Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ମହା ନିଦ୍ରାରେ ନବଗଠିତ ପୌର ପାଳିକା,ମହାମାରୀକୁ ନିମନ୍ତ୍ରଣ କରୁଛି ବେଲଙ୍ଗା କୋର୍ଟ ରାସ୍ତା

27-Jul-2026

ମହାମାରୀକୁ ନିମନ୍ତ୍ରଣ କରୁଛି ବେଲଗାଁ-କୋର୍ଟ ରାସ୍ତା :
ମହାନିଦ୍ରାରେ ନବ ଗଠିତ ପୌରପାଳିକା।

ଓଡିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା,
  ତା.୨୭/୭/୨୦୨୬ :------

 ଗଞ୍ଜାମ ଜିଲ୍ଲା ନବଗଠିତ ୨୧ ୱାର୍ଡ଼ ଏବଂ ୩୦ ହଜାରରୁ ଉର୍ଦ୍ଧ ଜନ ସଂଖ୍ୟା ବିଶିଷ୍ଟ ପୌରପାଳିକାର  ବେଲଗାଁ ଛକ - କୋର୍ଟ ରାସ୍ତାଟି ଦୀର୍ଘଦିନ ହେବ କଳୁପିତ ପରିବେଶ ସହିତ ପୁତିଗନ୍ଧମୟ ରାସ୍ତା ପାଲିଟିଛି। ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱକର୍ତ୍ତି  ସ୍ଥାନରେ  ପ୍ରତିଦିନ କୁଢ଼ କୁଢ଼ ଅବ୍ୟବହାର ଛେଳି ଚମଡ଼ା, ମାଛ କାଢ଼ି, ହାଡ଼, କୁକୁଡ଼ାମାନଙ୍କ ପର, ଅନ୍ତବୁଜୁଳା ସବୁ ପକାଯିବା ଦ୍ୱାରା  ଏହି ସବୁ ଅଖାଦ୍ୟଗୁଡିକୁ ବୁଲା କୁକୁର, ବିଲୁଆ,ଶାଗୁଣା,ବିଲେଇ ଆଦି ପ୍ରାଣୀମାନେ ଖାଇବାକୁ ଆସି ଖାଇବା ସହିତ ଏଣେ ତେଣେ ଓ ରାସ୍ତା ଉପରେ ପକାଇବା ଏବଂ ପ୍ରବାହିତ ପବନରେ ପରସବୁ ଉଡ଼ି ପଡ଼ିଥାଉଛି।  ପୁଣି ଦିନ ଦିନ  ଧରି ମାଟି ଉପରେ ପଡ଼ିବା ଦ୍ୱାରା ଅସହ୍ୟ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଏହି ପୋଲସରା ବେଲଗାଁ ଛକ ରାସ୍ତାର ଉଭୟ ପାର୍ଶ୍ୱରେ ଶିକ୍ଷାନୁଷ୍ଠାନ,  ନୂତନ ନିର୍ମାଣଧୀନ  କୋର୍ଟ କାର୍ଯ୍ୟାଳୟ ଗଢ଼ି ଉଠୁଥିବା  ଜନବସତି  ୨୦ ଏବଂ ୨୧ ୱାର୍ଡ଼ର ମନଶିଳା ଓ ବେଲଗାଁ ରହିଅଛି। ସବୁଠାରୁ ବଡମ୍ବନା  ଏହି କି ପ୍ରତିଦିନ ଏହି ଛକ  ରାସ୍ତା ଦେଇ ଶହ ଶହ ସଂଖ୍ୟାରେ  ଛାତ୍ରଛାତ୍ରୀ,ସାଧାରଣ ଜନତା ଯିବା ଆସିବା କରୁଛନ୍ତି ପୁଣି ଆଉ କେତୋଟି ମାସ ପରେ ନିର୍ମାଣଧିନ ନୂତନ କୋର୍ଟ ସମ୍ପୂର୍ଣ୍ଣ ହୋଇ ନ୍ୟାୟ ଦେବାକୁ କାର୍ଯ୍ୟକ୍ଷମ ହେବାକୁ ଥିବାବେଳ ଏହି ଛକର ଉଭୟ ପାର୍ଶ୍ୱରେ ଉକ୍ତ ବିଷାକ୍ତ ଅଖାଦ୍ୟଗୁଡ଼ିକ ପଡ଼ି ରହିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ପରିବେଶ ଦୁଷିତ ହେବା ସହିତ ଆଗକୁ ମହାମାରୀର ରୁପନ ନେବ ତାହା ଅସମ୍ଭବ ନୁହେଁ ବୋଲି ଉଲ୍ଲେଖ କରାଗଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଆଉ ଏଭଳି ସମ୍ଭାବନା ପରିସ୍ଥିତି ପାଇଁ ପୋଲସରା ପୌରପାଳିକାକୁ ସମସ୍ତେ ଦାୟୀ କରୁଥିବା ବେଳେ ସହରାଞ୍ଚଳର ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକମାନେ ଅତି କଟାକ୍ଷ ଭାବରେ ମହାମାରୀକୁ ନିମନ୍ତ୍ରଣ କରୁଛି ବେଲଗାଁ କୋର୍ଟ ରାସ୍ତା: ମହାନିଦ୍ରାରେ ନବ ଗଠିତ ପୋଲସରା ପୌରପାଳିକା ବୋଲି ଚାହା ଖଟିରେ ପରଷ୍ପର ମଧ୍ୟରେ କରୁଥବା ଆଲୋଚନାରୁ ଶୁଣିବାକୁ ମିଳିଛି। ତେଣୁ ବେଳ ଥାଉ ଥାଉ ବାଳ ବାନ୍ଧିବା ନ୍ୟାୟରେ ଅବିଳମ୍ବେ ଏହି ଆସନ୍ନ ଗୁରୁତର ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ସ୍ଥାୟୀ ପଦକ୍ଷେପ ନେଲେ ପୋଲସରା ପୌର ପରିଷଦ ପକ୍ଷେ ଅତି ଭଲ ହେବ ବୋଲି ଅଞ୍ଚଳର ପରିବେଷବିତମାନେ କହୁଛନ୍ତି।

News Comment

You Might Also Like

BACK TO TOP