Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ସଦର ଦପ୍ତରା ଅଞ୍ଚଳରେ ବହୁବାରରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ |

14-Jul-2026

*ସଦର ଦପ୍ତରାଞ୍ଚଳରେ ବହୁବାର ଗଛଭାଙ୍ଗି ରାସ୍ତା ଅବରୋଧ !*
*ପ୍ରତିକାର ପାଇଁ ଦାବୀ ।।*
 ଓଡିଶା ଜନ ମତ,ବ୍ରହ୍ମପୁର, ତା. ୧୪ / ୭,

କେ.ସତ୍ୟନାରାୟଣ ରେଡ୍ଡୀ
ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କ୍ୟାମ୍ପସ ତଥା ଛତ୍ରପୁର ସଦର ଦପ୍ତରାଞ୍ଚଳର ଜିଲ୍ଲାଟ୍ରେଜରୀ ଅଫିସ୍ ମୁଖ୍ୟଫାଟକ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ସାମାନ୍ୟ ହାଲ୍କା ପବନ ବହିବାବେଳେ କଦମ୍ବଗଛ ର ଏକ ପଲା ଶାଖା ଭାଙ୍ଗିଯିବା ଫଳରେ ରାସ୍ତା ଅବରୋଧ ହୋଇରହିଥିଲା । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ଏଠାରେ ସୂଚନା ଯୋଗ୍ୟ ଯେ` ଜିଲ୍ଲା ସଦର ମହକୁମା ଛତ୍ରପୁର ସହରାଞ୍ଚଳରେ ଲଗାଯାଇଥିବା ଗଛ ଗୁଡ଼ିକ ବିଦ୍ୟୁତ୍ ବତୀଖୁଣ୍ଟ କୁ ଲାଗି ପ୍ରଜ୍ଜ୍ୱଳିତ ବତୀ କୁ ଘୋଡେଇ ହୋଇ ଆଲୋକ କୁ ଅବରୋଧ କରି ଆସୁଥିବା ବେଳେ ଅନେକ ଗଛର ଶାଖାପ୍ରଶାଖା ଗୁଡ଼ିକ ନଇପଡ଼ି ରାସ୍ତାରେ ଯାଆ ଆସ କରୁଥିବା ଲୋକଙ୍କ ମୁଣ୍ଡକୁ ବାଜୁଛି । ବାଇକ୍ ଓ କାର୍ ଆଦି ଛୋଟବଡ଼ ଯାନବାହନ ଚଳାଚଳ ବେଳେ ବାଇକ୍ ଆରୋହୀ ଙ୍କୁ ଓ ଯାନବାହାନ ଆଦି ପାର୍ଶ୍ୱ ଦେଇ ଅତିକ୍ରମ କଲାବେଳେ କ୍ଷତିଗ୍ରସ୍ତ ହେଉଥିବାର ନଜର କୁ ଆସୁଅଛି । ତେଣୁ ରାସ୍ତା ଅତିକ୍ରମ କରିବା ବେଳେ ରାସ୍ତା ପାର୍ଶ୍ୱରେ ଥିବା ଗଛ ଗୁଡ଼ିକ ଦ୍ୱାରା ଲୋକମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ତେଣୁ ସଦରଦପ୍ତରାଞ୍ଚଳର ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡିକୁ ଆଂଶିକ ଡାଳ କାଟି ଗଛ ସାଇଜ୍ କରିବାକୁ ସାଧାରଣରେ ଦାବୀ ହେଉଅଛି । ଉଚ୍ଚକର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏଦିଗରେ ଧ୍ୟାନ ଦେବାକୁ ସାଧାରଣରେ ଅନୁରୋଧ କରାଯାଉଛି ।।

News Comment

You Might Also Like

BACK TO TOP