Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଏସ ଆଇ ଆର ଓ ଭୋଟ ଚୋରୀ ଉପରେ ଦିଲ୍ଲୀରେ କଂଗ୍ରେସ ର ବିଶାଳ ରାଲି ଅନୁଷ୍ଠିତ ||

15-Dec-2025

ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର, ମୁଖ୍ୟ ପ୍ରସଙ୍ଗ ଏସ ଆଇ ଆର ଓ ଭୋଟ ଚୋରୀ,

          ଓଡିଶା ଜନ ମତ  ବ୍ୟୁରୋ,

ବର୍ତ୍ତମାନ ଦେଶ ର ରାଜଧାନୀ ଦିଲ୍ଲୀ ରେ କଂଗ୍ରେସ ର ନେତା ମାନଙ୍କ ଗହଳି ଲାଗିଛି | ସେମାନେ ସ୍ଵତନ୍ତ୍ର ଭୋଟ ସଂଶୋଧନ(ଏସ୍‌ଆଇଆର) ଓ ଭୋଟ ଚୋରି ପ୍ରସଙ୍ଗରେ  ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନ ରେବିଶାଳ ରାଲି କରିଛି କଂଗ୍ରେସ । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସମେତ ଶହ,ଶହ କର୍ମୀ ଏଥିରେ ସାମିଲ ହୋଇଥିଲେ । ସରକାର ଏବଂ ନିର୍ବାଚନ କମିଶନ ଏକାଠି ହୋଇଥି ବାର ଅଭିଯୋଗ ଆଣି ଆନ୍ଦୋଳନକୁ ଓଲ୍ହାଇଛି କଂଗ୍ରେସ। ଏହି ଆନ୍ଦୋଳନ ଗଣତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନକୁ ସୁରକ୍ଷା ଦେବା ପାଇଁ ହୋଇଥିବା କହିଛନ୍ତି କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ। ରାଲିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ସଂସଦରେ ଉତ୍ତର ଦେବା କଥା, କିନ୍ତୁ ସେମାନେ ଆମର ପ୍ରଶ୍ନର ଉତ୍ତର ଦେଇ ନଥିଲେ। ସେମାନେ ନିଜ ମନରୁ ଉତ୍ତର ଦେଇଥିଲେ। ସେମାନେ ସଂସଦରେ ଭୁଲ ସୂଚନା ଦେଇଥିଲେ । ଆମେ ପଚାରିଥିଲୁ ଯେ, କିପରି ଏବଂ କେଉଁ ଉପାୟରେ ଭୋଟ ଚୋରି ହୋଇଛି, ଏବଂ ଚାହୁଲ ଗାନ୍ଧୀ ପ୍ରମାଣ ସହିତ ଏହା ବିଷୟରେ କହିଥିଲେ। ଆଜି କ୍ଷମତାରେ ବସିଥୁବା ଲୋକମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ନାହାଁନ୍ତି ।
ଅନ୍ୟପକ୍ଷରେ ବିଜେପି ପ୍ରବକ୍ତା ଅମିତ ମାଲବିୟ କହିଛନ୍ତି ରାହୁଲ ଗାନ୍ଧ ଯେବେ ବି ନିର୍ବାଚନ ପରିଣାମ ନିଜ ସପକ୍ଷରେ ନେଇ ପାରନ୍ତି ନାହିଁ ସେବେ ଇଭିଏମ୍ ଉପରେ ପ୍ରଶ୍ନ ଉଠାନ୍ତି ଏବଂ ଭୋଟ ଚୋରି ଅଭିଯୋଗ ଲଗାନ୍ତି ।ହେଲେ ବିଜୟ ମିଳିଲେ ସେହି ପ୍ରକ୍ରିୟାକୁ ସ୍ୱୀକାର କରିନିଅନ୍ତି।ଲୋକତନ୍ତ୍ର ରଚନାତ୍ମକ ଭରସାଉପରେ ଚାଲିପାରିବନାହିଁ | ହାରିବା ପରେ ସିଷ୍ଟମ କୁ ବଦନାମ କରିବା ଜନ ବିଶ୍ୱାସ କୁ ଦୁର୍ବଳ କରିଥାଏ । ବିନା ପ୍ରମାଣରେ ପ୍ରଶ୍ନ ଉଠାଇ ରାଜନୈତିକବିଶ୍ଵସନୀୟତା ଏବଂ ଲୋକତାନ୍ତ୍ରିକନୈତିକତା ଉପରେ ପ୍ରଶ୍ନଉଠାଉଛି । ବିରୋଧୀ
ଆତ୍ମସମୀକ୍ଷା କରି ଦାୟିତ୍ଵ ଏବଂସଂସ୍ଥା ସହିତ ନେତୃତ୍ୱ ଦେଖାଇବା ଜରୁରୀ।

News Comment

You Might Also Like

BACK TO TOP