Breaking News

ଲଡଶ ରେ ଶେଷ ମୁହୂର୍ତ୍ତ ରେ ଟିମ ଇଣ୍ଡିଆ ର ଦମ ଦେଖି ପ୍ରଶଂସା କଲେ ଗୃହ ମନ୍ତ୍ରୀ |    (25-Aug-2026)       ||      ମେଡିକାଲ ଆଗରେ ଜବର ଦଖଲ ଉଛେଦ ଯୋଗୁଁ ବ୍ୟବସାୟୀ ଙ୍କ ଉଜୁଡି ଗଲା ବେଉସା |    (25-Aug-2026)       ||      ବେଆଇନ ଭାବେ ଚାଲୁଥିବା ସ୍କୁଲ ବସକୁ ଜବତ କଲେ କଟକ ଆର ଟି ଓ ବିଭାଗ ଅଧିକାରୀ |    (24-Aug-2026)       ||      ଭିଜିଲାନ୍ସ ହାତରେ ଧରା ପଡିଲେଅବସର ପ୍ରାପ୍ତ ସିନିଏର ରେଭେନ୍ୟୁ ଆସିଷ୍ଟାଣ୍ଡ ଅଧିକାରୀ |    (24-Aug-2026)       ||      ବାଣପୁର ବ୍ଲକରେ ଜିଲ୍ଲା ପାଳ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (24-Aug-2026)       ||      ବଡ଼ ମାଣିଝୋଲା ନଦୀରୁ ନିଖୋଜ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର |   (24-Aug-2026)       ||      ଦିଗିପଡି ଗାଁରେ ଲଗାଣ ବର୍ଷା ରେ ମାଟି ଅତଡ଼ା ଖସି ରାସ୍ତାରେ ବିରାଟ ଗର୍ତ୍ତ ||   (24-Aug-2026)       ||      ବାଲିଗୁଡା ନିର୍ବାଚନ ମଣ୍ଡଳୀ ରପୂର୍ବତନ ବିଧାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ |    (24-Aug-2026)       ||      ଶ୍ରାବଣ ଶେଷ ସୋମବାର ରେ କନ୍ଧମାଳ ଜଳେଶ୍ୱର ରେ କାଉଡିଆ ଙ୍କ ପ୍ରବଳ ଭିଡ଼ |    (24-Aug-2026)       ||      ପୋଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି, ରମ୍ଭା ଅଞ୍ଚଳରେ ଏବେବି ଚାଲିଛି କଙ୍ଗାରୁ କୋର୍ଟ |   (24-Aug-2026)       ||      ପରଲୋକରେ ବରିଷ୍ଟ ବିଜେପି କର୍ମୀ ରମେଶ ଚନ୍ଦ୍ର ମିଶ୍ର, ଶୋକବ୍ୟକ୍ତ କଲେ ବହୁ ବ୍ୟକ୍ତି ବିଶେଷ |    (24-Aug-2026)       ||      ପଦ୍ମନାଭ ସାହୁଙ୍କ ଦ୍ୱାଦଶାହ ଦିବସରେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (24-Aug-2026)       ||      ଛାତ ଉପରେ ମାଙ୍କଡ଼ ଆକ୍ରମଣ ରେ ତଳେ ପଡି ଯୁବତୀ ଗୁରୁତର,    (24-Aug-2026)       ||      ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |    (24-Aug-2026)       ||      ତାରିଣୀ ଗଣ ନାଟ୍ୟ ଓ ନିଶା ମହାରଣଙ୍କଅଭିନୀତ ଅନୁସନ୍ଧାନ ମୂଳକ ନାଟକ "ନିଶା, ନିଶା, ରାତି ` |    (24-Aug-2026)       ||      ଦୀର୍ଘ ଅଢେଇ ବର୍ଷ ପରେ ମଧ୍ୟ ଆଦର୍ଶ ହଷ୍ଟେଲ କାମ ସରୁନି |    (24-Aug-2026)       ||      ଅନାଥ ଶିଶୁ ଙ୍କୁ ସହଯୋଗ ର ହାତ ବଢ଼ାଇଲେ ବଡ଼ ଖଇର ଖମା ପଞ୍ଚାୟତ ବାସୀ |   (24-Aug-2026)       ||      ବିଶ୍ୱର ସବୁଠୁ ବୟସ୍କ ଓ ଜୀବିତ ଥିବା 117ବର୍ଷ ର ମହିଳା , ଏଥେଲ କ୍ୟାଟର ହାମ |   (24-Aug-2026)       ||      ସମ୍ବଲପୁର ପୋଲିସ ଏକ ମୋବାଇଲ ମେଳା ଦ୍ୱାରା ପ୍ରକୃତ ମାଲିକ ଙ୍କୁ ଫେରାଇଲେ ଟଙ୍କା ଓ ମୋବାଇଲ ||   (24-Aug-2026)       ||      ଯାଜପୁର ପୋଲିସ ଦ୍ୱାରା ଦୁଇଟି ଗାଡି ଜବତ ସହ ଅଭିଯୁକ୍ତ କୁ ଗିରଫ |    (24-Aug-2026)       ||     

ଖଲ୍ଲିକୋଟ ରେ ସ୍ମାର୍ଟ ମିଟର ଲଗେଇବା ବନ୍ଦ ଦାବିରେ ପ୍ରତିବାଦ |

21-Jan-2025

ଖଲ୍ଲିକୋଟ ରେ ସ୍ମାର୍ଟ ମିଟର ଲଗାଇବା  ବନ୍ଦ ଦାବିରେ ପ୍ରତିବାଦ | 
_____________________________
ଓଡିଶା ଜନମତ,  ଖଲ୍ଲିକୋଟ, ମାଧବ ବେହେରା, 21/1:

ରାଜ୍ୟ ରେ ସ୍ମାର୍ଟ ମିଟର ଲଗ|ଇବା ବାଧ୍ୟତା ମୂଳକ ବୋଲି ରାଜ୍ୟ ବିଦ୍ୟୁତ ମନ୍ତ୍ରୀ ଙ୍କ ଘୋଷଣା ପରେ ସାରା ରାଜ୍ୟରେ ବିଦ୍ୟୁତ ଗ୍ରାହକ ମାନଙ୍କ ମହଲ ରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଏକ ଆନ୍ଦୋଳନ ଜନିତ ଉତ୍ତେଜନା ଦେଖାଦେଲାଣି |ଏ ନେଇ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପରିସର ରେ ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ଖଲ୍ଲିକୋଟ ର ବହୁ ବୁଦ୍ଧିଜୀବୀ ଏକ ବୈଠକ ବସି ସ୍ମାର୍ଟ ମିଟର ଲଗ|ଇବା ବନ୍ଦ କରିବା ପାଇଁ ପ୍ରବଳ କ୍ଷୋଭ ପ୍ରକାଶ ପାଇଥିଲା | ବିଦ୍ୟୁତ ବିଭାଗ ପ୍ରଥମେ ହୁଇଲ ମିଟର ପରେ ଡିଜିଟାଲ ମିଟର ଓ ବର୍ତ୍ତମାନ ସ୍ମାର୍ଟ ମିଟର ଲଗ|ଇବା ପାଇଁ ଉପୋଭୋକ୍ତା ମାନଙ୍କ ଉପରେ ଜୁଲୁମ ଆରମ୍ଭ କରିବା ସହ ଜବରଦସ୍ତ ସ୍ମାର୍ଟ ମିଟର  ଲଗ|ଇବା ପାଇଁ ବାଧ୍ୟ କରୁଛନ୍ତି |ସେହିପରି ବିଜୁଳି ବିଲ ର ସରଳୀ କରଣ ଓ ଓଡ଼ିଆ ରେ ବିଲ ପ୍ରଦାନ, ପ୍ରତି ମାସ ରେ ମିଟର ଭଡା ଓ ଏଫ ଡ଼ି ଉପରେ ପଇସା ବନ୍ଦ କରିବା ସହ ଗ୍ରାମାଞ୍ଚଳ ରେ ଥିବା ନିରକ୍ଷର ପୁରୁଷ, ମହିଳା ମାନେ ବିଜୁଳି ତାରିଫ ବିଲ ନିର୍ଣୟ କରିବା ସାଙ୍ଗକୁ ସରକାର 300 ୟୁନିଟ ମାଗଣା ବିଜୁଳି ପ୍ରଦାନ ନେଇ ଆଲୋଚନା ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିଦ୍ୟୁତ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବେ  ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଆଗାମୀ 30 ତାରିଖ ସୁଦ୍ଧା କୌଣସି ପ୍ରତିକ୍ରିୟା ନ ମିଳିଲେ ଖଲ୍ଲିକୋଟ ବିଦ୍ୟୁତ ଉପୋଭୋକ୍ତା ସଂଘ ଆନ୍ଦୋଳନ ହାତକୁ ନେଇ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଘେରିବା ନେଇ ସୂଚନା ଦେଇଛନ୍ତି |ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଟ ନାଗରିକ ମଞ୍ଚ ର ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଜୟ କୁମାର ପଟ୍ଟନାୟକ, ଲେଫ୍ଟନାଣ୍ଟ କର୍ନେଲ କିଶୋର ଚନ୍ଦ୍ର ବିଷୋୟୀ, ପ୍ରମୋଦ କୁମାର ସିଂ, ଚକ୍ରପାଣି ସାହୁ, ଦିଲୀପ କୁମାର ସାହୁ ପ୍ରମୁଖ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରି ସ୍ଲୋଗାନ ଦେଇଥିଲେ |

News Comment

You Might Also Like

BACK TO TOP