Breaking News

ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||     

ନୟାଗଡ଼ ଶାକ ଦୀପ ବୈଦିକ ବ୍ରାହ୍ମଣ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ |

25-Dec-2024

ନୟାଗଡ଼ ଶାକଦୀପ  ବୈଦିକ ବ୍ରାହ୍ମଣଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ,

                   ଓଡିଶା ଜନମତ  ବ୍ୟୁରୋ,,

ନୟାଗଡ ୨୫ l ୧୨  ଓଡିଶା ଶାକଦୀପ ବୈଦିକ ବ୍ରାହ୍ମଣ ପରିଷଦ ନୟାଗଡ଼ ଜିଲ୍ଲା ପକ୍ଷରୁ ପୂର୍ବ ବର୍ଷ ଭଳି ଷଷ୍ଠ ବାର୍ଷିକ ବନ୍ଧୁ ମିଳନ ଉତ୍ସବ  ନୟାଗଡ଼ ସଦର ମହକୁମା ଠାରେ ଅବସ୍ଥିତ ନୀଳମାଧଵ କଲ୍ୟାଣ ମଣ୍ଡପ ପରିସରରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଉପସ୍ଥିତ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ୱାରା ସୂର୍ଯ୍ୟ ପୂଜା ଅନୁଷ୍ଠିତ ହେବା ପରେ ଆୟୋଜିତ ଏକ ସଭା ନୟାଗଡ଼ ଜିଲ୍ଲା  ସଭାପତି ତ୍ରିନାଥ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ପଣ୍ଡିତ ରଘୁନାଥ ଦାଶ ଓ ରାଜ୍ୟ  ବାହାରୁ ଆସିଥିବା ନିମନ୍ତ୍ରିତ ଅତିଥି ବିହାର ରୁ ଅଶୋକ ପ୍ରିୟଦର୍ଶୀ  , ଝାରଖଣ୍ଡ ରୁ ଚତୁର୍ଭୁଜ ଶର୍ମା, ରାଉରକେଲା ରୁ ଆସିଥିବା ମନ୍ଦିର ପୂଜକ ପଣ୍ଡିତ  ଅଖିଳ  ଦାଶ ଓ ପଣ୍ଡିତ ଶେଖର ଆଚାର୍ଯ୍ୟ ଯୋଗ ଦେଇ ଶାକ ଦୀପ ବୈଦିକ ସମାଜ ର ବିଭିନ୍ନ ଦିଗ ଉପରେ ପର୍ଯ୍ୟାଲୋଚନା କରି ସମାଜର ଉତ୍ଥାନ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ପାରିବ  ସେ ସମ୍ବନ୍ଧ ରେ ଆଲୋକପାତ କରିଥିଲେ l ଅନ୍ୟତମ ଅତିଥି ଭାବରେ ରାଜ୍ୟ ଶାକଦୀପ ବୈଦିକ ବ୍ରାହ୍ମଣ ପରିଷଦ ଉପ ସଭାପତି ଅନନ୍ତ ଚରଣ ନାୟକ, ସାଧାରଣ ସମ୍ପାଦକ ନିମାଇଁ ଚରଣ ଦାଶ, କୈଳାଶ ଚନ୍ଦ୍ର ଆଚାର୍ଯ୍ୟ, ପ୍ରସନ୍ନ କୁମାର ଗ୍ରହାଚାର୍ଯ୍ୟ ପ୍ରମୁଖ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଵା ସହିତ ସ୍ନେହ, ଶ୍ରଦ୍ଧା, ସଦଭାବ ଓ ଏକତା  ସହଯୋଗର ପରିଭାଷା ବୋଲି ବର୍ଣ୍ଣନା କରିଥିଲେ l  ସଭା ଶେଷରେ ଶାକଦୀପ ବୈଦିକ ବ୍ରାହ୍ମଣ ପରିଷଦ ଜିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ନାୟକ  ଅତିଥି ମାନଙ୍କ ଦ୍ୱାରା  ସମ୍ବର୍ଦ୍ଧିତ ହୋଇଥିଲେ  l 
ଏହି କାର୍ଯ୍ୟକ୍ରମ ପରିଚାଳନା ଦିଗରେ ରବୀନ୍ଦ୍ର ନାୟକ, ସନ୍ତୋଷ କୁମାର ରାୟ, ଲକ୍ଷ୍ମୀଧର ନାୟକ,ଗୋବିନ୍ଦ ରାୟ, ଦେବରାଜ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ସମ୍ପାଦକ ପ୍ରଦୀପ୍ତ  କୁମାର ନାୟକ ଓ ପ୍ରଭାକର ଶିରୋମଣି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l
  
News Comment

You Might Also Like

BACK TO TOP