Breaking News

କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||     

ଦୁଇ ବାଇକ ମୁହାଁ,ମୁହିଁ ଧକ୍କାରେ , ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ||

10-Dec-2025

    ସ୍କୁଲ ରୁ ଫେରୁଥିଲା ବେଳେ ପ୍ରତାପୁର ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ  ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ ||

           ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ଆଜି ଅର୍ଥାତ ବୁଧବାରସନ୍ଧ୍ୟାରେ ପୁରୁଷୋତ୍ତମପୁର ଏନଏସି ଅନ୍ତର୍ଗତ ରାଧାକାନ୍ତ ସାହିର   ସୂର୍ଯ୍ୟ ନାରାୟଣ ପଣ୍ଡା (58)ବର୍ଷ ପ୍ରତିଦିନ ପରି ଆଜି ମଧ୍ୟ ଗଞ୍ଜାମ ବ୍ଳକ ଅନ୍ତର୍ଗତ ବଳରାମ ପୁର ସ୍କୁଲରୁ ନିଜ ଗ୍ରାମ ପୁରୁଷୋତ୍ତମପୁରକୁ ଫେରୁଥିଲା ବେଳେ ପ୍ରତାପୁର ଛକ ନିକଟରେ ବିପରୀତ ଦିଗରୁ  ବଡ଼ ଚକଡା ଗ୍ରାମରଚିଣ୍ଟୁ ମହାରଣା (27)ଓ ଗଣେଶ ମହାରଣା 25 ବର୍ଷ ଦୁଇ  ଯୁବକ ଗୋଟିଏ ମୋଟର ସାଇ କେଲରେ  ବଡ଼ ଚକଡା ଫେରୁଥିଲା ବେଳେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ 108 କୁ ଫୋନ କରାଯାଇଥିଲା | କିନ୍ତୁ  108 ଆସିବାର ଡେରି ହେବାରୁ ଓ ପଣ୍ଡାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାସ୍ତାରେ ଆସୁ ଥିବା ଏକ ଅଟୋରେ ପୁରୁଷୋତ୍ତମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା | କିନ୍ତୁ ସେ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ତୁରନ୍ତ  ଏକ ଆମ୍ବୁଲାନ୍ସ ରେ ନିଆ ଯାଇଥିଲା  | ସେଠାରେ ଡକ୍ଟର ଚିକିଛା କରି ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରୁଷୋତ୍ତମପୁର ଅଞ୍ଚଳ ରେ ଶୋକର ଛାୟା ଖେଳେଇ ଯାଇଛି | ଜଣେ ଶାନ୍ତ, ଶିଷ୍ଟ, କର୍ତ୍ତବ୍ୟ ନିଷ୍ଟ ପ୍ରଧାନ ଶିକ୍ଷକ ଙ୍କ ଯେ ଏମିତି ମୃତ୍ୟୁ ହୋଇଯିବ ତାହା କେବେ ବି କିଏ ଭାବି ନଥିଲା , ଘରେ ପୁଅ, ଝିଅ, ସ୍ତ୍ରୀ, ଙ୍କ ସହିତ ଆତ୍ମୀୟ ସ୍ୱଜନ ତାଙ୍କ ମୃତ୍ୟୁ ରେ ଭାଙ୍ଗି ପଡିଛନ୍ତି  | ଆଜିକାଲି ଯୁବକ ମାନେ ଯେଉଁଭଳି ଗାଡି ଚାଳନା କରୁଛନ୍ତି ସେଥିରେ ସାଧାରଣ ଲୋକଙ୍କ ଅବସ୍ଥା ନିଶ୍ଚିତ ଏପରି ଘଟୁଛି |ତେଣୁ ଗାଡି ଚଳାଚଳ ରେ ଯଦି ସରକାର ଯେଉଁ ନିଅମ ରଖିଛନ୍ତି ତାକୁ ସଠିକ କାର୍ଯ୍ୟକାରୀ କରାଗଲେ ଆଜି ସୂର୍ଯ୍ୟ ବାବୁଙ୍କ ଜୀବନ ରେ ଯାହା ଘଟିଲା ସେପରି ଆଉ କାହା ଜୀବନ ରେ ଏପରି ନଘଟୁ |

News Comment

You Might Also Like

BACK TO TOP