Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବିଫଳ ପ୍ରେମିକ ର ଉନ୍ମତ କାଣ୍ଡ, ପ୍ରେମିକ ସହ ନିଜ ବେକ କାଟିଲେ |

15-Dec-2025

ପ୍ରେମିକା ସହ ନିଜ ବେକ କାଟିଲେ, ବିଫଳ ପ୍ରେମିକ,

     ଓଡିଶା ଜନ ମତ  ବ୍ୟୁରୋ,

ଦୁଇଟି ମନର  ଭଲ ପାଇବାକୁ ଯଦି ଦୁଇଜଣ ପୁଅଝିଅ  ଭଲ ଭାବେ ବୁଝି ପାରନ୍ତି ତେବେ ସେମାନଙ୍କ ଭିତରେ ସୃଷ୍ଟି ହୁଏ ପ୍ରକୃତ ପ୍ରେମ  |  ଆଉ ସେହି ପ୍ରେମ ଦୀର୍ଘ ସ୍ଥାୟୀ ହୁଏ | କିନ୍ତୁ ଏକତରଫା ପ୍ରେମ କୁ ପ୍ରେମ କୁହାଯାଏ ନାହିଁ | ସେହି ହତାଶ ପ୍ରେମିକ କିମ୍ବା ପ୍ରେମିକା କୁ ଜ୍ଞାନ ର ବିଭିନ୍ନଭାଷାରେ ଅନ୍ୟ କିଛି କୁହାଯାଏ | ଏବଂ ସେହି ବ୍ୟକ୍ରିଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟନୁଷ୍ଠାନ ମଧ୍ୟନିଆ ଯାଏ | ତେବେ ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତ କାଣ୍ଡ । ଛୁରୀରେ ପ୍ରେମିକାଙ୍କ ସହ ନିଜର ବେକ କାଟି ପକାଇଛି ପ୍ରେମିକ ।  ଉଭୟେ ଏବେ ଜିଲ୍ଲା ମୁଖ୍ୟ । ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ଘଟଣା ଘଟିଛି ଫୁଲବାଣୀ ଟାଉନ ଥାନା ଅନ୍ ଅନ୍ତର୍ଗତ ପିଅନପଡା ଅଞ୍ଚଳରେ। ସୂଚନା ଅନୁଯାୟୀ ଭଞ୍ଜନଗର ନିକଟ ଗୋବରା ବଣିପଲ୍ଲୀର ଶୁଭମ ସ୍ୱାଇଁଙ୍କ ପିଅନପଡା ଅଞ୍ଚଳର ଜନୈକା ଯୁବତୀଙ୍କ ସହିତ ପ୍ରାୟ ତିନି ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ଉଭୟେ ବାହା ହେବା ପାଇଁ ମନସ୍ଥ କରିବା ସହିତ ଏଥିପାଇଁ କୁଆଡେ ଶପଥ ବି ନେଇଥିଲେ। ତେବେ ଇତି ମଧ୍ୟରେ ପ୍ରେମିକାଙ୍କ ପାଇଁ ବିବାହ ପ୍ରସ୍ତାବ ଆସିଥୁଲା ଓ ସେ ପ୍ରସ୍ତାବରେ ରାଜି ବି ହୋଇ ଯାଇଥିଲେ। ପ୍ରେମିକା ପ୍ରତିଜ୍ଞାରୁ  ଓହରି ଯିବା ଖବର ପାଇ ସମ୍ଭାଳି ପାରି ନ ଥିଲେ ଶୁଭମ ।  ଗତକାଲି ସନ୍ଧ୍ୟା ବେଳେ ଫୁଲବାଣୀରେ ପହଞ୍ଚି ପ୍ରେମିକାଙ୍କ ଘରେ କେହି ନ ଥିବା ବେଳେ ତାଙ୍କୁ ଯାଇ ପୁଣିଥରେ ବିବାହ ପାଇଁ ନିବେଦନ କରିଥିଲେ। କିନ୍ତୁ ପ୍ରେମିକା ଏଥୁରେ ରାଜି ହୋଇ ନ ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଶୁଭମ ଏକ ଛୁରୀରେ ପ୍ରେମିକାଙ୍କ ବେକକୁ କାଟି ଦେଇଥିଲେ। ତାଙ୍କର ଚିତ୍କାର ଶୁଣି  ସାହି ପଡିଶା ଲୋକେ ଧାଇଁ ଆସିଥିଲେ ଏବଂ ଯୁବକଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ତୁରନ୍ତ ପହଞ୍ଚି ଥୁଲା ପୁଲିସ। ତେବେ ପୁଲିସକୁ ଦେଖ୍ ଶୁଭମ ଧରିଥିବା ଛୁରୀରେ ନିଜ ବେକକୁ ମଧ୍ଯ କାଟି ଦେଇଥିଲେ। ଉଭୟେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର। ଟାଉନ ପୁଲିସ ୪୪୦/ ୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି ଟାଉନ ଥାନା ଅଧିକାରୀ ପି ସ୍ଵରୂପ କିଶନ୍। ତେବେ ଦୁହେଁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ନଥିବାକୁ କୁହାଯାଏ  ଏକ ତରଫା ପ୍ରେମ, ଯାହାପାଇଁ ଶୁଭମ ଆଜି ଜେଲ ମଧ୍ୟ ଯିବ |

News Comment

You Might Also Like

BACK TO TOP