Breaking News

ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||     

ଖଲ୍ଲିକୋଟ ଏନଏସିରେ ନିମ୍ନ ମାନର ଉନ୍ନୟନ କାର୍ଯ୍ୟ ଯୋଗୁଁ ଅଧକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ ||

11-Jun-2026

ଖଲିକୋଟ  ଏନ ଏ ସି ରେ ନିମ୍ନ ମାନର ଉନ୍ନୟନ  କାର୍ଯ୍ୟ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲେ ଅଧ୍ୟକ୍ଷ। (

ଓଡିଶା  ଜନମତ, ଖଲ୍ଲିକୋଟ, 

ମାଧବ ବେହେରା, ତା --1 1/6  :----

ଗତ ଦୁଇ ବର୍ଷ ହେଲା ଖଲ୍ଲିକୋଟ ଏନ ଏ ସି ରେ ଗ ବିଭିନ୍ନ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କିଛି ଅସାଧୁ ଠିକାଦାର  ଏନ ଏ ସି ପ୍ରଶାସନକୁ ଖାତିର ନକରି ନିର୍ମାଣ ସ୍ତଳୀରେ ଆକଳନକୁ ଅବଜ୍ଞା କରି ମନ ଇଚ୍ଛା ସମ୍ପାଦନା  କରିବା ସହ କନିଷ୍ଟ ଯନ୍ତ୍ରୀ ଓ ମୁନିଷ୍ପଲ୍ ଇଞ୍ଜିନିୟାର ମାନଙ୍କ କୌଣସି ମତା ମାତ ଓ ପରାମର୍ଶ କୁ ନ ନେଇ ମନ ଇଚ୍ଛା ନିର୍ମାଣ କାର୍ଯ୍ୟ କରୁଥିବା ଯୋଗୁଁ ଜନ ସାଧାରଣ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଖଲ୍ଲିକୋ  ଏନ ଏ ସି ର ଅଧିବାସୀ ମାନଙ୍କ ଅଭିଯୋଗ କୁ ଆଧାର କରି  ଅଧ୍ୟକ୍ଷ ଇଂ ନିରଞ୍ଜନ ବେହେରା ଓ ନିର୍ବାହୀ ଅଧିକାରୀ  ସନ୍ଦୀପ କୁମାର ଖାଡ଼ଙ୍ଗା ଏବଂ କନିଷ୍ଟ ଯନ୍ତ୍ରୀ ଈଶାଇ ହାଁସଡା ପ୍ରମୁଖ ଗଣ ମାଧ୍ୟମ ପ୍ରତିନିଧିଙ୍କ ସହ ଦୁଇ ନମ୍ବର୍ ୱର୍ଡ ର 10 ଲକ୍ଷ୍ୟ ତାଙ୍କର ନିର୍ମାଣ ଚାଲିଥିବା କୋଠ ଘର ଓ 4 ନମ୍ବର୍ ୱାଡ ର ଜଗନ୍ନାଥ ବିହାରରେ 12 ଲକ୍ଷ୍ୟ ତାଙ୍କର ନିର୍ମାଣ ଚାଲିଥିବା 96 ମିଟର ଦର୍ଘ୍ୟ ଡ୍ରେନ କାମ ଓ 3 ନମ୍ବର୍ ୱାଡ ରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନିର୍ମାଣ ଚାଲିଥିବା ପ୍ରାୟ 40 ଲକ୍ଷ୍ୟ ତାଙ୍କର କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ  ପରିଦର୍ଶନ  କରି ଅସନ୍ତୋଷ ପ୍ରକାଶ କରିଥିଲେ  ବାହୁତୀ ସାହି କୋଠଘର ନିର୍ମାଣ କ୍ଷେତ୍ରରେ ବ୍ୟାପକ ନିମ୍ନ  ମାନ ର କାର୍ଯ୍ୟ ହେବା ସହ ଜଗନ୍ନାଥ ବିହାରରେ ଚାଲିଥିବା ଡ୍ରେନ୍ କାମ ଆକଳନ ଅନୁଯାଇ ନହୋଇ ଲ ଲୁହା ଛଡ ଓ ବକ୍ସ କଂକ୍ରିଟ ରେ ଅନିୟମିତତା ହେବାର ଜାଣିଥିଲେ । କନିଷ୍ଠ ଯନ୍ତ୍ରୀ ଇ ସି ହାଁସଦା ଉକ୍ତ କାମ ଗୁଡ଼ିକର ତଥ୍ୟ   ରଖି ଗଣମାଧ୍ୟମ ଆଗରେ  ଠିକାଦାର ମାନେ କନିଷ୍ଟ ଯନ୍ତ୍ରୀ ଙ୍କ ବିନା ପରାମର୍ଶ ମନ ଇଛା କାମ କରୁଥିବା କହି ଯନ୍ତ୍ରୀ ମାନେ ଅଡୁଆ ରେ ପଡୁଛନ୍ତି ବୋଲି ପ୍ରକାଶ କରିଥିଲେ ଗୁରୁବାର ଦିନ ଦିନ ଏନ ଏ ସି ଅଧକ୍ଷଇଂ ନିରଞ୍ଜନ ବେହେରା ଏନ ଏ ସି ପରିସରରେ ଆୟୋଜିତ ଏକ ସାମ୍ବାଦିକ  ସମ୍ମିଳନୀ ଗତ ଦୁଇ ବର୍ଷ ହେଲା କିଛି ନ୍ୟସ୍ଥ ସ୍ୱାର୍ଥ ଠିକାଦାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ବାଧା ସୃଷ୍ଟି କରି ଏନ ଏ ସି କାର୍ଯ୍ୟାଳୟ କୁ ପଶି ଆସୁଛନ୍ତି |ଫଳରେ କର୍ମଚାରୀ ମାନେ ଭୟ ଭିତରେ ରହୁଛନ୍ତି |ଏନ ଏ ସି ରେ ପ୍ରଥମ ଦଫା ରେ 73 ଗୋଟି ଓ 34 ଗୋଟି ଓ 22 ଗୋଟି ସରକାରଙ୍କ ଆବଶ୍ୟକ ମାର୍ଗ ଦର୍ଶିକା ଅନୁଯାଇ ଟେଂଡର ଓ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି |ଅଭିଯୋଗ ପ୍ରକାରେ ଗଞ୍ଜଣା ଜିଲ୍ଲପାଳ ଓ ଦୁଡା କର୍ତ୍ତୃପକ୍ଷ ସମେତ ସ୍ପେସିଆଲ ଅଡିଟ ମଧ୍ୟ ସମସ୍ତ ନିର୍ମାଣ କାର୍ଯ୍ୟ ଟିକିନିଖି ତଦନ୍ତ କରି ସନ୍ତୋଧ ପ୍ରକାଶ କରିଥିଲେ |କିଛି ଠିକାଦାର ଟେଂଡର ଅର୍ଥ ର 20 ଭାଗ  ଅର୍ଥ କାଟି କାମ ଧରି ଥିଲେ ମଧ୍ୟ ଠିକ ଢଙ୍ଗ ରେ କାମ କାମ କରୁ ନାହାନ୍ତି |ଏହା ଦ୍ୱାରା ଏନ ଏ ସି ର ବିକାଶ ରେ ବାଧା ସୃଷ୍ଟି କରି ନିମ୍ନ ମାନର କାମ କରୁଥିବା ବେଳେ ଏନ ଏ ସି ର ସୁନାମ ରେ ଆଞ୍ଚ ଆସୁଛି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି |ନିର୍ମାଣ କାର୍ଯ୍ୟ କୁ ବାଟବଣା କରିବା ପାଇଁ ବିଭିନ୍ନ ସମୟ ରେ ଅଫିସ କର୍ମଚାରୀ ମାନଙ୍କୁ ଧମକ ଚମକ ଦେଇ ଦାଦାଗିରି କରିବା ସହ ଜେନେ ତେଣେ ପ୍ରକାରେ ନିର୍ମାଣ କାର୍ଯ୍ୟ କୁ ସରି ଦେବା ପାଇଁ ଉଦ୍ୟମ ଜାରି ରଖିଥିବା ଶ୍ରୀ ବେହେରା ପ୍ରକାଶ କରିବା ସହ ଏମାନଙ୍କ ବିଦଙ୍ଖଳିତ ଆଚରଣ ପାଇଁ ଖଲ୍ଲିକୋଟ ବାସି ଙ୍କ ଦୃଷ୍ଟି ଆକର୍ଷଣ କରି ସମ୍ପୃକ୍ତ ଠିକାଦାର ଙ୍କ କାମ ଗୁଡିକ ଅସିଦ୍ଧ ଘୋଷଣା କରିବା ପାଇଁ ଗଞ୍ଜାମ ଜିଲ୍ଲପାଳ ଙ୍କ ଦୃଷ୍ଟି କୁ ନିଆଯିବ ବୋଲି ପ୍ରକାଶ କରିଥିଲେ |

News Comment

You Might Also Like

BACK TO TOP