Breaking News

ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||     

ଏମ ଏମ ଡି ବିଲ ପ୍ରତ୍ୟାହାର କରିବାକୁ ବିଜେପି ସାଂସଦ ଙ୍କୁ ନବୀନ ପଟନାୟକ ଦାବି |

30-Aug-2026

ବିଜେପି ସାଂସଦଙ୍କୁ ନବୀନଙ୍କ ଚିଠି, ଏମ ଏମ ଡି ବିଲ୍ ପ୍ରତ୍ୟାହାର ପାଇଁ  ଦାବି |

ଓଡିଶା ଜନ ମତ ବ୍ୟୁରୋ,

ଏମଏମଡିଆର ସଂଶୋଧନ ବିଲକୁ ନେଇ ପ୍ରେସମିଟ କରି ଘନ ଘନ ରାଜ୍ୟ ସରକାରଙ୍କୁ ଆକ୍ରମଣ କରୁଥିଲା ବିଜେଡି । କାହିଁକି ବିଜେଡି ପ୍ରେସମିଟରେ ସିମିତ ବୋଲି ପ୍ରଶ୍ନ ଭିତରେ ଆଉ ପାଦେ ଆଗେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।  ଓଡ଼ିଶାର ସମସ୍ତ ୨୦ ବିଜେପି ସାଂସଦଙ୍କୁ ଚିଠି ଲେଖି ନୈତିକତା ଓ ଦାୟିତ୍ବର ପାଠ ପଢାଇଛନ୍ତି  ନବୀନ ପଟ୍ଟନାୟକ। ଚିଠିରେ ଖଣି ଆଇନ ସଂଶୋଧନ ବିରୋଧରେ ସ୍ୱର ଉଠାଇବାକୁ ଅପିଲ୍ କରିଛନ୍ତି। 
ସଂସଦରେ ଯେତେବେଳେ ଏମଏମଡିଆର ବିଲ ପାରିତ ହେଉଥିଲା, ସେତେବେଳେ ବିଜେପି ସାଂସଦ କାହିଁକି ଚୁପ ରହୁଥିଲେ ବୋଲି ପ୍ରଶ୍ନ କରୁଥିଲା ବିଜେଡି, ହେଲେ ଆଜି ବିଜେପିର  ସାଂସଦମାନଙ୍କୁ ଚିଠି ଲେଖି ବିବେକର କଥା କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ହେଲେ ଚିଠି ଲେଖୁ ଲେଖୁ ବିଜେପି ସାଂସଦ ରୋକ ଠୋକ ଶୁଣାଇଛନ୍ତି ନବୀନଙ୍କ ଉପଦେଶ ଦରକାର ନାହିଁ । ଚିଠି ଫର୍ମାଟ 
ନିଜ ବିବେକକୁ ଶୁଣନ୍ତୁ, ଓଡ଼ିଶାର ଆଗାମୀ ପିଢ଼ି କଥା ଚିନ୍ତା କରନ୍ତୁ । ଇତିହାସ ସେମାନଙ୍କୁ ମନେରଖେ, ଯେଉଁମାନେ ନିଜ ଲୋକଙ୍କ ଉପରେ ଅନ୍ୟାୟ ହେଲେ ସ୍ୱର ଉଠାନ୍ତି। ଇତିହାସ ଆପଣଙ୍କୁ କେଉଁ ଦଳରେ ଥିଲେ ସେଥିରେ ନୁହେଁ, ଓଡ଼ିଶା ପାଇଁ ଠିକ୍ ସମୟରେ ଛିଡ଼ା ହେଲେ କି ନାହିଁ ସେଥିରେ ବିଚାର କରିବ। ଏହି ସଂଶୋଧନ ଓଡ଼ିଶା ପାଇଁ କ୍ଷତିକାରକ ହେବ ଦର୍ଶାଇବା ସହ ସାଂସଦମାନଙ୍କୁ ଦଳୀୟ ଆଭିମୁଖ୍ୟରୁ ଊର୍ଦ୍ଧ୍ୱକୁ ଉଠି ରାଜ୍ୟ ସ୍ୱାର୍ଥ ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ ଦେଇଛନ୍ତି।
ଏମଏମଡ଼ିଆର ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ଅପିଲକୁ  ସିଧା ସିଧା ରିଜେକ୍ଟ କରିଛନ୍ତି ବିଜେପି ସାଂସଦ  । କହିଛନ୍ତି , ବିଜେପିରେ ଯେଉଁମାନେ କାର୍ୟ୍ୟ କରନ୍ତି ସେମାନଙ୍କ ପାଇଁ ମାଟି ବଡ଼ । ନବୀନ ବାବୁଙ୍କ ଉପଦେଶ ଆମକୁ ଦରକାର ନାହିଁ । ବିଲ୍‌କୁ ଭଲ ଭାବରେ ଅଧ୍ୟୟନ କରନ୍ତୁ । ଏହା ପୂର୍ବରୁ ସମ୍ବଲପୁର ସାଂସଦ  ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏହାଦ୍ବାରା ଓଡ଼ିଶାର କୌଣସି କ୍ଷତି ହେବନାହିଁ, ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି ।
ବୟାନବାଜି, ଚିଠି ଲେଖା ଓ ରାଜନୀତି ଭିତରେ ଓଡ଼ିଶାର ବାସ୍ତବରେ କଣ କ୍ଷତି ହେବ ତାହାର କୌଣସି ଆକାଳନ ହେଉନି ବୋଲି କହିଛନ୍ତି ଶାସ ବିଜେପ ସାଂସ  ଦଳ  ||

News Comment

You Might Also Like

BACK TO TOP