Breaking News

ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||      କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||     

ଅବ୍ୟବସ୍ଥା ଭିତରେ ବାଲି ପଦର ସରକାରୀ ଡାକ୍ତର ଖାନା |

26-Feb-2026

ଅବ୍ୟବସ୍ଥା ଘେରରେ ବାଲିପଦର ସରକାରୀ ଡାକ୍ତରଖାନ,

ଓଡିଶା ଜନ ମତ, ବୁଗୁଡ଼ା, ଡ଼ଃ କୁମୁଦ ଚନ୍ଦ୍ର ବେହେରା, 

ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ସରକାରୀ ଡାକ୍ତର ଖାନା ସଂପ୍ରତି ଏକ ମରଣ ଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ମେଡିକାଲ ପରିସର ଜଳାର୍ଣ୍ଣବ ହୋଇ ରୋଗୀଙ୍କ ଯାତାୟାତ ବାଧାପ୍ରାପ୍ତ ହେବାସହ ନୂତନ ରୋଗ ସ୍ରୁଷ୍ଟି ହେବାର ସମ୍ଭାବନା ରହିଛି। ଅଞ୍ଚଳର ୫୦ଖଣ୍ଡ ଗ୍ରାମର ଅଧିବାସୀ ମାନେ ଏହି ଡାକ୍ତର ଖାନା ଉପରେ ନିର୍ଭର କରୁଥିବା ବେଳେ ଦିନକୁ ଗୋଟିଏ ଓଳି ମେଡିକଲ ଖୋଲା ଯାଉଛି। ଦିନ ୧୨ଟା ପରେ ମେଡିକାଲ ବନ୍ଦ ରବିବାର ଦିନ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ରୋଗୀ ହନ୍ତସନ୍ତ ହୋଇ ପଡୁଛନ୍ତି। ଏଠାର ପ୍ରସୁତି ବିଭାଗକୁ ଉଠାଇ ଦିଆ ଯାଇ ଥିବାରୁ ଆସନ୍ନ ପ୍ରସବ ମହିଳା ମାନେ ବ୍ରହ୍ମପୁର ଉପରେ ନିର୍ଭର କରିଥାନ୍ତି। ଜଣେ ଷ୍ଟାଫ୍ ନର୍ସ ଙ୍କ ଅବସର ପରେ ଖାଲିଥିବା ସ୍ଥାନରେ ନୂତନ ଭାବେ କାହାରିକୁ ନିଯୁକ୍ତି ନଥିବାରୁ ରୋଗୀ ହଟହଟା ହେଉଛନ୍ତି। ଛଅ ଶଯ୍ୟା ବିଶିଷ୍ଟ ଉକ୍ତ ଡାକ୍ତର ଖାନା ଆଜି ସମ୍ପୂର୍ଣ୍ଣ ନାହିଁ ନାହିଁ ରେ ଚାଲିଛି। ଦୀର୍ଘ ବର୍ଷ ଧରି ଜଣେ  ଫାର୍ମାସିଷ୍ଟ ଏହି ମେଡିକାଲକୁ ଚଳାଉଥିବା ବେଳେ ଯେଉଁ ଡାକ୍ତର ନିଯୁକ୍ତି ହେଉଛନ୍ତି ତାଙ୍କୁ ବୁଗୁଡ଼ା ଡାକ୍ତର ଖାନାକୁ ଡେପୁଟେସନ୍ କରି ଦିଆଯାଉଛି। ବର୍ତ୍ତମାନ ମାତ୍ର ଚାରି ଜଣ କର୍ମଚାରୀ ରହିଥିବା ବେଳେ ଆହୁରି ଛଅଜଣ କର୍ମ ଚାରୀ ଙ୍କ ଅଭାବ ରହିଛି। ବିଶେଷ କରି ଅପରାହ୍ନ ଓ ସନ୍ଧ୍ଯା ସମୟରେ ମେଡିକାଲରେ ସିକ୍ୟୁରିଟି ଗାର୍ଡ ଓ ନାଇଟ୍ ୱାଚର ବ୍ୟତୀତ ଜଣେ ବି କେହି ରହୁ ନଥିବାରୁ ଜନସାଧାରଣଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀ ଏଥି ପ୍ରତି ଦ୍ରୁଷ୍ଟି ଦେଇ କାର୍ଯନୁଷ୍ଠାନ ଗ୍ରହଣ କଲେ ଅଞ୍ଚଳ ବାସୀ ଉପକ୍ରୁ୍ତ ହୋଇ ପାରନ୍ତେ।

News Comment

You Might Also Like

BACK TO TOP