Breaking
News
Breaking
News
28-Dec-2024
ମୋହନାରେ ମୃଦୁ ଭୂକମ୍ପ,
ଓଡିଶା ଜନମତ ବ୍ୟୁରୋ,
ଆର, ଉଦୟଗିରି, ;ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୁକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଆଜି ପ୍ରାୟ ୧:୦୫ ରେ ଏକ ଶବ୍ଦ ହୋଇଥିଲା. ଏଥିସହ ଘରର ବିଭିନ୍ନ ଆସବାବପତ୍ର ଦୋହଲିବାକୁ ଲାଗିଥିଲା । ଭୁକମ୍ପହେଉଥିବା ଜାଣି ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସି ଥିଲେ | ୨ ରୁ ୩ ସେକେଣ୍ଡ ଏଭଳି ଭୁକମ୍ପ ଅନୁଭୁତ ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇନ ଥିବା ଜଣାପଡିଛି । ଗଜପତି ଜିଲ୍ଲାର ମୋହନା ବ୍ଲକ ସଦର ମହକୁମାର କିଛିଅଞ୍ଚଳସମେତ ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡବା, ଲୁହଗୁଡ଼ି, ମୋହନା ଅଞ୍ଚଳ ରେ ମଧ୍ୟ ଭୂକମ୍ପ ହୋଇଥିବା ସୂଚନା ମିଳିଛିମିଳିଛି ।
BACK TO TOP