Breaking News

ବରଗଡ଼ ଜିଲ୍ଲା ରେ ଜିଲ୍ଲପାଳ ଙ୍କ ନିର୍ଦ୍ଧେଶ ରେ ବାଦ ପଡ଼ିଥିବା ଓ ନୂତନ ଯୁବ ଭୋଟର ଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ||   (04-Oct-2026)       ||      ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ରେ ବନ୍ଧୁର ଆକ୍ରମଣ ରେ ବନ୍ଧୁର ମୃତ୍ୟୁ |    (04-Oct-2026)       ||      ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତ ଙ୍କୁ ଜାତୀୟ ଥ୍ରୋ- ବଲରେ ସ୍ଵର୍ଣ ପଦକ |   (04-Oct-2026)       ||      ଆଲିଜିନିଗୁଡା ଆମ୍ବ ତୋଟା ରେ ବିଜେଡିର ବିଶାଳ ମିଶ୍ରଣ ପର୍ବ |   (04-Oct-2026)       ||      ଛତ୍ରପୁର ଗୋବିନପୁର ସୀତାନଗର ରୁ ଆଠ ଫୁଟିଆ ଅଜଗର ସାପ ଉଦ୍ଦାର |    (04-Oct-2026)       ||      ବିଜେଡିର ସିନିଏର ପେନାଲ ଲିଷ୍ଟ ରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |   (04-Oct-2026)       ||      ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||     

ଯୁବ ସାମ୍ବାଦିକ ଙ୍କ ପିତୃ ବିୟୋଗ |

27-Mar-2025

           ଯୁବ ସମ୍ବାଦିକ ଙ୍କ ପିତାଙ୍କ ବିୟୋଗ

                ଓଡିଶା ଜନମତ ବ୍ୟୁରୋ 

ଭଞ୍ଜନଗର ଅଞ୍ଚଳ ର ଯୁବ ସମ୍ବାଦିକ ତଥା ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ସଂଯୋଜକ ରଂଜନ କୁମାର ବେହେରା ଙ୍କ ପିତା ଲକ୍ଷ୍ମଣ ବେହେରା ଙ୍କ ୭୩ବର୍ଷ ବୟସରେ ବିୟୋଗ ହୋଇଛି।ସ୍ବର୍ଗତ ବେହେରାଙ୍କ ଦେହ କିଛି ଦିନ ହେଲା ଖରାପ ଥିଲା ,ତେଣୁ ସେ ବ୍ରମହପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ କିନ୍ତୁ ଗତ ରାତିରେ ତାଙ୍କ ଦେହାନ୍ତ ହୋଇଥିଲା।ସ୍ବର୍ଗତ ଲକ୍ଷ୍ମଣ ବେହେରା ଜଣେ ଅବସର ପ୍ରାପ୍ତ ଓ.ଏସ.ଏପି ପୋଲିସ କର୍ମଚାରୀ ଥିଲେ।ଅବସର ନେବା ପରେ ନିଜ ଘର ସାନ କୋଦଣ୍ଡା ରେ ରହିଥିଲେ।ସେ ଜଣେ ଶାନ୍ତ ସିଷ୍ଟ ଓ ପରୋପକାରୀ ବ୍ୟକ୍ତି ଥିଲେ।ଆଜି ତାଙ୍କର ଦେହାନ୍ତ ରେ ସମ୍ପୂର୍ଣ୍ଣ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଆଜି ତାଙ୍କ ମର ଶରୀରରେ ନିକଟରେ ଦୁଇ ପୁଅ ଓ ଦୁଇ ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ।ଆଜି ତାଙ୍କର ଶେଷ ଦର୍ଶନ ପାଇଁ  କବି ସମ୍ରାଟ ମିଡ଼ିଆ କ୍ଲବ ସଭାପତି ଓ ଅନ୍ୟ ସମ୍ବାଦିକ ବନ୍ଧୁ ମାନେ ସାନ କୋଦଣ୍ଡା ଯାଇ ଦର୍ଶନ କରିଥିଲେ ଓ ତାଙ୍କର ଅନ୍ତର ଆତ୍ମା ର ସଦଗତି ପାଇଁ ପାର୍ଥନା କରିଥିଲେ।ସେହିପରି ସ୍ବର୍ଗତ ଲକ୍ଷ୍ମଣ ବେହେରା ଙ୍କ ଶେଷ ଦର୍ଶନ ପାଇଁ କିଛି ଶିକ୍ଷକ ବନ୍ଧୁ ମଧ୍ୟ ଆସିଥିଲେ।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ସହ ସଞ୍ଜୀବ ପାତ୍ର ଙ୍କ ରିପୋର୍ଟ

News Comment

You Might Also Like

BACK TO TOP