Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଆସନ୍ତା କାଲି ପ୍ରଧାନ ମନ୍ତ୍ରୀଙ୍କ ତିନିଦିନିଆ ବିଦେଶ ଗ୍ରସ୍ତ |

14-Dec-2025

ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଜୋର୍ଡାନ, ଇଥୁଓପିଆ, ଓମାନ୍ ଗସ୍ତ ,

ଓଡିଶା ଜନ ମତ ବ୍ୟୁରୋ,

 ପ୍ରଧାନ ମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆସନ୍ତା କାଲି 
ମଧ୍ୟପ୍ରାଚ୍ୟ ଓ ଆଫ୍ରିକା ସହ କରିବେ ବାଣିଜ୍ୟକ ବୁଝାମଣାପାଇଁ  ଜୋଡାନ, ଇଥ୍ଓପିଆ ଏବଂଓମାନ ଗସ୍ତ କରିବେ । ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର ପ୍ରମୁଖ ସହଯୋଗୀଙ୍କ ସହ ଭାରତର ସହଭାଗିତା ବଢ଼ାଇବା ମୋଦିଙ୍କ ଗସ୍ତର ଉଦ୍ଦେଶ୍ୟ ରହିଛି । ଗସ୍ତ ଅବସରରେ ବାଣିଜ୍ୟ ବୁଝାମଣା ସହ ଅନ୍ୟ ପ୍ରମୁଖ ଚୁକ୍ତି ହୋଇପାରେ । ପ୍ରଥମେ ମୋଦି ୧୫ ତାରିଖରେ ଜୋର୍ଡାନ ଯିବେ । ସେଠାରେ ୧୬ ତାରିଖ ପର୍ଯ୍ୟନ୍ତ ରହିବେ । ଜୋର୍ଡାନରେ ମୋଦି ରାଜା ଅଦୁଲ୍ଲା ଦ୍ଵିତୀୟ ବିନ୍ ଅଲ୍ ହୁସେନଙ୍କୁ ଭେଟିବେ । ତାଙ୍କ ସହ ମୋଦି ଦ୍ବିପାକ୍ଷିକ ବୈଠକ କରି ବାଣିଜ୍ୟ, ନିବେଶ, କ୍ଷେତ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ । ଏହି ସାକ୍ଷାତ ଜୋର୍ଡାନ-ଭାରତ ମଧ୍ୟରେ ବର୍ଷପୂର୍ତି ଅବସରରେ ହେବାକୁ ଯାଉଛି । ଡିସେମ୍ବର ୧୬-୧୭ରେ ମୋଦି ଇଥ୍ଓପିଆ ଯିବେ । ଏହା ମୋଦିଙ୍କ ପ୍ରଥମ ଇଓପିଅ ପିଆ ଗସ୍ତ ହେବ । ଏହି ଅବସରରେ ୧୭-୧୮ ତାରିଖ ମଧ୍ୟରେ ମୋଦି ଓମାନ ଦୁଇ ଦେଶ ଦ୍ବିପାକ୍ଷିକ ସମ୍ପର୍କ ମଜଭୁତ କରିବା ଉପରେ ଆଲୋଚନା କରିବେ ତା ପରେ ଯାଇ ଦିଲ୍ଲୀ ଫେରିବେ । ଏହା ମୋଦିଙ୍କ ଦ୍ଵିତୀୟ ଓମାନ୍ ଗସ୍ତ ହେବ । ଏହି ଗ୍ରସ୍ତ ପରେ ଅନ୍ୟନ୍ୟ ଦେଶ ସହିତ ଯେଉଁ ଆଲୋଚନା ହେବ ତାହାଦ୍ୱାରା  ଭାରତ ସହ ଅନ୍ୟ ଦେଶ  ସହିତ ବାଣିଜ୍ୟକ, ଅର୍ଥ ନୈତିକ, ନିବେଷକ ସବୁକିଛି  ସମ୍ବବ ହୋଇ ପାରିବ  |

News Comment

You Might Also Like

BACK TO TOP