Breaking News

ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||      ମୋଟର ସାଇକେଲ ଲୁଟେରା ଗିରଫ, ତିନି ମୋଟର ସାଇକେଲ ଜବତ,   (28-Feb-2026)       ||      ପଲିଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟ ର +3ଶେଷ ବର୍ଷ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ||   (28-Feb-2026)       ||      ଅଟୋ, ସ୍କୁଟି ମୁହାଁ ମୁହିଁ ଧକ୍କା ଫଳରେ ଜଣେ ମୃତ ଜଣେ ଗୁରୁତର |    (28-Feb-2026)       ||      ଗଞ୍ଜେଇ ତେଲ ଚୋରି ଘଟଣାରେ ପାଞ୍ଚ ଅଭିଯୁକ୍ତ କୁ ଗିରଫ କଲା ପଡୁଆ ପୋଲିସ |    (28-Feb-2026)       ||      ଅବକାରୀ ବିଭାଗ ଦ୍ୱାରା ଗଛିତ ବିଦେଶୀ ମଦ ଜବତ, ଜଣେ ଗିରଫ ଓ କୋର୍ଟ ଚାଲାଣ |    (28-Feb-2026)       ||      ଗତକାଲି କଟକ ରେ ଭୁକମ୍ପ ର ଝଟକା |    (28-Feb-2026)       ||      ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଦେଲେ କୋର୍ଟ |    (27-Feb-2026)       ||      ବାହାଘର ପାଇଁ କନ୍ୟା ଘର ଗାଁ କୁ ଯାଇ ବରଯାତ୍ରୀ ଙ୍କ ଉନ୍ମତ କାଣ୍ଡ |    (27-Feb-2026)       ||      ନିଶା ମାଫିଆ ଗିରଫ, ତିନି ଗ୍ରାମ ହିରୋଇନ ଜବତ ||   (27-Feb-2026)       ||     

ବ୍ରାଉନ ସୁଗାର କାରବାର ଅଭିଯୋଗ ରେ ତିନି ଯୁବକଙ୍କୁ କୋର୍ଟ ଚାଲାଣ |

08-Feb-2026

ବ୍ରାଉନ ସୁଗାର କାରବାର ଅଭିଯୋଗରେ ୩ ଯୁବକ କୋର୍ଟ ଚାଲାଣ, ବ୍ରାଉନ ସୁଗାର ସେତ ନଗଦ ଟଙ୍କା, ଛୁରୀ, ମୋବାଇଲ ଫୋନ ଓ ସ୍କୁଟି ଗାଡ଼ି ଜବତ,

ଓଡିଶ ଜନ ମତ,କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର:--

ବଡ଼ବଜାର ଥାନା ଅନ୍ତର୍ଗତ ତଳ ମେଣ୍ଟୁ ଛକରେ କିଛି ଯୁବକ ମେଳି ବାନ୍ଧି ଆଲୋଚନା କରୁଥିବା ବେଳେ ପୋଲିସ ଗାଡି କୁ ଦେଖି କିଛି ଯୁବକ ସେଠାରୁ ଚମ୍ପଟ୍ ମାରିଥିଲେ। କାର୍ଯ୍ୟରତ ଏସ୍ ଆଇ ସସ୍ମିତା ବେହେରା ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକ କୁ କାବୁ କରି ଘଟଣା ସମ୍ପର୍କରେ ଯେରା କରିବା ବେଳେ ସେମାନେ ବ୍ରାଉନ ସୁଗାର ବ୍ୟବହାର କରୁଥିବା ପୋଲିସ କୁ କହିଥିଲେ। ପୋଲିସ ଉକ୍ତ ଯୁବକ ମାନଙ୍କ ଠାରୁ କିଛି ବ୍ରାଉନ ସୁଗାର,ନଗଦ ଟଙ୍କା, ଛୁରୀ, ଗୋଟିଏ ସ୍କୁଟି ଗାଡ଼ି ଓ ୪ ଟି ମୋବାଇଲ ଫୋନ ଜବତ କରିଛନ୍ତି।
ଗିରଫ ଯୁବକ ଓମ୍ ଦାସ ଉକ୍ତ କାରବାର ରେ ମୁଖ୍ୟ ଥିବା ବେଳେ କୁକୁଡ଼ାଖଣ୍ଡି ଅଞ୍ଚଳର ଶିବଶଙ୍କର ପଲେଇ ଓ ତେଲେଙ୍ଗା ସାହିର ଆକାଶ ହାତୀ ସହଯୋଗୀ ବୋଲି ଜଣାପଡିଛି। ଉକ୍ତ ଯୁବକ ମାନଙ୍କୁ ପୋଲିସ ମାମଲା ନଂ ୮୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

News Comment

You Might Also Like

BACK TO TOP