Breaking News

କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||     

ପୁରୁଷୋତ୍ତମପୁର ବୈଠକ ହଲରେ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

21-Feb-2026

ପୁରୁଷୋତ୍ତମପୁର ଆଇସିଡିଏସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଏବଂ ଶପଥ ପଠ ଅନୁଷ୍ଠିତ,

     ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର  ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବହୁ ଆଶା ଓ ଆକାଂକ୍ଷାର ପ୍ରତୀକ "ବେଟି ବଚାଓ, ବେଟି ପଢାଓ" ଏବଂ "ବାଲ୍ୟ ବିବାହ ମୁକ୍ତ ଭାରତ" ଯୋଜନା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁପୁରୁଷୋତ୍ତମପୁର ସିଡିପିଓ ଲଳିତା ମଲ୍ଲିକ ଅଧ୍ୟକ୍ଷତା କରିଥିଲେ ।
ଏଥିରେ  ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳବାଲ୍ୟ ବିବାହନିଷେଧ ସଂଯୋଜିକା ଗୀତାଞ୍ଜଳିମହାରଣା,ପୁରୁଷୋତ୍ତମପୁର ଥାନା ଏସ ଆଇଆଦିତ୍ୟ ନାରାୟଣ ପାତ୍ର,  ରିସୋର୍ଚ୍ ପର୍ସନ ଆଇନଜୀବୀ ସନ୍ତୋଷ କୁମାର ସେଠୀ, ଏବିଓ ଦେବ ରଞ୍ଜନ ବେହେରା, ଜିଲ୍ଲା ମିଶନ ଶକ୍ତିମହିଳା ସଶସ୍ତି କରଣ କାର୍ଯ୍ୟ ନିର୍ବାହୀ ଅଧିକାରୀ  ବବିତା ମହାରଣା ଓ ସତ୍ୟ ନାରାୟଣ ପଣ୍ଡା, ଅତିଥି ଭାବେ ଯୋଗ ଦେଇଥିଲେ | 
ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଅଞ୍ଚଳର ୮ମ ଶ୍ରେଣୀରୁ କଲେଜ ପର୍ଯ୍ୟନ୍ତ ଯୋଗଦେଇଥିବା କିଶୋରୀ, ଅଙ୍ଗନୱାଡି କର୍ମୀ, ଆଶା, ଓ ସିଆରପି ମାନଙ୍କୁ ଅତିଥି ମାନେ ସାମ୍ପ୍ରତିକ ସମୟରେ ମୋବାଇଲର ବ୍ୟବହାର   ସତର୍କତା ଭାବେ ନ କରାଯାଉଥିବାରୁ ବିଭିନ୍ନ ଉପାୟମାନ ଅବଲମ୍ବନ କରି  ସାଇବର ଅପରାଧୀମାନେ ଜନସାଧାରଣଙ୍କୁ ନିଜ  ଜାଲରେ ଫସାଇ ଅନାୟସରେ ଟଙ୍କା ଲୁଟ୍ କରିବାରେ ସକ୍ଷମ ହେଉଥିବା କହିବା ସହିତ  କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ବ୍ୟବହାର, ଅନଲାଇନ୍ ଟ୍ରାନଜେସନ ଏଵଂ ମୋବାଇଲରେ  ତଥ୍ୟ ଆଦାନ ସମୟରେ ସତର୍କ ଓ ସଜାଗ ରହିବା ଦିଗରେ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଏକ ଶପଥ ପାଠ କରାଯିବାପରେ ୩ ଜଣ   କିଶୋରୀ ଚମ୍ପିୟାନ ଛାତ୍ରୀଙ୍କୁ  ପ୍ରସ°ଶାପତ୍ର ସହିତ ୧ହଜାର ଅର୍ଥରାଶି  ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ସମନ୍ୱିତ ଶିଶୁ ବିକାଶ ବିଭାଗର ସମସ୍ତ ସୁପର ଭାଇଜର, ଷ୍ଟାଫ, କର୍ମଚାରୀ ଓ ସୁଭଦ୍ରା ଯୋଜନାର ସଂଯୋଜିକା ମାନେ ସମୁର୍ଣ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ |

News Comment

You Might Also Like

BACK TO TOP