||      ଏମ ଏମ ଡି ବିଲ ପ୍ରତ୍ୟାହାର କରିବାକୁ ବିଜେପି ସାଂସଦ ଙ୍କୁ ନବୀନ ପଟନାୟକ ଦାବି |   (30-Aug-2026)       ||      ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||     

ସ୍ବଦେଶୀ ଜାଗରଣ ମଞ୍ଚ ଗଞ୍ଜାମ ପକ୍ଷରୁ ତୁର୍କୀ ର ସାମଗ୍ରୀ ବର୍ଜନ ସଚେତନତା ରାଲି |

27-May-2025

ସ୍ୱଦେଶୀ ଜାଗରଣ ମଞ୍ଚ, ଗଂଜାମ ପକ୍ଷରୁ ତୁର୍କୀର ସାମଗ୍ରୀ ବର୍ଜନ ସଚେତନତା ରାଲି।

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା 

ପୋଲସରା  ତା.୨୭/୦୫/୨୦୨୫:- ଆଜି ଗଂଜାମ ଜିଲ୍ଲା ପୋଲସରା ଠାରେ ସ୍ୱଦେଶୀ ଜାଗରଣ ମଞ୍ଚ, ଗଂଜାମ ପକ୍ଷରୁ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ  ବର୍ଜନ କରିବା ଉଦ୍ଧେଶ୍ୟରେ ଏକ ସଚେତନତା ରାଲୀ ଅନୁଷ୍ଠିତ ହୋଇଥିଲା। ଯୁବ ସ°ଯୋଜକ ଗଞ୍ଜାମର ସୁନୀଲ ପଣ୍ଡା ଏବଂ ଯୁବ ସ°ଗଠକ ପୋଲସରାର ନାରାୟଣ ସାହୁ ଉଭୟଙ୍କ ନେତୃତ୍ୱରେ ଏକ ରାଲି ସ୍ଥାନୀୟ ତହସିଲ ଛକରୁ ବାହାରକରାଯାଇ ବ୍ଲକ୍ କାର୍ଯ୍ୟାଳୟ ଛକ ପଯ୍ୟନ୍ତ ଯାଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଆର୍. ପବିତ୍ରା, ଛାତ୍ର ନେତା ରାକେଶ ଜେନା, ଜିଲ୍ଲା ପ୍ରଶିକ୍ଷକ ସ୍ବାଗତ କୁମାର ତ୍ରିପାଠୀ, ଯୁବନେତା ସିମାଞ୍ଚଳ ସାହୁ, ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ସହରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ରାଲିର ଉଦ୍ଦେଶ୍ୟ ଏଵଂ ନିକଟରେ ଭାରତ ଓ ପାକିସ୍ତାନ ଯୁଦ୍ଧରେ ତୁର୍କୀ ଦେଶ ଶତ୍ରୁରାଷ୍ଟ୍ର ପାକିସ୍ଥାନକୁ ସାମରିକ ସାହାଯ୍ୟ କରି 
ଭାରତ ଦେଶ ବିରୁଦ୍ଧରେ କାର୍ଯ୍ୟକରିବା ପରିପ୍ରେକ୍ଷୀରେ ସମଗ୍ର ଦେଶରେ ତୁର୍କୀ ଦେଶର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ସମର୍ଥନରେ ପୋଲସରାରେ ମଧ୍ୟ ବର୍ଜନ କରିବାକୁ ବ୍ୟାପାରୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଏନସିସି ଛାତ୍ରୀଙ୍କ ସମେତ ଏବିଭିପିର ସଦସ୍ୟମାନେ ଯୋଗଦେଇଥିଲେ।

News Comment

You Might Also Like

BACK TO TOP