Breaking News

ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||      ବେଗୁନିଆପଡା ବ୍ଲକରେ ଏ ୱାନ ରେ 7 ଜଣପାସ, କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ବ୍ଳକ ଟପ୍ପର |   (03-May-2026)       ||      ବୁଗୁଡ଼ା ବ୍ଲକରେ 8ଜଣ ଏ ୱାନ, ସୋରଡ଼ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଳକ ଟପ୍ପର |   (03-May-2026)       ||      ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |   (03-May-2026)       ||      ଗତ ଶ୍ରମିକ ଦିବସରେ ଓୟୁଜେ ସାମ୍ବାଦିକ ମାନଙ୍କ ତରଫରୁ ବିଭିନ୍ନ ଦାବିନେଇମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ |    (02-May-2026)       ||      ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ର ନିର୍ବାଚନ ତପନ କୁମାରନାୟକ ସଭାପତି, ଓ ପ୍ରକାଶ କୁମାର ହାତୀ ସମ୍ପାଦକ |   (02-May-2026)       ||      ଅଗ୍ନି କାଣ୍ଡ ଘଟି ବୃଦ୍ଧ ମା ଜୀବନ୍ତ ଦଗ୍ଧ ଓ ଦୁଇଭାଇ ଗୁରୁତର ଏବଂ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ |    (02-May-2026)       ||      ବୁଗୁଡ଼ା ରେ"ଘୁମୁସର ସ୍ୱର ` ପକ୍ଷରୁ 161 ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ |    (02-May-2026)       ||      ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||     

ସରସ୍ବତୀ ଶିଶୁମନ୍ଦିର ରେ ରାଷ୍ଟ୍ରୀୟ ନବବର୍ଷ ପାଳିତ |

20-Mar-2026

ସରସ୍ବତୀ ଶିଶୁ ମନ୍ଦିରରେରାଷ୍ଟ୍ରୀୟ ନବବର୍ଷ ପାଳନ । 

     ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ସହର ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି |ଏହି ଦିବସ ରେ ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଓ କୋଷାଧ୍ଯକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରାଙ୍କ ଉପସ୍ଥିତ ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ର ଜିଲ୍ଲା କାର୍ଯ୍ୟବାହ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦାଶ ମହୋଦୟ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ |ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡ଼ାକୁଆ ଆଜିର ଦିବସ ର ମହତ୍ତ୍ବ ବିଷୟରେ ଶିଶୁ ଭାଇ ଭଉଣୀ ଙ୍କୁ କିଛି ଉପାଦେୟ କଥା କହିଥିଲେ |ଶ୍ରୀଯୁକ୍ତ ସିଦ୍ଧେଶ୍ବର ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |ଶ୍ରୀଯୁକ୍ତ ବିଜୟ କୁମାର ସାସମଲ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ | ଅତିଥି ମହୋଦୟ ଶିଶୁ ଭାଇ ଓ ଭଉଣୀ କିପରି ଭବିଷ୍ୟତ ରେ ଆଦର୍ଶବାନ ହେବେ ତାହାକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ପରିଶେଷରେ ଶ୍ରୀଯୁକ୍ତ ତାରିଣୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବ ରେ ସମସ୍ତ ଗୁରୁଜୀ ଓ ଗୁରୁମା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ |

News Comment

You Might Also Like

BACK TO TOP