Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବଣ୍ଡି ବିଚ ଗୁଳିକାଣ୍ଡ ରେ ଆକ୍ରମଣ କାରୀ ଜଣଙ୍କୁ ମିଶାଇ 12 ମୃତ |

14-Dec-2025

ବଣ୍ଡି ବିଚରେ ଗୁଳିକାଣ୍ଡରେ ଆକ୍ରମଣକାରୀ ଙ୍କ ସହ ୧୨ ମୃତ, ଜଣେ ଗିରଫ,

        ଓଡିଶା ଜନ ମତ ବ୍ୟୁରୋ,

ସିଡନୀର ବଣ୍ଡି ବିଚ୍  ରେ  ପହଲଗାମ୍ ଘଟଣାର ପୁନରାବୃତି । ଆତତାୟୀଙ୍କ ଆଖବୁଜା ଗୁଳିମାଡ଼ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

। ମୃତକଙ୍କ ଭିତରେ ଆକ୍ରମଣକାରୀ ମଧ୍ଯ ରହିଛି। ଅଷ୍ଟ୍ରେଲିଆ ସରକାର ଏହି ଗୁଳିକାଣ୍ଡକୁ ଆତଙ୍କବାଦୀ ଆକ୍ରମଣ ବୋଲି କହି ଥିଲା ବେଳେ,  ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନସ୍ଥାନୀ ଆଲବାନିଜମ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ  କହିଛନ୍ତି, ବଣ୍ଡି ବିଚରେ ଯେଉଁ ଦୃଶ୍ୟ ଦେଖ୍ ବାକୁ ମିଳିଛି ତାହା କଷ୍ଟଦାୟକ । ଏହି ଘଟଣାକୁଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର  ମୋଦିନିନ୍ଦା କରିଛନ୍ତି | ସେ କଦୁଃଖ ପ୍ରକାଶ କରି କହିଛନ୍ତି, ଭାରତର ଜନତାଙ୍କ ପକ୍ଷରୁ ସେହି ସବୁ ପରିବାର ପ୍ରତି ଗଭୀର ସମବେଦନା, ଯେଉଁମାନେ ଗୁଳିକାଣ୍ଡରେ ନିଜ ଲୋକଙ୍କୁହରାଇଛନ୍ତି । ଏହି ଦୁଃଖର ମୁହୁର୍ତରେ ଅଷ୍ଟ୍ରେଲିଆ ଜନତା ସହ ଭାରତସମ୍ପୂର୍ଣ୍ଣ ଭାବରେ ମଜବୁତ ଭାବରେ ଠିଆ ହୋଇଛି I` ଭାରତର ଜମ୍ମୁ କଶ୍ମୀରର ପହଲଗାମ୍  ରେ ଚଳିତ ବର୍ଷ ଠିକ୍ ଏଭଳି ସମାନ ଘଟଣା ଘଟିଥିଲା ।  ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଆଖ‌ିବୁଜା ଗୁଳିମାଡ଼ କରିଥିଲେ ।  ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ପାକିସ୍ତାନର ସମ୍ପୃକ୍ତି ଜଣାପଡିବା ପରେ ଆରମ୍ଭହୋଇଥିଲା ` ଅପରେସନସିନ୍ଦୁର । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟରେ ଦୁଇ ଆକ୍ରମଣକାରୀ ଗାଡିରୁ ବାହାରିଥିଲେ ଓ ବଣ୍ଡି ପାଭିଲିଅନ୍ ନିକଟରେ ଫାୟରିଂ ଆରମ୍ଭ କରିଦେଇ ଥିଲେ । ଗୁଳି ଶବ୍ଦ ଶୁଣିବା ମାତ୍ରେ ପୁରା ଅଂଚଳରେ ଆରମ୍ଭହୋଇଯାଇଥିଲା ଧାଁ ଦଉଡ । ଲୋକେ ନିଜ ଜୀବନ ବଞ୍ଚାଇ ପାଇଁ ପଳାଇବାକୁ ଚେଷ୍ଟା କରିଥିଲେ | ସମୁଦ୍ର ବେଳାଭୂମିରେ କେବଳ ଲୋକଙ୍କ ବିକଳ ଚିତ୍କାର । ସିଡନୀ ମଣ୍ଡିଂ ପୋଷ୍ଟର ରିପେ ରିପୋର୍ଟ ଅନୁସାରେ ଗୁଳିକାଣ୍ଡ ରେ ସୁଟର ସହିତ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଅଧିକାରୀ ସ୍ପଷ୍ଟ କରି କହିଛନ୍ତି , ଆକ୍ର ମଣକାରୀଙ୍କ ଭିତରକୁ ଜଣେ ସିଡନୀର ଦକ୍ଷିଣ-ପଶ୍ଚିମ ବୋନି ରିଗରେ ରହୁଥ‌ିବା ନ‌ଭିଦ ଅକରମ ଥିଲ । ଉଲ୍ଲେଖନୀୟ ଯେ, ବଣ୍ଡି ବିଚରେ ଲୋକମାନେ ହନୁକା ଉତ୍ସବ ପାଳନ କରୁଥିବା ସମୟରେ ଏହି ଘଟଣା ଘଟିଥିଲା । ଏହି ଘଟଣା କୁ ଅଧିକାଂଶ  ଦେଶ ନିନ୍ଦା କରିଛନ୍ତି |

News Comment

You Might Also Like

BACK TO TOP