Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଢାକା ସାରଣାର୍ଥୀ ବସ୍ତିରେ ନିଆଁ ଲାଗି ଜଳିଗଲା 1500 ସହ ଘର |

29-Nov-2025

ବସ୍ତିରେ ଭୟଙ୍କର ନିଆଁଲାଗି ଢାକା ବସ୍ତିରେ ଜଳିଗଲା ୧୫୦୦ରୁ ଅଧୂକ ଘର,

        ଓଡିଶା ଜନ ମତ ବ୍ୟୁରୋ,

ନିଆଲାଗିଲେ ସେ ସେ ଯେତେବଡ଼ କୋଠା ହୋଇ ଥାଉ କିମ୍ବା ସାଧାରଣ ଘର, ଅଗ୍ନିର କରାଳ ରୂପ କ୍ଷଣିକ ମଧ୍ୟରେସବୁକିଛି ଧ୍ୱଂସ କରିଦିଏ ଏପରି ଏକ ଘଟଣା ଘଟିଛି ବାଙ୍ଗଲା ଦେଶ ରାଜଧାନୀ ଢାକାରେ  | ଏକ ବସ୍ତିରେ ନିଆଁ ଲାଗିବା ଯୋଗୁଁ ୧୫୦୦ ରୁ ଅଧୂକ ଘର ଜଳିଯାଇଛି । ଫଳରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି । ହେଲେ ଘଟଣାରେ ଜନହାନୀ ହୋଇନାହିଁ । ୧୬ ଘଣ୍ଟାର କଠିନ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ଫାୟାର ସର୍ଭିସ ଡାଇରେକ୍ଟର ଲେଫନାଣ୍ଟ କର୍ନଲ ମହମ୍ମଦ ତାଜୁଲ ଇସ୍ଲାମ କହିଛନ୍ତି, ନିଆଁରେ ପାଖାପାଖୂ ୧୫୦୦ ବସ୍ତି ଘର ଜଳିଯାଇଛି, ସବୁକିଛି କ୍ଷତିଗ୍ରସ୍ତ ହୋଇଛି । ଫଳରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି । ଏହି ବସ୍ତିରେ ପ୍ରାୟ ୬୦୦୦ ଲୋକ ରହୁଥିଲେ । ଏମାନଙ୍କ ମଧ୍ୟରେ ଅଧିକାଂଶ ଶରଣାର୍ଥୀ ରହିଥିଲେ । ବସ୍ତି ୧୬୦ ଏକରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ । ଯେଉଁ ଲୋକମାନଙ୍କ ଘର ଜଳିଛି, ସେମାନେ ପାଉଁଶ ଭିତରୁ ନିଜର ମୂଲ୍ୟବାନ ଜିନିଷ ଖୋଜୁଛନ୍ତି । ଲୋକମାନେ ବହୁତ ସମସ୍ୟାରେ ରହିଛନ୍ତି । ଦମକଳ ଗାଡି ବସ୍ତି ଭିତରେ ପଶିବାକୁ ଅସୁବିଧା ହୋଇଥିଲା । ତେଣୁ ନିଆଁ ଲିଭାଇବାକୁ ୧୬ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏଠିକାର ଲୋକ ଛୋଟ ମୋଟ କାମ କରି ଜୀବନ ନିର୍ବାହ କରୁଥିଲେ । ତେବେ ସେଠିକାର ସରକାର ବାସ ହରା ଜନସାଧାରଣ ଙ୍କ ପାଇଁ ସାହାଯ୍ୟ, ସହଯୋଗ କରୁଛନ୍ତି |

News Comment

You Might Also Like

BACK TO TOP