Breaking News

ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓ ବାଦୀ ଙ୍କ ବନ୍ଧୁକ କାରଖାନା ଓ ମାଓ କେମ୍ପ ଠାବ |    (23-Mar-2026)       ||      ମାନବ ବାଦୀ, ହେତୁବାଦୀ ସଙ୍ଘଠନ ପକ୍ଷରୁ "ସହିଦ ଭଗତ ସିଂ ଙ୍କ ବଳିଦାନ ଦିବସ ପାଳିତ ||   (23-Mar-2026)       ||      ବେଗୁନିଆପଡା ବ୍ଲକରେ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଅଭିଯୋଗ ଶୁଣାଣି ଶିବିର |    (23-Mar-2026)       ||      ମନ୍ତ୍ରୀ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ଓ ଉଦଘାଟନ |    (23-Mar-2026)       ||      ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ ||   (22-Mar-2026)       ||      ପିପୁଲ୍ସ ପ୍ରେସ ଟ୍ରଷ୍ଟ ର ଷଷ୍ଠ ବାର୍ଷିକଉତ୍ସବ ଅନୁଷ୍ଠିତ ||   (22-Mar-2026)       ||      ବାଲିଗୁଡା ରେ ତେର ଦଣ୍ଡ ମିଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ||   (22-Mar-2026)       ||      ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ |    (21-Mar-2026)       ||      ରାଣୀପଡ଼ା ଅଞ୍ଚଳ ରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |    (21-Mar-2026)       ||      ବାଲିଗୁଡା ବ୍ଳକ କଲୋନୀ ବିଦ୍ୟାଳୟ ର 53 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (21-Mar-2026)       ||      ସାଇ ସ୍ୱସ୍ତିକ ନିରୁଦ୍ଧିଷ୍ଟ, ସନ୍ଧାନ ପାଇଲେଜଣେଇବାକୁ ପରିବାରଙ୍କ ଅନୁରୋଧ |    (21-Mar-2026)       ||      କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ପାଠ ଚକ୍ର ଅନୁଷ୍ଠିତ |    (21-Mar-2026)       ||      ଶିଳ୍ପାଞ୍ଚଳ ଥାନା ଜଟଣୀ ବିଏସ ଏଫ କ୍ୟାମ୍ପ ନିକଟ ଭଡା ଘରୁ 850 କଫ ସିରଫ ଜବତ, 4ଗିରଫ    (20-Mar-2026)       ||      ବାଲିଗୁଡା ରେ ଗ୍ୟାସ ସମସ୍ୟା, ଅଧିକାଂଶ, ହୋଟେଲ, ଫାଷ୍ଟଫୁଡ ଦୋକାନ ବନ୍ଦ, ଲୋକେ ଆସନ୍ତୁଷ୍ଟ ||   (20-Mar-2026)       ||      ମାର୍ଚ୍ଚ 31 ସୁଦ୍ଧା କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ ବୋଲି ୱାଇ ବି ଖୁରାନିଆ ଙ୍କ ସୂଚନା |    (20-Mar-2026)       ||      ଋଷି ମଳ ପର୍ବତ ରେ ପ୍ରକୃତି ଶିବିର ର ଆୟୋଜନ |   (20-Mar-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଖଣ୍ଡା ରେ ଯୁବକଙ୍କୁ ମରଣା ନ୍ତକ ଆକ୍ରମଣ |   (20-Mar-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ |    (20-Mar-2026)       ||      ବ୍ଳକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ |    (20-Mar-2026)       ||      ଖୋର୍ଦ୍ଧା ଏସପି ଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ ମହାନିର୍ଦେଶକ |   (20-Mar-2026)       ||     

ବନ୍ଧୁଙ୍ଗା ଭଲିବଲ ଖେଳ ପ୍ରତିଯୋଗିତା ଉଦଯାପିତ |

16-Feb-2025

ଭଲିବଲ ଖେଳ ପ୍ରତିଯୋଗୀତା ଉଦଯାପିତ,

ଓଡିଶା ଜନମତ ବ୍ୟୁରୋ,

ବନ୍ଧୁଗାଁ ତା ୧୭/୨/୨୫ ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ  ଏସଡା ଗ୍ରାମରେ ବ୍ଲକ ସ୍ତରୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟରେ ଉଦଯାପିତ ହୋଇଯାଇଛି। ଆଜି ବନ୍ଧୁଗାଁ ଓ ଏସଡ଼ା ଗାଁ ମଧ୍ୟରେ ଭଲି ବଲ  ଫାଇନାଲ ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବନ୍ଧୁଗାଁ ଭଲି ବଲ ଟିମ ଏସଡ଼ା ଟିମ କୁ ପରାସ୍ତ କରି ଚାମ୍ପିଅନ ହୋଇଥିଲେ। ଖେଳରେ ନବୀନ ଙ୍କ ଖେଳ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କ ଖେଳକୁ ଦର୍ଶକ ପାଖରେ ଦେଖି ଅଧିକ ଖୁସି ଅନୁଭବ କରିଥିଲେ।ଏହି ଭଲି ବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରତିନିଧି ଡି ଏଙ୍କାଟି, ସରପଞ୍ଚ ସୁନ୍ଦୁରୁ ପିଡିକା , ସମିତି ସଭ୍ୟ ସିନାଜି ପିଡିକା ଓ ସ୍ଥାନୀୟ ସମ୍ବାଦର ରିପୋର୍ଟର ଉତ୍ତମ ନାୟକ ଉପସ୍ଥିତ ରହି ଥିଲେ। ଖେଳରେ କଡ଼ା ମୁକାବିଲା ଲାଗି ଥିବା ବେଳେ ବନ୍ଧୁଗାଁ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲେ। ବିଜୟୀ ବନ୍ଧୁଗାଁ ଭଲି ବଲ ଟିମଙ୍କୁ ବ୍ଲକର ସ୍ଥାନୀୟ ସମ୍ବାଦ ସାମ୍ବାଦିକ ଉତ୍ତମ ନାୟକ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଯୁବ ଖେଳାଳି ମାନଙ୍କ ମଧ୍ୟରେ ଅଧିକ ଉତ୍ସାହିତ ହେବା  ସହ ଖୁସିରେ ନାଚି ଉଠି ଥିଲେ। ଏହି ଖେଳକୁ ସ୍ଥାନୀୟ ଏସଡା ଗାଁର ସୁଶାନ୍ତ ଦେବରପଲ୍ଲୀ, ଗଣେଶ ମାକୁଆ, ନବିନ ମେଲେକା ଓ ରାଇଲି ପିଡିକା ପରିଚାଳନା କରିଥିଲେ। ସ୍ଥାନୀୟ ଥାନାରୁ ପୋଲିସ ଏଏସଆଇ ବି ଟି ସାଧୁଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ଟୁର୍ଣ୍ଣାମେଣ୍ଟରେ ଶେଷ ହୋଇଥିଲା।

News Comment

You Might Also Like

BACK TO TOP