Breaking News

ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||     

ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ବିଦ୍ୟାଳୟ ରେ ଛାତ୍ରୀ ଙ୍କ କୃତିତ୍ୱ |

04-May-2025

ଭଞ୍ଜନଗର ଦୀନବନ୍ଧୁ ବେହେରା ବାଳିକା ସରକାରୀ ବିଦ୍ୟାଳୟ ରେ ଛାତ୍ରୀ ଙ୍କ କୃତିତ୍ୱ,

ଓଡିଶା ଜନମତ, ଭଞ୍ଜନଗର, ପୁରୁଷୋତ୍ତମମହାପାତ୍ର, ତାରିଖ --04/05/25:

ଚଳିତ ବର୍ଷ ଦଶମ ଶ୍ରେଣୀ ର ପରୀକ୍ଷା ଫଳ ପ୍ରକାଶ ପାଇଛି ଓ ଏଥିରେ ଝିଅ ମାନଙ୍କ ସଫଳତା ହାର ସର୍ବାଧିକ।ଭଞ୍ଜନଗର ର ଦିନ ବନ୍ଧୁ  ବେହେରା ବାଳିକା ସରକାରୀ ବିଦ୍ୟାଳୟ ଛାତ୍ରୀ ସାଇ ଶ୍ରୀ ମହାନ୍ତି ୯୧ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।ଭଞ୍ଜନଗର ଭେଜିପୁଟ ସୁରେନ୍ଦ୍ର ମହାନ୍ତି ଓ ବିନ୍ଦୁ ଲତା ମହାନ୍ତି ଙ୍କ କନ୍ୟା ସାଈଶ୍ରୀ।ଝିଅ ର  ସଫଳତା ପଛରେ ବିଦ୍ୟାଳୟ ର ସମସ୍ତ  ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ଭେଜିପୁଟ ମୁଖ୍ୟ ରାସ୍ତା ରେ ଥିବା ଶ୍ରୀ ଟୁଇଟୋରିଆଲ ର ମୁଖ୍ୟ ଦିଲ୍ଲୀପ ବିଷୋୟୀ ଙ୍କ ସହ ସମସ୍ତ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଶ୍ରୀ
ଟୁଇଟୋରିଆଲ ର ଶିକ୍ଷକ ମାନଙ୍କ ପ୍ରଚେଷ୍ଟା ସହ ଅନୁଷ୍ଠାନ ର ପଢ଼ାଇବା ଶୈଳୀ ଭିନ୍ନ ଥିବା ଯୋଗୁଁ ଆଜି ସଫଳତା ପାଇଛନ୍ତି ବୋଲି ସାଇଶ୍ରୀ ଙ୍କ ପରିବାର କହିଛନ୍ତି।ସୂଚନାଯୋଗ୍ୟ ଯେ ସାଈଶ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା ସମୟରେ ଠିକ ନ ଥିବା ସତ୍ତ୍ୱେ  ଭଲ ନମ୍ବର ରଖି ଥିବା ଯୋଗୁ ଶ୍ରୀ ଟୁଇଟୋରିଆଲ ମୂଖ୍ୟ ଦିଲ୍ଳୀପ ବିଷୋୟୀ ଶୁଭେଛା  ଜଣାଇଥିଲେ।ଦୀର୍ଘ ଦିନ ଧରି ଶ୍ରୀ   ଟୁଇଟୋରିଆଲ ଉତ୍ତମ ଶିକ୍ଷା ଯୋଗାଇ ଆସିଛି ଓ ଆଗକୁ ମଧ୍ୟ ସାଈଶ୍ରୀ ଭଳି ଛାତ୍ରୀ ଗଢିବା ପାଇଁ ଆଶା ରଖିଛନ୍ତି। ସାଇ ଶ୍ରୀ ଙ୍କ କହିବା ଅନୁସାରେ  ଆଗକୁ ସେ ଭଲରେ ପଢାପଢି କରି  ସିଭିଲ ସର୍ଭିସ  କରିବା ଇଛା ପ୍ରକାଶ କରିଥିଲେ।

News Comment

You Might Also Like

BACK TO TOP