Breaking
News
Breaking
News
27-Feb-2026
ଠିକାଦାରଙ୍କୁ ଆକ୍ରମଣ।
ଓଡିଶା ଜନ ମତ, କୈଳାଶ ଚନ୍ଦ୍ର ଚୌଧୁରୀ,
ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବୈକୁଣ୍ଠ ନଗର ଅଞ୍ଚଳରେ ଜଣେ ଠିକାଦାର ଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆହତ ଠିକାଦାର ଶୁଭେଚ୍ଛୁ ଶେଖର ସାହୁ ( ସିଲୁ) ଓ କିଛି ଯୁବକ ସିଲୁକୁ ଦାଦା ବଟି ମାଗିଥିଲେ। ନାହିଁ କହିବାରୁ ସିଲୁକୁ ଆକ୍ରମଣ ହୋଇଛି ବୋଲି ଜଣାପଡିଛି।
BACK TO TOP