Breaking News

ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||     

ନୂଆଗଡ ବ୍ଲକ ପୁଟୁପଡା ପଞ୍ଚାୟତ ବୈଠକ ହଲରେ ଜିଲ୍ଲାପାକ ଙ୍କଯୁଗ୍ମ ଅଭିଯୋଗ ଶୁଣାଣି |

24-Dec-2024

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ,

                      ଓଡିଶା ଜନମତ ବ୍ୟୁରୋ, 

ଆର,ଉଦୟଗିରି,୨୪/୧୨/ ୨୪:ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ପୁଟୁପଡା  ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା ଏହି ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ପୁଟୁପଡା ଗ୍ରାମ ପଞ୍ଚାୟତ ସମେତ ବେତରସିଂ, ଟାଙ୍ଗୀଲି ଓ ଆତରସିଂ ନେଇ ଅନୁଷ୍ଟିତ ହୋଇଥିଲା ।  ପଞ୍ଚାୟତର ସମୁଦାୟ ମୋଟ-୫୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୧୧  ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୪୪ ଆସିଥିଲା । ଏହି ସବୁ ସମସ୍ତ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପାନୀୟ ଜଳ, ନେଟୱାର୍କ,   ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମି ପଟ୍ଟା,ବାଦ୍ଧକ୍ୟ ଭତ୍ତା, ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ଵାସ୍ଥ୍ୟ ଓ ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଏଥିପ୍ରତି ତହସିଲ ପ୍ରଶାସନ ଦ୍ବାରା ପ୍ରସ୍ତୁତି କରିଥିବା  ୩୦ ଜଣଙ୍କୁ ଏଫଆରଏ ପଟା ବଣ୍ଟନ କରାଯିବା ସହ ବିଭିନ୍ନ ବିଭାଗୀୟ ଦ୍ବାରା ପ୍ରସ୍ତୁତି ହୋଇଥିବା ଷ୍ଟଲ ବୁଲି ଦେଇଥିଲେ । ଏଥିରେ ବିଭିନ୍ନ ବିଭାଗର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବିଭାଗୀୟ କର୍ମଚାରୀ ସଚେତନ କରାଇଥିଲେ । 
ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ  ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମାଳତୀ ପ୍ରଧାନ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲୋକନାଥ ଶବର,ତହସିଲଦାର ମୋନାଲିସା ଆଚାର୍ଯ୍ୟ, ବ୍ଳକ ଉପାଧ୍ୟକ୍ଷ ନିହିମୀୟ ରଇତ,  ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ ନାୟକ ସ୍ଥାନୀୟ ସରପଞ୍ଚ ଚୈତନ୍ୟ ଭୂୟାଁ  ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP