Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବାଇକ ଦୁର୍ଘଟଣା ରେ ଚିକିତ୍ସିତ ବ୍ୟକ୍ତିଙ୍କ ମେଡ଼ିକାଲରେ ମୃତ୍ୟୁ |

20-Jul-2026

ରଥଯାତ୍ରା ଦିନ ବାଇକ ଧକ୍କାରେ  ରଥଯାତ୍ରା ଦିନ ଗୁରୁତର ହୋଇ ଚିକିତ୍ସିଚି ଥିବା ରାଜେସ ଙ୍କ ମେଡିକାଲ ରେ ମୃତ୍ୟୁ |

ଓଡିଶା ଜନ ମତ ବ୍ୟୁରୋ, 

ଦିନକୁ ଦିନ ଗ୍ରାମ୍ୟ ରୋଡ଼ ଠାରୁ ଆରମ୍ଭ କରି ଜାତୀୟ ରାଜପଥ ରେ ଗାଡି ଚାଳନା କରିବା କିମ୍ବା କାହାକୁ ଠିଆ ହୋଈ ଅପେକ୍ଷା କରିବା ବେଳେ ବେପରୁଆ ଓ ଦ୍ରୁତଗତିରେ ବାଇକ୍ ଚାଳନା ଯୋଗୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବାଞ୍ଜଲାପୁଟ ଅଞ୍ଚଳର ରାଜେଶ୍ ପଣ୍ଡା (୫୭) ବାଇକ୍ ଧକ୍କାର ଶିକାର ହୋଇ ବିଶାଖାପାଟଣା ସ୍ଥିତ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ରଜେଶଙ୍କ ଡାହାଣ ଗୋଡ ଆଣ୍ଠୁ ଚକି ଫାଟି ଯିବା ସହ ମୁଣ୍ଡର ପଛପଟେ ଗଭୀର କ୍ଷତ ହୋଇଛି। ଡାକ୍ତର ରାଜେଶଙ୍କ ମୁଣ୍ଡର ଅସ୍ତ୍ରୋପ୍ରଚାର କରି ରକ୍ତଜମାଟ ହଟାଇ ଥିଲେ ମଧ୍ୟ ସେ ବର୍ତ୍ତମାନ ଅଚେତ୍ (କୋମା) ଅବସ୍ଥାରେ ଆଇସିୟୁରେ ଥିଲେ ।ରବିବାର ଅପରାହ୍ନ ରେ ରାଜେସ ପଣ୍ଡା ଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ରାଜେସ ଜଣେ ମିଳାପି ଵ୍ୟକ୍ତି  ତାଙ୍କର ମୃତ ଖବର ପ୍ରକାଶିତ ପରେ ପାଡୁଆ ଓ ନନ୍ଦପୁର ଅଞ୍ଚଳ ରେ  ଶୋକର ଛାୟା ଖେଳିଯାଇଛି  । ଭାଇ ମୋହନ ପଣ୍ଡା ଘଟଣା ସମ୍ପର୍କରେ ପାଡୁଆ ଥାନାରେ ଏତଲା ଦେବାପରେ ପାଡୁଆ ଥାନା ପୋଲିସ କେସ ନ ୭୦/୨୦୨୬ ପ୍ରକାରେ ମାମଲା ରୁଜୁ କରି ୟାମାହା ବାଇକ୍ ନ ଓଡି୧୦ ଏବି ୫୭୪୦ କୁ ଜବତ କରିବା ସହ ବାଇକ୍ ଚାଳକ ପୀତବାସ ବାଗରିଆଙ୍କୁ ପଚରା ଉଚରା କରାଯାଉଥିବା  ଥାନାଧିକାରୀ ଟୁନା ପିଡ଼ିକା ସୂଚନା ଦେଇଛନ୍ତି। ଅନ୍ୟପଟେ ପାଡୁଆ ଥାନା ଅଞ୍ଚଳରେ ଯୁବଗୋଷ୍ଠୀ, ନାବାଳକ ମାନଙ୍କ ଦ୍ରୁତଗତିରେ ବାଇକ୍ ଚାଳନା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି। ତେଣୁ ପାଡୁଆ ପୋଲିସ ସ୍କୁଲ କଲେଜକୁ ବାଇକ୍ ଧରି ଆସୁଥିବା ନାବାଳକ ଓ ଯୁବଗୋଷ୍ଠୀଙ୍କ ବାଇକ୍ ଚାଳନା  ଉପରେ କଡା ନଜର ରଖି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP