Breaking News

ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||      ମନରେଗା କାମରେ ଦୁର୍ନୀତି ନେଇ ବିଡ଼ିଓ ଙ୍କ ଦ୍ୱାରସ୍ତ ହେଲେ ତିରିଡା ଗ୍ରାମ୍ୟ ସଭାପତି ||   (11-Aug-2026)       ||      ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |    (11-Aug-2026)       ||      ସ୍କାଉଟ ଓଗାଇଡ଼ସ ର ଦୀକ୍ଷାନ୍ତ ଦିବସ ସମାରୋହ |   (11-Aug-2026)       ||      ସ୍ୱାଧୀନତା ଦିବସ ପୂର୍ବରୁ ଖଲ୍ଲିକୋଟ ବିଜେପିର ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ |    (11-Aug-2026)       ||      ପିତା ମାତାଙ୍କ ମୃତ୍ୟୁ ପରେ ବେସାହାରା ହେଲେ ଚାରି କୁନି ଚୁଆ |    (11-Aug-2026)       ||      ପ୍ରଭୁ ଗୋରେଖ ନାଥ ଙ୍କ ପୀଠରେ ଅପର୍ଯ୍ୟାପ୍ତ କାଉଡିଆ ଙ୍କ ଭିଡ଼ ,|    (11-Aug-2026)       ||      ବସ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଓଜଣେ ଗୁରୁତର |    (11-Aug-2026)       ||      ସାର୍ଟିଫିକେଟ ବନ୍ଧା ପଡିଥିବାରୁ ମିଳିଲାନି ଚାକିରୀ, ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ଦିନ ମଜୁରିଆ    (11-Aug-2026)       ||      ଜିଲ୍ଲପାଳ ଙ୍କ ଆହ୍ୱାନ " ଘରେ ଘରେ ତ୍ରିରଙ୍ଗା "କାର୍ଯ୍ୟକ୍ରମ ରେ ସାମିଲ ହୁଅନ୍ତୁ |   (11-Aug-2026)       ||      ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରେଯୁବ ରେଡ଼କ୍ରସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ |    (11-Aug-2026)       ||     

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ||

13-Jan-2026

ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ,ପାଣିର ସର୍ବୋତ୍ତମ ବ୍ୟବହାର ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନକୁ ସମ୍ବୃଦ୍ଧ କରିବ:::ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,

 ଜଳ ହିଁ ଜୀବନ l ଜଳ ସମ୍ପଦର ସୂ ବିନିଯୋଗ ଏବଂ ଜଳର ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ l  ପାନୀୟ ଜଳ ହେଉ କି ଚାଷ ଉପଯୋଗୀ ଜଳ ହେଉ, ପ୍ରାଣୀ ହେଉ କି ଉଦ୍ଭିଦ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଜୀବନ ଧାରଣ ଓ ବଞ୍ଚିବା ପାଇଁ ଯେଉଁ ଉତ୍ସ ଗୁଡ଼ିକ ଅଛି ତନ୍ମଧ୍ୟରୁ ଜଳ ଏକ ମୁଖ୍ୟ ସମ୍ବଳ ଅଟେ l ଏଣୁ ଜଳର ସର୍ବୋତ୍ତମ ବ୍ୟବହାର  ଚାଷୀ ଭାଇମାନେ  ଓ ପ୍ରତ୍ୟେକ ଜନସାଧାରଣ ନିଜନିଜ କ୍ଷେତ୍ରରେ କରିପାରିଲେ ବିକଶିତ  ଓଡ଼ିଶା ଓ ବିକଶିତ ଭାରତ ଗଠନ  ସଂବୃଦ୍ଧ ହୋଇ ପାରିବ ବୋଲି ଆଜି  ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ବିଭାଗ ପରିସରରେ ଜିଲ୍ଲା ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କହିଥିଲେ ll ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନ ସିଂହ ଯୋଗଦେଇ କହିଲେ ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭର କରି ସେମାନଙ୍କ ପରିବାର ଭରଣ ପୋଷଣ କରନ୍ତି l ଏଣୁ ବର୍ଷା ଜଳର ସୁରକ୍ଷା ,ପୋଖରୀ ଜଳର ସୁରକ୍ଷା, ଖରିପ ଓ ରବି ଚାଷ ସମୟରେ ଜଳର ଆବଶ୍ୟକତା ପୂର୍ଣ୍ଣ ହୋଇ ପାରିଲେ ସମଗ୍ର ଖୋର୍ଦ୍ଧା ଜିଲ୍ଲା ଆହୁରି ଶସ୍ୟ ଶ୍ୟାମଳା ହୋଇ ଚାଷୀ ଓ କୃଷକ ମାନଙ୍କ ମେରୁଦଣ୍ଡ ମଜବୁତ୍ ସହ ଆର୍ଥିକ ପ୍ରଗତି ହେବ ବୋଲି ପ୍ରକାଶ କରିଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଯୋଗଦେଇ କହିଲେ ଜଳସେଚନ ପ୍ରକଳ୍ପ ଗୁଡ଼ିକ  କେତେକାଂଶରେ ସଠିକ୍ ସମୟରେ ବିଭିନ୍ନ ଚାଷ କାର୍ଯ୍ୟରେ ପାଣିର ଅଭାବ ଯୋଗୁଁ ଚାଷୀକୁଳ କୃଷି କାର୍ଯ୍ୟରେ ଆଶାନୁରୂପ ଉତ୍ପାଦ ପାଇ ପାରୁ ନାହାଁନ୍ତି l ଏଣୁ ଜଳ ସମ୍ପଦ ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ, ଉଠା ଜଳସେଚନ ବିଭାଗ ସମସ୍ତେ ଯତ୍ନ ବାନ ହେବାକୁ ପରାମର୍ଶ ଦେଇଥିଲେ l ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କେନ୍ଦ୍ରୀୟ ଜଳ ସମ୍ପଦ ଖଣ୍ଡ ରାଜେଶ ପ୍ରସାଦ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଶାଳିଆ ଜଳ ସମ୍ପଦ ବିଭାଗ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପାଣି ପଂଚାୟତ କୁ ସୁଦୃଢ କରିବା ଉପରେ ଉଭୟ ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ସମସ୍ତ ପାଣି ପଂଚାୟତ ଅଂଶୀଦାର ମାନେ ସମନ୍ୱୟ ରକ୍ଷା କରି କୃଷି କ୍ଷେତକୁ ବାରମାସୀ ସବୁଜିମା ଉପରେ ବକ୍ତବ୍ୟ ରଖିଥିଲେ l ସୂଚନା ଅନୁସାରେ ଜଳ ସମ୍ପଦ ବିଭାଗ ଅଧୀନ ୨୨ ଗୋଟି ପାଣି ପଂଚାୟତ, କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନ ୯୩ ଗୋଟି ପାଣି ପଂଚାୟତ, ଉଠା ଜଳସେଚନ ବିଭାଗ ଅଧୀନ ୪୬୧ ଗୋଟି ପାଣି ପଂଚାୟତ ଅଛି l କୃଷି କ୍ଷେତ୍ରରେ ସଫଳତା ଆଣିଥିବା ଚାଷୀ ଅଭିମନ୍ୟୁ ବେହେରା, ଦୁଃଖିଶ୍ୟାମ ଜୁଝାରସିଂହ ତାଙ୍କର ଅଭିଜ୍ଞତା ଅନୁଭୂତି ବଖାଣି ଥିଲେ l ଏହି ଅବସରେ ପାଣି ପଞ୍ଚାୟତ ପକ୍ଷ ପାଳନ ନେଇ ହୋଇଥିବା ବକ୍ତୃତା ପ୍ରତିଯୋଗିତା ରେ ଟାଙ୍ଗୀ ବ୍ଲକ ରମାବିଲି ବିଦ୍ୟା ନିକେତନ ର ସ୍ୱୟଂ ପ୍ରକାଶ ସାହୁ, ଗଙ୍ଗାପଡା ହାଇସ୍କୁଲ ର ପ୍ରିତମ ପଶ୍ଚିମକବାଟ, ଖୋର୍ଦ୍ଧା ବ୍ଲକ କୁମ୍ବିଲୋ ସ୍ଵପ୍ନେଶ୍ଵର ଦେବ ବିଦ୍ୟାପୀଠ ର ଛାତ୍ରୀ ଜ୍ୟୋତିଶ୍ରୀ ବଳିୟାରସିଂହ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା, ଜଳ ସମ୍ପଦ, ପାକିଯା ହୁସେନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ l ଦିବସ ପାଳନ ରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ସହକାରୀ ଯନ୍ତ୍ରୀ ସନତ କୁମାର ମଲ୍ଲିକ, ବାଙ୍କୀ ସେକ୍ସନ ଏସଡ଼ିଓ ପ୍ରଭାସ କୁମାର ପଟ୍ଟନାୟକ କେନାଲ ଡିଭିଜନ, ପ୍ରାଚୀ ଜଳ ସମ୍ପଦ ଖଣ୍ଡ,  ଅଧିକାରୀ, କର୍ମଚାରୀ, ଚାଷୀ, କୃଷକ ଓ ଗଣ ମାଧ୍ୟମ ପ୍ରତିନିଧି  ଯୋଗଦେଇଥିଲେ l ଦିବସ ଉପଲକ୍ଷେ ପାଣି ପଂଚାୟତ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l ରିପୋର୍ଟ --ଗୋପାଳ କୃଷ୍ଣ ପ୍ରଧାନ

News Comment

You Might Also Like

BACK TO TOP