Breaking News

ଗଙ୍ଗାଧର ସାହୁ ବିଜ୍ଞାନ ମହା ବିଦ୍ୟାଳୟ ର ପ୍ରତିଷ୍ଠାତା ଙ୍କ ଦେହାନ୍ତ ||   (30-Apr-2026)       ||      କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠ ଚକ୍ର ଅନୁଷ୍ଠିତ |    (30-Apr-2026)       ||      ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଅବସର କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ |   (30-Apr-2026)       ||      ଖଲ୍ଲିକୋଟ ର ବିଭିନ୍ନ ସ୍ଥାନରେ 4ଗୋଟି ପ୍କକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ ||   (30-Apr-2026)       ||      ଖଲ୍ଲିକୋଟ ଡି ଆଇ ଇ ଟି ରେ ନିମନ୍ତେ ଉତ୍କର୍ଷ କେନ୍ଦ୍ର ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ଓ ଜିଲ୍ଲପାଳ |    (30-Apr-2026)       ||      ଖଲ୍ଲିକୋଟ କୋର୍ଟ ପରିଷର ରେ ଆଇନ ଜୀବି ଙ୍କୁ ଆକ୍ରମଣ |    (30-Apr-2026)       ||      କୋଦଳା ସ୍ନାତକ ମହା ବିଦ୍ୟାଳୟ ରେ ଶିକ୍ଷା ବିଭାଗୀୟ ପାଠଚକ୍ର ଓବିଦାୟ କାଳୀନ ସଭା ଅନୁଷ୍ଠିତ |    (30-Apr-2026)       ||      ପୋଲସରା ଆକାଶ ଜେନା ହତ୍ୟା ଘଟଣା ରେ ଆଉ ପାଞ୍ଚ ଜଣ ଗିରଫ ସହ ବାଇକ ଓଖଣ୍ଡା ଜବତ କଲା ପୋଲିସ |    (29-Apr-2026)       ||      କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |    (29-Apr-2026)       ||      ପର୍ଯ୍ୟଟନ ସଚିବ ବଳବନ୍ତ ସିଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପରିଦର୍ଶନ କଲେ |    (29-Apr-2026)       ||      ବାଲିଘାଇ ଆକାଶ ଜେନା ମୃତ୍ୟୁ ଘଟଣା ରେ ଆଉଜଣେ ଗିରଫ |   (28-Apr-2026)       ||      ମାଲତେନ୍ତୁଳିଆ ଗ୍ରାମର ରାଜଦୀପ ହତ୍ୟା ଘଟଣାରେ ଆଉଜଣେ ଗିରଫ |   (28-Apr-2026)       ||      ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ |   (28-Apr-2026)       ||      ବିଦ୍ୟୁତ ଆଘାତ ରେ ମୃତ ପରିବାର କୁ ରେଡ଼କ୍ରସ ପାଣ୍ଠିରୁ ସହାୟତା ପ୍ରଦାନ |    (28-Apr-2026)       ||      ବ୍ରାହ୍ମଣୀ ଗାଁ ବନାଞ୍ଚଳ ରେ ହାତୀପଲ, ବନ ବିଭାଗ ପକ୍ଷରୁ ଏଥିପାଇଁ ସଚେତନତା ଜାରି |   (28-Apr-2026)       ||      ଖାଜିପଲି ଗ୍ରାମରେ ସମସ୍ତଙ୍କ ସହଯୋଗ ରେ ସ୍ୱଚ୍ଛ ସେବାକାର୍ଯ୍ୟ ଆରମ୍ଭ    (28-Apr-2026)       ||      ପୋଲସରା ର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ସ୍ୱାଭିମାନ ଦିବସ ପାଳିତ |   (28-Apr-2026)       ||      ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |    (28-Apr-2026)       ||      କୋଦଳା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ |    (27-Apr-2026)       ||     

କୁଲାଡ଼ କବିସମ୍ରାଟ ବିଦ୍ୟପୀଠ 2002 ବେଚ ଛାତ୍ର ଙ୍କ ବନ୍ଧୁ ମିଳନ

30-Dec-2024

କବିସମ୍ରାଟ ବିଦ୍ୟାପୀଠ କୁଲାଡ଼ ୨୦୦୨ ବେଚର ବନ୍ଧୁ ମିଳନ ,

                 ଓଡିଶା  ଜନମତ ବ୍ୟୁରୋ,

ଭଞ୍ଜନଗର କୁଲାଡ ସ୍ଥିତ କବିସମ୍ରାଟ ବିଦ୍ୟାପୀଠ ର ୨୦୦୨ ରେ ଦଶମ ଶ୍ରେଣୀ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବନ୍ଧୁତ୍ବ ଏକ ନିଆରା ଶବ୍ଦଟିଏ କିନ୍ତୁ ମନୁଷ୍ୟ ଆଧୁନିକତା ସଭ୍ୟତା ରେ ବଞ୍ଚିବା ପରେ ମୋବାଇଲ ର ବ୍ୟବହାର ବଢିଯାଇଛି ଆଉ ମଣିଷ ମଧ୍ୟ ଦିନକୁ ଦିନ ବ୍ୟସ୍ତ ବହୁଳତା ମଧ୍ୟରେ ଜୀବନ ଅତିବାହିତ କରୁଛି ସେଥିମଧ୍ୟରେ ଛୋଟ ବେଳର ସାଙ୍ଗ ସାଥି ଆଉ ସେହିସମୟ ର ସ୍ମୃତି କୁ ମନେ ପକାଇବାପାଇଁ ତାର ପାଖରେ ସମୟ ନଥାଏ କିନ୍ତୁ ଏହି ସାମ୍ପ୍ରତିକ ପରିସ୍ଥିତି ରେ ପୁଣି ସମସ୍ତ ପୁରୁଣା ବନ୍ଧୁ ମାନଙ୍କୁ ନେଇ ଉତ୍ସବ ପାଳନ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଶିକ୍ଷା ଅଧ୍ୟୟନ କରୁଥିବା ବିଦଳୟ ରେ ଏକତ୍ରିତ ହେବା ପରେ ସମସ୍ତେ ଚକାପାଦ ବିରୁପାକ୍ଷା ମନ୍ଦିର ଦର୍ଶନ କରି ଏକ ଆଲୋଚନା ଚକ୍ର କରିଥିଲେ ସ୍କୁଲ ବେଳର କଥା ମନେପକାଇ ଭାବ ବିହ୍ୟୁଳ ହୋଇଯାଇଥିଲେ ସମସ୍ତେ। ଭୋଜିଭାତ ର ଆୟୋଜନ କରିବା ସହ ନାଚ ଖେଳ କୁଦ କରିଥିଲେ। ମୁଖ୍ୟତଃ ସିଲୁ ନାୟକ,ପୁର୍ଣ୍ଣ ଡାକୁଆ,ସୁକାନ୍ତ ପାଣିଗ୍ରାହୀ,ଵାପିନା ବିଶ୍ୱାଳ,ଜିତୁ ସାହୁ ଦେବଦତ ବେହେରା ,ଶଶାଙ୍କ ବିଷୋୟୀ,ଵାପିଲି ମିଶ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଇଥିଲେ।

News Comment

You Might Also Like

BACK TO TOP