Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

କେ ଏନ ପୁର ପଞ୍ଚାୟତ ତରଫରୁ ବର୍ଷା ଦିନ ପୂର୍ବରୁ ସଫା କଲେ ଗାଁ ରାସ୍ତା ||

11-Jun-2026

କେ ଏନ ପୁର ପଞ୍ଚାୟତ ର ଖାଜିପଲି  ଗ୍ରାମବାସୀ   ବର୍ଷା ଦିନ ପୂର୍ବରୁ ସଫା କରିଲେ ଗାଁ ରାସ୍ତା ଓ ପ୍ରତି ଘରକୁ ବାଣ୍ଟିଲେ  ଡଷ୍ଟ ବିନ  |

      ଓଡିଶା ଜନ ମତ ବ୍ୟୁରୋ ,,

ବର୍ଷା ଦିନ ପୂର୍ବରୁ ଗାଁର ପରିମଳ କୁ ସ୍ୱଚ୍ଛ ରଖିବା ପାଇଁ ସରପଞ୍ଚ ରାଜଲକ୍ଷ୍ମୀ ବେହେରା ଓ ସମିତି ସଭ୍ୟା ଶାରଳା ବେହେରା ଙ୍କ ସଂଯୋଜନା ରେ ଗାଁର ୱାର୍ଡ ମେମ୍ବର ଝଡିଆ ବେହେରା, ପିଇଓ  ଚନ୍ଦ୍ର ଶେଖର ଖିଲ,ଅଧିକାଂଶ  ୱାର୍ଡମେମ୍ବର ଏମ୍ବିକେ, ସିଆରପି  ଅଙ୍ଗନୱାଡି କର୍ମୀ,ଗାଁର ଯୁବଗୋଷ୍ଟି ମହିଳା ଗୋଷ୍ଟି ପ୍ରଧାନମନ୍ତ୍ରୀ ଙ୍କ  ସ୍ୱଚ୍ଛ  ଭାରତକାର୍ଯ୍ୟକ୍ରମ ରେ ଆମ ଗାଁ ସ୍ୱଚ୍ଛ ଗଞ୍ଜାମର ନାରା ଦେଈ ସାମିଲ ହୋଈ କେ ଏନ ପୁର ପଞ୍ଚାୟତ ର ଖାଜିପଲି, ବାଲିଆ ଗାଁକୁ ସଫା ସୁତୁରା କରି ଥିଲେ | ଖାଲ ଖମା ରାସ୍ତା ଗୁଫିକ ରେ ମାଟି ପକେଇ  ସମତୁଲ କରିବା ସହ ନାଳ ନର୍ଦ୍ଦମା ଗୁଡିକୁ ଭଲଭାବେ ସଫା କରିଥିଲେ | କାରଣ ବର୍ଷା ହେଲେ ଖାଲ, ଖମା ରେ ପାଣି ଜମି ମଶା ମାଛିଙ୍କ ଦୂଷିତ ଜୀବାଣୁ ମଣିଷ ଦେହରେ  ପଶି ବିଭିନ୍ନ ରୋଗ ସୃଷ୍ଟି କରେ ତେଣୁ ବର୍ଷା ପୂର୍ବରୁ ଏହାକୁ ସଫା ସୁତୁରା କରିଥିଲେ | ଖାଲି ସେତିକି ନୁହଁ ପଞ୍ଚାୟତ ତରଫରୁ ଘରେ ଅଳିଆ ଆବର୍ଜନା କୁ ରଖି ପରେ ବାହାରେ ପକେଇବା ପାଇଁ  ଡଷ୍ଟବିନ ପ୍ରତେକ ଘରକୁ ବଣ୍ଟନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ବ୍ଳକର ଗ୍ରାମ୍ୟ ଜଳ ଯୋଗାଣ ଓପରିମଳ ଯନ୍ତ୍ରୀ ନର୍ମଦାପାତ୍ର, ଓତାଙ୍କ ସହଯୋଗୀ ଶିଶିର ରାଉଳ,ୱାର୍ଡ ସଭ୍ୟ ଭାଗିରଥି ଗୌଡ଼, ଦୁଃଖିଶ୍ୟାମ ମୁଦୁଲି, ମାମୀ ବେ୍ହେରା,ସୁମିତ୍ରାନାୟକସତ୍ୟ ବେହେରା, ସ୍ୱାସ୍ଥ୍ୟ କର୍ମଚାରୀ, ଆଶା,  କର୍ମୀ ଙ୍କ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ଗାଁର ସବୁ ଆବର୍ଜନା ପଡ଼ିଥିବା, ନାଳ, ନର୍ଦମା, କୋଠଘର, ରାସ୍ତା ସଫା କରାଯାଇଥିଲା | ଏହି କାର୍ଯ୍ୟକୁ ଗ୍ରାମବାସୀ ତଥା ସମାଜ ସେଵୀ  ଏନ ରାମଚନ୍ଦ୍ର ରେଡ଼ୀ ସମୁର୍ଣ ସହଯୋଗ କରିଥିଲେ  |

News Comment

You Might Also Like

BACK TO TOP