Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ତହସିଲଦାର ମନ୍ଦିର କାର୍ଯ୍ୟ ନିର୍ବାହୀ ଦାଇତ୍ୱ ନେବା ପରେ ଖୋଲିଲା ତାରା ତାରିଣୀ ଙ୍କ ହୁଣ୍ଡି ପେଡି |

07-Feb-2026

 ମାଆ ତାରାତାରିଣୀ ଙ୍କ ହୁଣ୍ଡି ପେଡି  ସମସ୍ତଙ୍କ ଉପସ୍ଥିତି ରେ  ଖୋଲା ଗଲା |

          ଓଡିଶା ଜନ ମତ ବ୍ୟୁରୋ, 

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ମନ୍ଦିର ମଧ୍ୟରେ ଥିବା ହୁଣ୍ଡିକୁ ଆଜି ମନ୍ଦିର ପରିଚାଳନା କମିଟି, ଜିଲ୍ଲା ପ୍ରଶାସନ, ପୋଲିସ ଓ ସେବାୟତଙ୍କ ଉପସ୍ଥିତ ରେ ଖୋଲା ଯାଇଛି  । ସମସ୍ତ ଙ୍କ ଉପସ୍ଥିତିରେ ଆଜି ସକାଳୁ ହୁଣ୍ଡିକୁ ଖୋଲାଯାଇଛି  । ଚାରି ମାସ ପରେ ମନ୍ଦିରର ହୁଣ୍ଡି ଖୋଲାଯାଇଥିବା ବେଳେ ମନ୍ଦିର ଦାୟିତ୍ୱରେ ଥିବା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଦାୟିତ୍ୱ ନେବା ପରେ ଏହି ହୁଣ୍ଡିକୁ ଖୋଲାଯାଇଛି  । ହୁଣ୍ଡିରୁ ଟଙ୍କା , ସୁନା , ରୂପା ଓ ବିଦେଶୀ ଟଙ୍କା ମଧ୍ୟ ବାହାରିଛି  । ହୁଣ୍ଡିରୁ କାନାଡ଼ାର ଡଲାର କିଛି ମିଳିଥିବା ବେଳେ ଏକ ମାଁ ତାରାତାରିଣୀଙ୍କ ଉଦ୍ଦ୍ୟଶ୍ୟରେ ଏକ ଛୋଟ ବାଳକର ଚିଠି ମଧ୍ୟ ମିଳିଥିବା ଦେଖିବାକୁ ମିଳିଛି  । ଚିଠିରେ ବାଳକ ଜଣଙ୍କ ନିଜକୁ ସଦବୁଦ୍ଧି ଦିଅ ବୋଲି ଲେଖିବା ସହ ନିଜ ଭାଇ , ମା ଓ ବାପାଙ୍କୁ ଭଲର ରଖିବା ସହ ତାଙ୍କ ଶତୃକୁ ତାଙ୍କ ନିକଟରୁ ହଟାଇବା ଲାଗି ଚିଠି ଲେଖିଛନ୍ତି ମା ତାରାତାରିଣୀଙ୍କ ଉଦ୍ଦେଶ୍ୟରେ  । ହୁଣ୍ଡିରୁ ବାହାରିଥିବା ଟଙ୍କା ପୁରୁଷୋତ୍ତମପୁର ଦହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଗଣତି କରାଯାଇଥିଲା | ତେବେ ମୋଟ ତେର ଲକ୍ଷ ଟଙ୍କା, 10 ଗ୍ରାମ ସୁନା କଇନ ସହ ଏକ ହାର ମିଳିଛି, ତେବେ ସେହି ହାର ସୁନା କି ରୋଲଡ଼ ଗୋଲଡ଼ ତାହା ପରୀକ୍ଷା ପରେ ଜଣା ପଡିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା କହି ଛନ୍ତି  ||

News Comment

You Might Also Like

BACK TO TOP