Breaking News

ଟ୍ରେନ ଧକ୍କାରେ ଟ୍ରାକ ମେନ ର ମୃତ୍ୟୁ ||   (03-Oct-2026)       ||      ସୋରଡ଼ା ମଠ ସାହିର ନିଖୋଜ ଛାତ୍ର ର ମୃତ ଦେହ ଉଦ୍ଧାର ||   (03-Oct-2026)       ||      କୁନୀ ଝିଅର ଆରୋଗ୍ୟ ପାଇଁ ଘରେ, ଘରେ ଛାତ୍ର, ଛାତ୍ରୀ ମାଗୁଛନ୍ତି ଅର୍ଥ |   (03-Oct-2026)       ||      ବରିଷ୍ଠ ଶିକ୍ଷକ ନେତା କାମ ରାଜୁ ମହାରଣା ଆନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ରେ ସମ୍ବର୍ଦ୍ଧିତ |    (03-Oct-2026)       ||      ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ର 125ତମ ବାର୍ଷିକ ସମାରୋହରେ ଯୋଗଦେଲେ ଓଡିଶା ରାଜ୍ୟପାଳ |   (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀଓଶାସ୍ତ୍ରୀ ଜୟନ୍ତୀ ବରଗଡ଼ ରେ ମହା ସମାରୋହ ରେ ପାଳିତ ||   (03-Oct-2026)       ||      ଅନସ୍ଲୋ ହାଇସ୍କୁଲ ବିଜ୍ଞାନ ନାଟକ ପ୍ରତିଯୋଗୀ ତାରେ ଗଞ୍ଜାମ ଜିଲ୍ଳାରେ ପ୍ରଥମ ସ୍ଥାନ ପାଇଛି ||   (03-Oct-2026)       ||      ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||     

ମେଧାବୀ ଛାତ୍ର, ଛାତ୍ରୀ ଙ୍କ ପାଠ ପଢ଼ାରେ ବାଧକ ସାଜିବନାହିଁ ଅର୍ଥ |

15-May-2026

ମେଧାବୀ ଛାତ୍ରଙ୍କ  ପାଠ ପଢ଼ାରେ ବାଧକ ସାଜିବ ନାହିଁ ଅର୍ଥ |

ଓଡିଶା ଜନ ମତ, ଯାଜପୁର, ୧୫|୫

ପ୍ରଦୀପ କୁମାର ମଲ୍ଲିକ:----- 

ଦାରିଦ୍ର ସୀମାରେଖା ତଳେ ଥିବା ମେଧାବୀ ଛତ୍ର ଛାତ୍ରୀ ମାନେ  ଅନେକ ସମୟରେ ଅର୍ଥ ଅଭାବରୁ ଅଧାରୁ ପାଠପଢା ଛାଡି ଦେଉଥିବା ଦେଖିବାକୁ ମିଳେ | ମାତ୍ର  ଅଞ୍ଚଳର କୌଣସି ମେଧାବୀ ଛତ୍ର ଛାତ୍ରୀ ଙ୍କ ପାଠ ପଢା ପାଇଁ ଅର୍ଥ ବାଧକ ସାଜିବ ନାହିଁ | ସେମାନଙ୍କ ପାଠପଢା ପାଇଁ ମାଧବାନନ୍ଦ ଗୁରୁ ଚାରିଟେବୁଲ ଟ୍ରଷ୍ଟ ସର୍ବଦା ହାତ ବଢାଇବା ବୋଲି ଆଜି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଫତେପୁର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି | ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ଟପର ହୋଇଥିବା ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଶୁଭମ ସାହୁ ଙ୍କୁ ମାଧବାନନ୍ଦ ଗୁରୁ ଚାରିଟେବୁଲ ଟ୍ରଷ୍ଟ ଓ ବିଞ୍ଝାରପୁର ଟିଚର୍ସ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଶୁଭମ ଙ୍କ ପିତାଙ୍କର ବିୟୋଗ ହୋଇଥିବା ବେଳେ ମା ବହୁ କଷ୍ଟ ରେ ଶୁଭମଙ୍କୁ ପାଠ ପଢାନ୍ତି | ଆଗକୁ ଶୁଭମଙ୍କ ପାଠ ପଢ଼ାରେ କିଭଳି ଅର୍ଥ ବାଧକ ନହେବ ତାକୁ ନେଇ ଟ୍ରଷ୍ଟ ଚିନ୍ତା ପ୍ରକଟ କରିବା ସହ ଏହି ମେଧାବୀ ଛାତ୍ର ଙ୍କୁ ୫ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ , ଏବଂ ପ୍ରତି ମାସ ତାଙ୍କର ପଢା ଖଚ୍ଚ ବହନ କରିବା ନେଇ ଟ୍ରଷ୍ଟର ପରିଚାଳକ ଶିକ୍ଷାବିତ୍ ସଚିଦାନନ୍ଦା ଗୁରୁ ପ୍ରତିଶୃତି ପ୍ରଦାନ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ ସଚିଦାନନ୍ଦ ଗୁରୁଙ୍କ ସମେତ ବରିଷ୍ଠ ଶିକ୍ଷାବିତ୍ ଶ୍ରୀଧର ସାହୁ, ପଦ୍ମାକର ଗୁରୁ, ରବିନାରାୟଣ ସାମଲ, ଅଭୟ ଖୁଣ୍ଟିଆ, ପ୍ରମୋଦ ସାମଲ, ଅକ୍ଷୟ ସେଠୀ ପ୍ରମୁଖ ଯୋଗ ଦେଇଥିଲେ |

News Comment

You Might Also Like

BACK TO TOP