Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ଭଉଣୀ ଭିଣୋଇଙ୍କସହ ଆସାମ ଯାଇ ଭାଇ ନିଖୋଜ |

11-Jun-2026

ଭିଣୋଇ ଭଉଣୀ ଙ୍କ ସହ ଆସାମ ଯାଇ ଶଳା ନିଖୋଜ,

ଓଡିଶା ଜନ ମତ ବ୍ୟୁରୋ,

ଭିଣୋଇ ଓଭଉଣୀ ସହ ଆସାମ ଯାଇ ଶଳା ନିଖୋଜ ହୋଇଥିବାର ଏକ ଖବର ଆସିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଧିନ ସେମିଳିଗୁଡା ବ୍ଲକ ପରଜା ମୁଠାଇ ପଞ୍ଚାୟତ ଲେକିଡିଗୁଡ଼ା ଗ୍ରାମର ଯୁବକ ସମୀର ଭତ୍ରା (୨୨) ନିଜ ଭଉଣୀ ଭିଣୋଇଙ୍କ ସହ ଆସାମ ଯାଇ ସେଠାରେ ଗତ ୭ ତାରିଖ ଠାରୁ ନିଖୋଜ ହୋଇ ଯାଇଛନ୍ତି। ଏନେଇ ଆସାମ ବଙ୍ଗାଇଗାମ ଥାନାରେ ଭିଣୋଇ ରାଜୀବ ରାୟ ଏତଲା ଦେଇଥିଲେ ମଧ୍ୟ ଏଯାବତ୍ ସମୀରଙ୍କ ସନ୍ଧାନ ମିଳୁନଥିବାରୁ ପରିବାର ଲୋକେ ନାନା ଆଶଙ୍କାରେ ରହିଛନ୍ତି। ଗୁରୁବାର ସମୀରଙ୍କ ପରିବାର ଲୋକେ ନନ୍ଦପୁର ଥାନାରେ ନିଖୋଜ ସମୀରର ସନ୍ଧାନ କରିବାରେ ସହାୟତା କରିବାକୁ ଅନୁରୋଧ କରିବାକୁ ଆସିଥିଲେ। କିନ୍ତୁ ପୋଲିସ ଘଟଣା ଆସାମରେ ହୋଇଥିବା ଓ ସେଠିକା ଥାନାରେ ମାମଲା ରୁଜୁ ହୋଇଥିବାରୁ ଆଉ ଏକ ନିଖୋଜ ମାମଲା ରୁଜୁ କରାଯିବ ନାହିଁ। ସେଠାରେ ରୁଜୁ ମାମଲାରେ ସାରା ଭାରତର ପୋଲିସ ସନ୍ଧାନ କରିବ ବୋଲି କହିଥିଲେ। ସମୀର ଙ୍କ ମା ଓ ବାପାଙ୍କ ସୂଚନା ମୁତାବକ ସମୀର ମାନସିକ ଅସୁସ୍ଥ। ତାଙ୍କ ଝିଅ ସଞ୍ଜିତା ଓ ଜ୍ୱାଇଁ ରାଜୀବ ଛୁଟିରେ ଘରକୁ ବୁଲି ଆସି ଫେରିବା ସମୟରେ ତାଙ୍କ ସାଥୀରେ ସମୀର ମେ ୧୫ ତାରିଖରେ ଆସାମ ଯାଇଥିଲେ। କିନ୍ତୁ ଗତ ୭ ତାରିଖରେ ସେଠାରୁ କୁଆଡେ ନିଖୋଜ ହୋଇ ଯାଇଛନ୍ତି। ପରିବାର ଲୋକେ ସମୀର କାଳେ ଓଡ଼ିଶା ଆସିବ ଭାବି ଭୁଲରେ ଅନ୍ୟ କୌଣସି ଟ୍ରେନ୍ ରେ ବସି ଅଜଣା ଜାଗାକୁ ଚାଲି ଯାଇଥାଇ ପାରନ୍ତି ବୋଲି ଆଶଙ୍କା କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସମୀରଙ୍କ ସନ୍ଧାନ ପାଆନ୍ତି ତାହେଲେ ପରିବାର କିମ୍ବା ନନ୍ଦପୁର ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି।

News Comment

You Might Also Like

BACK TO TOP