Breaking News

ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||     

ଖଲ୍ଲିକୋଟ ବ୍ଳକରେ ଆଳୁ ଚାଷ ପାଇଁ ଚାଷୀଙ୍କ ବଢ଼ୁଛି ଆଗ୍ରହ |

25-Dec-2024

ଖଲ୍ଲିକୋଟ ବ୍ଲକ ରେ ଆଳୁ ଚାଷ ପାଇଁ ଚାଷୀ ଙ୍କ ମହଲରେ ବଢୁଛି ଆଗ୍ରହ |              ______________________________

               ଓଡିଶା ଜନମତ   ବ୍ୟୁରୋ,

ଖଲ୍ଲିକୋଟ :26/12 ବର୍ତମାନ ଆଳୁ କୁ ନେଇ ପଶ୍ଚିମ ବଙ୍ଗ ଓ ଓଡିଶା ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ  ଲାଗି ରହିଥିବା ବେଳେ ଆଳୁ ଦର 40 ରୁ ଖସିବା ର ନା ଧରୁନି |ଫଳରେ ସାଧାରଣ ଖାଉଟି ମାନେ ଆଳୁ କୁ ନେଇ ଘୋର ଅସନ୍ତୋଷ ରେ ଅଛନ୍ତି |ତେବେ ରାଜ୍ୟ ସରକାର ଆଳୁ ର ଦରବୃଦ୍ଧି  ମଧ୍ୟରେ ତୁ ତୁ ମେଁ ମେଁ  ଲାଗି ରହିଥିବା ବେଳେ ଆଳୁ ଦର 40 ରୁ ଖସିବା ର ନା ଧରୁନି |ଫଳରେ ସାଧାରଣ ଖାଉଟି ମାନେ ଆଳୁ କୁ ନେଇ ଘୋର ଅସନ୍ତୋଷ ରେ ଅଛନ୍ତି |ତେବେ ରାଜ୍ୟ ସରକାର ଆଳୁ ର ଦରବୃଦ୍ଧି ଆକ୍ଷି ଆଗରେ ରଖି ଓ ଆଳୁ ଉତ୍ପାଦନ କ୍ଷେତ୍ର ରେ ସ୍ୱାବଲମ୍ବୀ ହେବା ପାଇଁ ପ୍ରଥମ ଥର ପାଇଁ ଆଳୁ ଚାଷ ପାଇଁ ଉଦ୍ୟାନ ବିଭାଗ ମାଧ୍ୟମ ରେ ଚାଷୀ ମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା ଆରମ୍ଭ କରିଛନ୍ତି | ଆଳୁ ଚାଷୀ ମାନଙ୍କୁ ଆଳୁ ବିହନ ରେ 50 ଭାଗ ରିହାତି ଦେଇ ମାତ୍ର କିଲୋ 10 ଟଙ୍କା ଦରରେ ରେ ବିହନ ଯୋଗାଯାଇଛି |ତେବେ 22ଡିଗ୍ରୀ ରୁ କମ ତାପ ମାତ୍ରା ଥିବା କୃଷକ ମାନଙ୍କୁ କୁଫି ଚନ୍ଦ୍ରମୁଖୀ କିସମ ର ବିହନ ପ୍ରଦାନ କରାଯାଇଛି | ଖଲ୍ଲିକୋଟ ବ୍ଲକ ର 230 ଜଣ ଚାଷୀ ଙ୍କୁ ପ୍ରାୟ 15 ସହ ହେକ୍ଟର ଜମି ରେ ଆଳୁ ଚାଷ ପାଇଁ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି |ପ୍ରଫି ଚାଷୀ କୁ 01 ହେକ୍ଟର ଓ ସର୍ବାଧିକ 02 ହେକ୍ଟର ଆଳୁ ଚାଷ ପାଇଁ ବିହନ ବଣ୍ଟନ କରାଯାଇଛି |ତେବେ ଗତ ଦୁଇ ମାସ ତଳେ ବଣ୍ଟନ କୁ ନେଇ ଖଲ୍ଲିକୋଟ ବ୍ଲକ ର କଞ୍ଚଣା ପଂଚାୟତ ଅନ୍ତର୍ଗତ ପୁସ୍ତପୁର ଗ୍ରାମର ଜଣେ ସଫଳ ଚାଷୀ ପିତାମ୍ବର ଜେନା ଉଦ୍ୟାନ ବିଭାଗ ସହାୟତା ରେ ପ୍ରଥମ ଥର ପାଇଁ ଅଦା ଚାଷ କରିଥିବା ବେଳେ ଆଳୁ ଚାଷ ମଧ୍ୟ ଖୁବ ସୁନ୍ଦର ହୋଇଛି |ତେବେ ପିତାମ୍ବର କହିଛନ୍ତି ଚାଷ କାର୍ଯ୍ୟକ୍ରମ କୁ ନିଷ୍ଠାପର ଓ ସମୟ ଅନୁଯାଇ ଚାଷ ପଦ୍ଧତି କୁ ସୁ ନିୟନ୍ତ୍ରିତ କଲେ ଚାଷ ରୁ ପରିଶ୍ରମ ର ମୂଲ୍ୟ ମିଳିପାରିବ |, ସର୍ବୋପରି ଖଲ୍ଲିକୋଟ ବ୍ଲକ ର ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ସହଯୋଗ ଚାଷୀ ମାନଙ୍କୁ ଉଚ୍ଚାହିତ କରିଛି| ପିତାମ୍ବର ପରୀକ୍ଷା ମୂଳଜ ଭାବେ କରିଥିବା ଅଦା ଉତ୍ପାଦନ କରି ବଜାର କୁ ଛାଡି ଥିବା ବେଳେ ଆଉ ଏକ ମାସ ପରେ ଆଳୁ ଫସଲ ରୁ ଆଳୁ ଉତ୍ପାଦନ ହେବା ନେଇ ଆଶା ରଖିଛନ୍ତି | 

News Comment

You Might Also Like

BACK TO TOP