Breaking News

ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||     

ଗଞ୍ଜେଇ ତେଲ ଚୋରି ଘଟଣାରେ ପାଞ୍ଚ ଅଭିଯୁକ୍ତ କୁ ଗିରଫ କଲା ପଡୁଆ ପୋଲିସ |

28-Feb-2026

ନନ୍ଦପୁର,ପଡ଼ୁଆ ପୁଲିସକୁ ବଡ ସଫଳତା,ତରଳ ଗଞ୍ଜେଇ ତେଲ ଅରେସନ ଘଟଣାରେ ପାଞ୍ଚ ଗିରଫ,

     ଓଡିଶା ଜନ ମତ ବ୍ୟୁରୋ,

ପରଜା ବଡ ପଡା ଗ୍ରାମ ପଞ୍ଚାୟତ ର ଜଙ୍ଗଲ ମଧ୍ୟରେ ବଡ ଧରଣ ର ଅପରେସନ   ଗତ ଗୁରୁବାର ଠାରୁ ଆରମ୍ଭ କରି ଗଞ୍ଜେଇ ସହ ଗଞ୍ଜେଇ ତେଲ ଜବତ କରି ସାରା ରାଜ୍ୟ  ଚର୍ଚ୍ଚା ରେ ରହିଥିବା ବେଳେ ଶୁକ୍ରବାର ଦ୍ଵିତୀୟ ଦିନରେ ସର୍ଚ୍ଚ ଅପରେସନ କରି ବଡ ସଫଳତା ପାଇଥିବା  ପୋଲିସ ସୂତ୍ର ରୁ ଖରବ ମିଳିଛିl ମିଳିଥିବା ଖବର ଅନୁସାରେ ଦ୍ୱିତୀୟ  ଦିନ ଅପରେସନ ଆରମ୍ଭ କରି ତିନି ରୁ ଅଧିକ ସନ୍ଧିଧ୍ବ କୁ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି l ତେବେ ପାଡୁଆ ପୋଲିସ ପକ୍ଷରୁ ଏ ନେଇ କୌଣସି ସୂଚନା ଦେଇ ନଥିବା ବେଳେ ଜଣେ ସନ୍ଦିନ୍ଧ୍ବ କୁ ଗତ ଗୁରୁବାର ଠାରୁ ଅଟକ ରଖି ତଦନ୍ତ ଆଗକୁ ବଡେଇ ଥିବା  ଜଣାପଡିଛିl ସୂଚିତ ଯେ ନନ୍ଦପୁର ଉପ ଖଣ୍ଡ ଅଧୀନସ୍ଥ ପା ଡୁଆ ପୁଲିସ ଗତ ଗୁରୁବାର ପାଡୁଆ ଥାନା ଅନ୍ତର୍ଗତ ପରଜାବଡ ପଡା ପଞ୍ଚାୟତ ର ଜଳ ବନ୍ଧୀ ଘେର ରେ ରହିଥିବା କିଛି ଜଙ୍ଗଲ ରେ ଚାଲିଥିବା ଅବୈଧ କାରବାର ଉପରେ ଚଡାଉ କରି ବଡ ଧରଣ କାରବାର କୁ ଠାକ୍ କରିବା ଘଟଣା ସାରା ରାଜ୍ୟ ରେ ହୋଇ ଚଇ ସୃଷ୍ଠି କରିଛି l ତେବେ ମିଳି ଥିବା ଖବର ଅନୁସାରେ ଗିରଫ କରିଥିବା ଫାମିଆ ମାନେ ବାହାର ରାଜ୍ୟ ରହିଥିବା ଜଣାପଡିଛି l ତେବେ ଦେଖା ଯାଉ  ଏହି ଘଟଣା ରେ ପାଡୁଆ ପୋଲିସ ର ତଦନ୍ତ ଦିଗ  କାହ ଉପ ରେ ପଡୁଛି ତାହା  ଉପରେ ସମସ୍ତ ଙ୍କ ନଜର ରହିଛି l

News Comment

You Might Also Like

BACK TO TOP