Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଛତ୍ରପୁର ରାମଚଣ୍ଡୀ ଠାରେ OUJ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ |

15-Dec-2025

ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ(ପେନସନ, ପ୍ରୋଟେକ୍ସନ ଓ ଏକ୍ରିଡେଶନ ଘୋଷଣା ଏବଂ କାର୍ଯ୍ୟକାରୀ ନ ହେଲେ ଆନ୍ଦୋଳନ ଚେତାବନୀ,

ଓଡ଼ିଶା ଜନମତ, ପୋଲସରା, ସନ୍ତୋଷ କୁମାର ପଣ୍ଡା,

ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ ଛତ୍ରପୁର ନିକଟସ୍ଥ ମା ରାମଚଣ୍ଡୀ ପୀଠରେ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକମାନେ ବିଭିନ୍ନ ପରିସ୍ଥିତି , ସମସ୍ୟା ଓ ଝଡଜଞ୍ଜାର ସମ୍ମୁଖୀନ ହୋଇ ସମାଜର କଲ୍ୟାଣ ପାଇଁ କୃଷ୍ଣ 
ଜାଗ୍ରତ ପ୍ରହରୀ ଭାବେ ନୀରବିଚ୍ଛିନ୍ନ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସାମ୍ବାଦିକମାନଙ୍କର ପେନସନ, ସୁରକ୍ଷା, ପ୍ରେଷ୍ଟିଜ୍, ଅଧିସ୍ୱୀକୃତି ଓ ବୀମା ଯୋଜନାରେ ମାତା–ପିତାଙ୍କୁ ଅନ୍ତର୍ଭୁକ୍ତ କରିବା ଭଳି ଦାବୀଗୁଡ଼ିକୁ ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ସହ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି କହିଥିଲେ ଯେ ପେନସନ, ସୁରକ୍ଷା, ପ୍ରେଷ୍ଟିଜ୍ ଓ ଅଧିସ୍ୱୀକୃତି ହେଉଛି ଓୟୁଜେର ମୂଳ ଦାବୀ। ପୂର୍ବତନ ସରକାର ଏହାକୁ ଗୁରୁତ୍ୱ ନଦେଇଥିବା ବେଳେ ବର୍ତ୍ତମାନ ସରକାର ଦାବୀ ପୂରଣର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଃଖର ବିଷୟ ସରକାର ଆସିବାର ୧୫ ମାସ ହେଲାଣି ଅଥଚ ଆଜି ପର୍ଯ୍ୟନ୍ତ ଦାବୀ କାର୍ଯ୍ୟକାରୀ କରିନଥିବାରୁ ବହୁ ଶୀଘ୍ର ଓୟୁଜେ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ଓଲ୍ହାଇବ ବୋଲି  ଚେତାବନୀ ଦେବାସହ  ସାମ୍ବାଦିକମାନେ ଜୀବନ ଓ ମୃତ୍ୟୁ ସମୟରେ କିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ସେଥିର ଉଦାହରଣ ଯୋଳନ୍ତ ଉଦାହରଣ ମଧ୍ୟ ସେ ଉପସ୍ଥାପନ କରିଥିଲେ।ବିଜେପି କେନ୍ଦ୍ରୀୟ ମିଡିଆ ସେଲର ସଂଯୋଜିକା ସୁଜାତା ସାବତ ସାମ୍ବାଦିକମାନଙ୍କ ଦାବୀ ଯଥାର୍ଥ ଓ ନ୍ୟାୟସଂଗତ ବୋଲି କହିବା ସହ ସରକାର ନିଶ୍ଚିତ ଭାବେ ଏହା ପୂରଣ ପାଇଁ ପ୍ରୟାସ ନେବେ ବୋଲି ଆଶା ପ୍ରକାଶ କରିଥିଲେ।ଏହି ଅବସରରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କିଷାନ ରାଉତ, ନୟାଗଡ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ସମାଜସେବୀ ସମାପ୍ତି ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର ଜିଲ୍ଲା ୟୁନିୟନର ବାର୍ଷିକ ବିବରଣୀ ପାଠ କରିଥିଲେ। ପୂର୍ବତନ ଓୟୁଜେ ସଭାପତି ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ରବୀନ୍ଦ୍ର ପଣ୍ଡା ଓ ହରିହର ପାତ୍ର ସାମ୍ବାଦିକମାନଙ୍କ ସମସ୍ୟା ଓ ସମାଧାନ ଉପରେ ମତ ରଖିଥିଲେ। ପ୍ରାରମ୍ଭରେ 
ସମ୍ପାଦକ ମେଘନାଦ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ରାଜଗୋପାଳ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜାତୀୟ କାଉନ୍ସିଲ ସଦସ୍ୟ ବାଳକୃଷ୍ଣ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମାହାଙ୍କୁଡ ମଞ୍ଚାସୀନ ଥିଲେ।
ଏହି ଅବସରରେ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ସହ ଜିଲ୍ଲା ଓ ରାଜ୍ୟର ଦିବଙ୍ଗତ ସାମ୍ବାଦିକମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ  ଦୂତୀ କୃଷ୍ଣ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଉପସଭାପତି ଏ. ରାଜା ରାଓ, ସାମ୍ବାଦିକ ବିସ୍ମୟ ପ୍ରଧାନ, ଅଜିତ ସ୍ୱାଇଁ, ରବି ନାୟକ, କେ. ସତ୍ୟନାରାୟଣ ରେଡି, ଅଶୋକ ରଥ, ମାଧବ ବେହେରା, ରାଜୀବ ଲୋଚନ ମିଶ୍ର, ସମୀର ଆଚାର୍ଯ୍ୟ, ଶକ୍ତିଧର ରାଜଗୁରୁ, ସୁଧୀର ନାହାକ ସହ ଜିଲ୍ଲାର ବହୁ ସଦସ୍ୟ ଏବଂ ସଦସ୍ୟାମାନେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP