Breaking News

ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||      ଛତ୍ରପୁର ଶାଖା ଅବସର ସରକାରୀ କର୍ମଚାରୀ ସଙ୍ଘର ମାସିକ ବୈଠକ ଅନୁଷ୍ଠିତ ||   (11-Aug-2026)       ||      ବିନାୟକ ମନ୍ଦିର ର ଉନ୍ନତି ଲାଗି ହାତ ବଢ଼ାଇଲେ ସମାଜ ସେବୀ ଦୀପକ ମୁଦୁଲି |    (11-Aug-2026)       ||      ମାଲେସିଆ ରୁ କଲିକତା ଆସୁଥିବା ବିମାନ ପାଇଲେଟ ଙ୍କଉପସ୍ଥିତ ବୁଦ୍ଧିଯୋଗୁ ସମସ୍ତ ଯାତ୍ରୀ ସୁରକ୍ଷିତ ରେ ଓଲ୍ଲାହିଁଲେ |   (11-Aug-2026)       ||      ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||     

ଅନ୍ୟ ଜାତିରେ ଝିଅ ବିଭାହୋଇ ଯାଇଥିବାରୁ ବାପାର ମୃତ୍ୟୁ ପରେ ଶବ କୁ ଛୁଇଁ ଲେନି ଗ୍ରାମବାସୀ |

17-Jan-2026

ବାପାର ଶବକୁ ଛୁଇଁଲେନି ଗ୍ରାମବାସୀ,  ଝିଅ ବାହା
ହୋଇଛି ଅନ୍ୟ ଜାତିରେ  ବୋଲି,

        ଓଡିଶା ଜନ ମତ ବ୍ୟୁରୋ, 

 ପୁଣି ଏକ ଘୃଣ୍ୟ ପଥା, ଅନ୍ୟ ଜାତିରେ ଝିଅ ବାହା ହୋଇ ଗଲା ବୋଲି  ବାପା ମରିଗଲା ପରେ ତାଙ୍କର ଶବକୁ ଛୁଇଁଲେନି ଗ୍ରାମବାସୀ ରାଜ୍ୟ ସରକାର ଅଂଚଳରେ ଚାଲିଥିବା ଅନ୍ଧବିଶ୍ବାସ, ସାମାଜିକ ବାସନ୍ଦ, କାତି ଆଣ ଭେଦଭାବ ଭଳି କୁସଂସ୍କାର ପ୍ରଥାକୁ ଆଇନ ଅନୁଯାୟୀ ସମ୍ପୂର୍ଣ ବନ୍ଦ କରିଛନ୍ତି । ଏହାର ମୂଳ ନିପାତ ପାଇଁ ଗ୍ରାମାଞ୍ଚଳର ପ୍ରତି ଗଳିକନ୍ଦି ଓ ସାହିରେ ଶବ୍ଦ ପ୍ରଚାର ଯନ୍ତ୍ର ମାଧ୍ୟମରେ ହେଉକି ଗଣମାଧ୍ୟମ ଦ୍ୱାରା ପ୍ରଚାର ପ୍ରସାର ପରି ସଚେତନ କରାଉଛନ୍ତି । ଏବେବି କିଛି ଅଞ୍ଚଳରେ ସାମାଜିକ ବାସନ୍ଦକୁ ଗ୍ରାମବାସୀମାନେ ଶେଷ ନିଷ୍ପତି ଭାବି ଚଳି ଆସୁଛନ୍ତି । ଅଳସୁ ଗ୍ରାମ ବନ୍ଧସାହିରେ ବୃଦ୍ଧର ମରଶରୀର ଦୀର୍ଘ ସମୟ ଧରି ପଢି ରହିଥିଲା। ମୃତକ ଜଣକ ଜାତିଆଣକୁ ନେଇ ଗ୍ରାମରୁ ବାସନ୍ଦ ହୋଇଥିବାରୁ ଗ୍ରାମରେ କେହି ସହଯୋଗ କରିନଥିଲେ । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ବ୍ଲକ ଅଳସୂ ପଂଚାୟତ ବନ୍ଦ ସାହିରେ । ଗ୍ରାମର ଗୋବିନ୍ଦ ବାରିକ (୫୬) ଧର୍ମପତ୍ନୀ କୁନି ବାରିକ (୪୪) ଦୀର୍ଘବର୍ଷ ଧରି ଏହିଗ୍ରାମରେ ବସବାସ କରୁଥିଲେ । ତାଙ୍କ ଏକମାତ୍ର ଝିଅ ରଶ୍ମିତା ବାରିକ ଆଜକୁ ୧୧ବର୍ଷ ପୂର୍ବେ ଅନ୍ୟଜାତିର ଏକ ପୁଅକୁ ପ୍ରେମ ବିବାହ କରିଥିଲେ। ସେହିଦିନ ଠାରୁ ଅଦ୍ୟାବଧୂ ମୃତକଗୋବିନ୍ଦଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରି ଥିଲେ । ମୃତକ ଗ୍ରାମରେ ମିଶିବା ପାଇଁ ଅନେକ ବାର ଚେଷ୍ଟା କରିବା ପରେ ମଧ୍ୟ ବିଫଳ ହେଉଥୁବା ପରିବାର ପକ୍ଷରୁ ସୂଚନା ରହିଛି । ଆଜିଭୋର ୫ ଘଟିକାରେ ଗୋବିନ୍ଦ ନିଜ ବାସଭବନରେ ମୃତ୍ୟୁବରଣ କରିଥିଲେ । ସାଥରେ କେବଳ ନିଜ ଧର୍ମପତ୍ନୀ ଓ ଝିଅ କୋହଭରା କଣ୍ଠରେ କାନ୍ଦୁଥିଲେ ମଧ୍ୟ ଗ୍ରାମବାସୀ ଓ କୂଳସମାଜ ପାଖମାଡି ନଥୁଲେ I ଶବସତ୍କର ପାଇଁ ଶବଟି ଦୀର୍ଘ ୯ ଘଣ୍ଟା ପଢିରହିଥ‌ିଲା। ଅଳସୁ ଗ୍ରାମପଂଚାୟତ ସରପଞ୍ଚଙ୍କ ସହ ଯୋଗଯୋଗ କରିବାରୁ ମୃତକ ପାଖରେ ଉପସ୍ଥିତ ନେଇ ରୋକଠୋକ ମନା କରିଦେଇଥିଲେ। ପରେ ସମିତି ସଭ୍ୟା ଶ୍ରୀମତୀ ରଶ୍ମିତା ସେଠୀ ଓ ତାଙ୍କ ସ୍ଵାମୀ ମନୋଜ କୁମାର ସେଠୀ ମୃତକଙ୍କ ଘରେ ପହଞ୍ଚି ଅଞ୍ଚଳରେ କାର୍ଯ୍ୟ କରୁଥିବା ସମାଜସେବୀ ଅନୁଷ୍ଠାନ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟକୁ ଶବସତ୍କାର ପାଇସହଯୋଗ ଲୋଡ଼ିଥିଲେ । ସନ୍ତୋଷ କୁମାର ଦଳବେହେରା, ହାଡ଼ିଆ ପ୍ରଧାନ, ନାରାୟଣ ପ୍ରଧାନ, ତାରିଣୀ ସେଠି, ସୁଶାନ୍ତ ପ୍ରଧାନ, ରଞ୍ଜିତ ନାୟକ, ନାରାୟଣ ସହୁ, ନିର ସହୁ, କାନ୍‌କୁ ପ୍ରଧାନ, ମହେଶ୍ବର ସହୁ ପ୍ରମୁଖ ପହଞ୍ଚି ଗ୍ରାମ ଶ୍ମଶାନରେ ମୃତକଙ୍କ ଶବକୁ ରୀତିନୀତି ରେ ଶବଦାହ କରିଥିଲେ । ଏହି ଅସହୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଙ୍କୁ ଅଞ୍ଚଳରେ ଢ଼େର ପ୍ରଶଂସା ଜାରି ରହିଛି । ବାକି ଜିଲ୍ଲା ପ୍ରଶାସନ ଏହିଭଳି ଗ୍ରାମରେ ହୀନ ମାନ୍ୟ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ରେ ଦାବି ହେଉଛି |

News Comment

You Might Also Like

BACK TO TOP