Breaking News

ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||     

ବୌଦ୍ଧ ଚକ୍ର ପ୍ରଜ୍ଞା ପାରିଜାତ ସମ୍ନାନରେ ସମ୍ବର୍ଦ୍ଧିତ ହେଲେ ଯୁବ କବି ତଥା ସାହିତ୍ୟିକ ଡକ୍ଟର ଦ୍ୱାରିକା ନାଥ ମହାରଣା |

10-Dec-2025

ଯୁବ କବି ତଥା ସାହିତ୍ୟିକ ଡକ୍ଟର ଦ୍ବାରିକାନାଥ ମହାରଣା ବୌଦ୍ଧଚକ୍ର ପ୍ରଜ୍ଞା ପାରିଜାତ ସମ୍ମାନରେ ସମ୍ବର୍ଦ୍ଧିତ

ନୀଳଚକ୍ର ସାହିତ୍ୟ ସଂସଦ, ବୌଦ୍ଧଚକ୍ର ଓ ଭାବ ସମ୍ରାଟ ପକ୍ଷରୁ ବୌଦ୍ଧ ସ୍ଥିତ ପାରିଜାତ ପେଲେସ୍ ଠାରେ ଆୟୋଜିତ ସପ୍ତମ ବାର୍ଷିକ ଉତ୍ସବ ଓ ସାରସ୍ୱତ ସମାରୋହ-୨୦୨୫ ଅବସରରେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ କଳା କାରିଗରୀ ସମ୍ପନ୍ନ ଫାସୁଳା ଗ୍ରାମରେ ଜନ୍ମିତ ଯୁବ କବି, ପ୍ରାବନ୍ଧିକ, ସାହିତ୍ୟ ଆଲୋଚକ ଡକ୍ଟର ଦ୍ବାରିକାନାଥ ମହାରଣା ସମ୍ପ୍ରତି  "ବୌଦ୍ଧଚକ୍ର ପ୍ରଜ୍ଞା ପାରିଜାତ ସମ୍ମାନ"ରେ ସମ୍ବର୍ଦ୍ଧିତ ହୋଇଅଛନ୍ତି ।  ଏହି ସମ୍ବର୍ଦ୍ଧନା ପ୍ରଦାନ କରୁଅଛନ୍ତି ବିଶିଷ୍ଟ ସାହିତ୍ୟ ସମାଲୋଚକ, ପ୍ରାବନ୍ଧିକ ପ୍ରଫେସର ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ । ଡକ୍ଟର ମହାରଣା ପେଶାରେ ଶିକ୍ଷକ ହେଲେହେଁ ବିଦ୍ୟାଳୟ ପଠନ ସମୟରୁ ସାହିତ୍ୟ ର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ , ଆଲୋଚନା, ପ୍ରବନ୍ଧ, ଫିଚର,  ଶିଶୁ ସାହିତ୍ୟ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ପାରଦର୍ଶିତା ହାସଲ ସହିତ ବହୁ ଖବରକାଗଜରେ ସ୍ତମ୍ଭକାର ଭାବେ ଲେଖନୀ ଚାଳନା କରିଆସୁଛନ୍ତି । ତାହାଙ୍କ ରଚିତ "ସୁବୋଧ ବିଜ୍ଞାନ ଜ୍ୟୋତି", "ମୁକ୍ତିପଥେ କବିତା", "କବି ନିରଞ୍ଜନ ପାଢ଼ୀଙ୍କ କବିତାରେ ମୃତ୍ୟୁ ଚେତନା", "ସମାକୋଇର ସ୍ୱପ୍ନ ଓ କବି ନିରଞ୍ଜନ ପାଢୀ-ଏକ ଅଧ୍ୟୟନ" ଆଦି ପୁସ୍ତକ ରଚନା କରିଛନ୍ତି । ଅଗଣିତ ପାଠକ ମହଲରେ ପତ୍ର ପତ୍ରିକା ଆଦିରେ ପ୍ରକାଶିତ ଲେଖା ବେଶ୍ ଆଦୃତି ଲାଭ କରିଛି । ଓଡ଼ିଆ ସାହିତ୍ୟ ପ୍ରତି ତାହାଙ୍କ ଅବଦାନ ପାଇଁ ତାଙ୍କୁ ଏ ସମ୍ମାନ ପ୍ରାପ୍ତ ହୋଇଛି । ଏତଦ୍ ବ୍ୟତୀତ ପୂର୍ବରୁ ପ୍ରଗତି ସାହିତ୍ୟ ସଂସଦ, ବଡକୂଳ (ବାଲୁଗାଁ), ଭରସା ଅନୁଷ୍ଠାନରୁ "ଗଞ୍ଜାମ ଜ୍ୟୋତି", ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା ଆଦି ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଅଛନ୍ତି ।
        ସମ୍ବର୍ଦ୍ଧିତ ଉତ୍ସବ ସ୍ଥଳରେ ଉପସ୍ଥିତ ଅଛନ୍ତି ନୀଳଚକ୍ରର ପ୍ରତିଷ୍ଠାତା ସ୍ୱନାମଧନ୍ୟ ପ୍ରାବନ୍ଧିକ ସାହିତ୍ୟ ଆଲୋଚକ ଇଞ୍ଜିନିୟର ଡକ୍ଟର ସଂଜୟ କୁମାର ପଣ୍ଡା, `ଗୋକର୍ଣ୍ଣିକା`ର ସମ୍ପାଦକ ଡକ୍ଟର ରମାକାନ୍ତ ଜେନା, ସାହିତ୍ୟିକ ଡକ୍ଟର ଲକ୍ଷ୍ମୀନାରାୟଣ ଦାଶଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବରେଣ୍ୟ ବ୍ୟକ୍ତି ସବିଶେଷ । ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ସାଧୁବାଦ ପ୍ରଣାମ ଜଣାଉଛି ।

News Comment

You Might Also Like

BACK TO TOP