Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଜନଜାତି ଗବେଷକ ଡ଼କ୍ଟର ସୁରେନ୍ଦ୍ର ନାଥ ସାହୁ

06-May-2025

ଜନଜାତି ଗବେଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁ "ସିଦ୍ଧାନ୍ତ ସମ୍ମାନ-୨୦୨୫" ରେ ସମ୍ବର୍ଦ୍ଧିତ,

                  ଓଡିଶା ଜନ ମତ ବ୍ୟୁରୋ,

ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବଓଡ଼ିଶାର ମହିମା ମଣ୍ଡିତ ଉପାନ୍ତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଉପାନ୍ତପ୍ରହରୀ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ- ୨୦୨୫ ପାଳିତ ହୋଇଯାଇଛି I ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଡକ୍ଟର ଅନ୍ନପୂର୍ଣ୍ଣା ଦେବୀ, ସମ୍ପାଦିକା ଡକ୍ଟର କଲ୍ୟାଣୀ ମିଶ୍ର, ମୁଖ୍ୟ ଅତିଥି ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଗୁଣୁପୁର ଉପ-ଜିଲ୍ଲାପାଳ ସୁଶ୍ରୀ କିରନଦୀପ୍ କୌର ସହତା ଓ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ସିଦ୍ଧାର୍ଥ ଶଙ୍କର ପାଢୀ ଏବଂ ଧରାକୋଟ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ସୁଜିତ କୁମାର ପଣ୍ଡା ମଞ୍ଚାସୀନ ଥିଲେ I ଏହି ଅବସରରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଶ୍ରୀମତୀ ବି. କୋମଳାଙ୍ଗିଙ୍କ ରଚିତ “ଓଡ଼ିଶାର ଦକ୍ଷିଣାଞ୍ଚଳ: ଆଧୁନିକତାର ଆବର୍ତ୍ତରେ ପ୍ରାଚୀନ ଶାବରୀ ସଂସ୍କୃତି” ପୁସ୍ତକ ଓ ଅନୁଷ୍ଠାନର ‘ସିଦ୍ଧାନ୍ତ’ ପତ୍ରିକା ଉନ୍ମୋଚିତ ହୋଇଥିଲା I 
ଶବର ସମାଜର ସାଂସ୍କୃତିକ କ୍ଷେତ୍ରରେ କାର୍ଯ୍ୟରତ କବିସୂର୍ଯ୍ୟନଗରର ଜନଜାତି ଗବେଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ସିଦ୍ଧାନ୍ତ ସମ୍ମାନ-୨୦୨୫’ରେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ I ଏହା ସହିତ ଶ୍ରୀ ଫାଲଗୁନୀ ଶବର, ଶ୍ରୀ ଲାବଣ୍ୟ ଶବର, ଶ୍ରୀ କୃଷ୍ଣ ଶବର, ଶ୍ରୀ ତରଣୀସେନ ଦାସ, ଶ୍ରୀ ଅମ୍ରିତ ପାଣିଗ୍ରାହୀ, ଶ୍ରୀମତୀ ଗାୟତ୍ରୀ ଶବର ଓ ଶ୍ରୀମତୀ ହାରାବତୀ ଗମାଙ୍ଗଙ୍କୁ ସିଦ୍ଧାନ୍ତ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା I 
ନଦୀର ଜଳ ଯେପରି ପ୍ରତିକ୍ଷଣରେ ତା’ର ସ୍ଥାନ ପରିବର୍ତ୍ତନ କରିଥାଏ, ସେପରି ଭାଷା ଓ ସଂସ୍କୃତି ପ୍ରତି ସମୟରେ ପରିବର୍ତ୍ତନଶୀଳ ବୋଲି ଗଜପତି ଜିଲ୍ଲାପାଳ ମତ ରଖିଥିବାବେଳେ ସମସ୍ତ ବକ୍ତା ଶବର ସଂସ୍କୃତି ସହିତ ଜଗନ୍ନାଥ ସଂସ୍କୃତି କିପରି ଓତପ୍ରୋତ ଭାବେ ଜଡ଼ିତ ତାହା ବର୍ଣ୍ଣନା କରିଥିଲେ I ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ଓ ଭି. ହିମଗିରିଙ୍କ ନିର୍ଦ୍ଦେଶନାରେ କୁଚିପୁଡି ନୃତ୍ୟ ଅନୁଷ୍ଠିତ ହୋଇଥିଲା I ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ତ୍ରିପତି ପଣ୍ଡା, ଶ୍ରୀ ମୁରଲୀଧର ଜେନା, ଶ୍ରୀମତୀ ଅରୂପାଞ୍ଜଳି ବେହେରାଙ୍କ ସମେତ ସିଦ୍ଧାନ୍ତ ପରିବାରର ସଦସ୍ୟସଦସ୍ୟା, ଶବର ସମାଜର ବିଶିଷ୍ଟ ବ୍ୟକ୍ତିଗଣ, ଏବଂ ସହରର ବହୁ ବୁଦ୍ଧିଜୀବିଙ୍କ ସହଯୋଗରେ ଉତ୍ସବଟି ପୂର୍ଣ୍ଣ ସଫଳତା ହାସଲ କରିଥିଲା I

News Comment

You Might Also Like

BACK TO TOP