Breaking News

ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||     

ମାଓବାଦୀ କୁ ହତ୍ୟା କଲା ଆଉଜଣେ ମାଓବାଦୀ |

26-Feb-2026

ମାଓବାଦୀ କୁ ହତ୍ୟା କଲେ ମାଓ ନେତା, ଆତ୍ମ ସମର୍ପଣ କୁ ନେଇ ମାଓ କନ୍ଦଳ,

ଓଡିଶା ଜନ ମତ ବ୍ୟୁରୋ,

ଜଣେ ମାଓ ବାଦୀ ଆଉ ଜଣେ ମାଓବାଦୀ କୁ କିପରି ମାରି ଦେଉଛି ଏପର ଘଟଣ ଘଟିଛ  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଟକିମାହା ଗ୍ରାମ ନିକଟ ପକାରୀ ଜଙ୍ଗଲ ରୁ ଜଣେ ମାଓବାଦୀ ର ମୃତ ଦେହ ଉଦ୍ଧାର ହୋଇଛି l ଉଦ୍ଧାର ମୃତ ଦେହ ଡିଭିସି କ୍ୟାଡର ମାଓବାଦୀ ଛତିଶଗଡ ସୁକମା ର ଅନ୍ୱେଷ ଓରଫ ରେଣୁ ର  ହୋଇଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି  l ମୃତ ମାଓବାଦୀ ଅନ୍ୱେଷ  କେକେବିଏନ ଡିଭିଜନ୍ ର ସକ୍ରିୟ ଡିଭିସି କ୍ୟାଡର ରହିଥିଲେ l ମୃତ ଦେହ ଉଦ୍ଧାର ପରେ ଦାରିଙ୍ଗବାଡ଼ି ମେଡିକାଲରେ ଶବ ଗୃହ ରେ ରଖା ଯାଇଥିବା ବେଳେ ପରେ ବ୍ରହ୍ମପୁର ବଡ଼ ମେଡିକାଲ କୁ ଅଧିକ ତଦନ୍ତ ପାଇଁ ଫୋରେନସିକ ଲ୍ୟାବ କୁ ପଠା ଯାଇଛି l  ସୂଚନା ପ୍ରକାରେ ମାଓବାଦୀ  ଅନ୍ୱେଷ ମାଓ କାର୍ଯ୍ୟକାଳ ଛାଡ଼ି ମୁଖ୍ୟସ୍ରୋତ କୁ ଫେରିବାକୁ ଇଛା କରୁଥିବା ବେଳେ ତାକୁ ବିରୋଧ କରି ମାଓ ନେତା ଶୁକ୍ରୁ ତାଙ୍କ ସହଯୋଗୀ ଙ୍କ ସହ ମିଶି ଜାନୁଆରୀ ୨୯ ରେ ମାରି ପୋତି ଦେଇଥିଲେ l ତେବେ ପୋଲିସ ନିକଟରେ ଆତ୍ମ ସମର୍ପଣ କୁ ନେଇ ମାଓନେତା ଶୁକୃ ଓ ଅନ୍ୱେଷ ମଧ୍ୟରେ ମତାନ୍ତର ହୋଇଥିଲା l ଶେଷରେ ଶୁକୃ ଚେତାବନୀ ଦେବା ସହ ଅନ୍ୱେଷ କୁ ଗୁଳି କରି ହତ୍ୟା କରିବା ପରେ ଜଙ୍ଗଲ ରେ ମାଟି ତଳେ ପୋତି ଦେଇଥିଲା l ମାର୍ଚ୍ଚ ୩୧ଡେଡ ଲାଇନ ସମୟ ପୂର୍ବରୁ ମାଓ ମୁକ୍ତ କନ୍ଧମାଳ ନେଇ ଏସପି ମାଓ ଅପରେସନ କଡାକଡି କରିବା ସହ କମ୍ବିଙ୍ଗ ଅପେରସନ ମଧ୍ୟ ଜାରୀ ରହିଛି l ଅନେକ ଟପ କ୍ୟାଡର ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ବେଳେ ଟପ ମାଓନେତା କୁ ମଧ୍ୟ ଏନକାଉଣ୍ଟର ରେ ନିହତ କରିଛି କନ୍ଧମାଳ ପୋଲିସ l ତେବେ ବର୍ତମାନ ପରିସ୍ଥିତି ରେ ଶୁକୃ ପୋଲିସ ଠାରୁ ବଞ୍ଚି ରହିଥିବା ବେଳେ କନ୍ଧମାଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ସହ ସାଥି ମାଓବାଦୀ ଙ୍କୁ ମଧ୍ୟ ଆତ୍ମ ସମର୍ପଣ କରେଇ ମୁଖ୍ୟ ସ୍ରୋତ ରେ ସାମିଲ ହେବାକୁ କନ୍ଧମାଳ ଏସପି  ହରିଶ ବିସି  ଆହ୍ୱାନ ଦେଇଛନ୍ତି l

News Comment

You Might Also Like

BACK TO TOP