Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ତାରା ତାରିଣୀମହାବିଦ୍ୟାଳୟ ର ନୂତନ ଅସ୍ଥାୟୀ ଅଧକ୍ଷ ହେଲେ ଡ଼ଃ ପ୍ରଦୀପ କୁମାର ସାହୁ |

27-Nov-2025

ତାରା ତାରିଣୀ ମହାବିଦ୍ୟାଳୟ ରେ ଅସ୍ଥାୟୀ ଅଧକ୍ଷ ଡ଼ଃ ପ୍ରଦୀପ କୁମାର ସାହୁଙ୍କ  ଦାଇତ୍ୱ ଗ୍ରହଣ,

ଓଡିଶା ଜନ ମତ ବ୍ୟୁରୋ,

ତାରାତାରିଣୀ ମହାବିଦ୍ୟଳୟ ରେ ପୂର୍ବତନ ଅଧକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ କାର୍ଯ୍ୟକାଳ ସମାପ୍ତ ପରେ ତାଙ୍କ ସ୍ଥାନରେ ଅସ୍ଥାୟୀ ଅଧ୍ୟାପକ ଭାବେ ଅଧ୍ୟାପିକା ଶ୍ରୀମତୀ ଡ଼ଃ ସନ୍ଧ୍ୟା ରାଣୀ ପାତ୍ରଙ୍କୁ ଦାଇତ୍ୱ ମିଳିଥିଲା ବେଳେ ଜଣେ ସ୍ଥାୟୀ ଅଧକ୍ଷ ଆସୁଥିବାର ଚିଠି ପହଞ୍ଚିବା ପରେ ସେ ଡ଼ି ଡ଼ି ଓ  ଦାଇତ୍ୱ  ଛାଡ଼ି ଦେଇଥିଲେ | ଯାହା ଫଳରେ ଦୀର୍ଘ ଦୁଇ ମାସରୁ ଅଧିକ ସମୟ କଲେଜର ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ ସମସ୍ତ କର୍ମଚାରୀ ଦରମା ନ ପାଇ ବହୁ ଅସୁବିଧା ରେ କାଳ ତିପାତ କରୁଥିଲେ  | ଏମଧ୍ୟରେ  ଯେଉଁ ଅଧକ୍ଷ ଙ୍କୁ ପୋଷ୍ଟିଙ୍ଗ ହୋଇ ଥିଲା  ସେ ଏଠାରେ ଯୋଗ ଦେଇନଥିଲେ | ତେବେ ଏହା ଉପରେ ଏହିକଲେଜର ବହୁ ଅଧ୍ୟାପକ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଙ୍କୁ ଅନୁରୋଧ କରିବା ପରେ ଓଡିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗକାର୍ଯ୍ୟାଳୟ ଆଦେଶନମ୍ବର -59596
ଭୁବନେଶ୍ବର ତାରିଖ ୨୬ ନଭେମ୍ବର, ୨୦୨୫
ସୂଚନା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ରଙ୍କୁ ଏକ କପି ପଠାଯାଇଛି। 
ଓଡିଶା ଉଚ୍ଚ ଶିକ୍ଷା ବିଭାଗ ଏହି ବିଭାଗର କାର୍ଯ୍ୟାଳୟ ଆଦେଶ ନମ୍ବର ୫୯୫୯୬/HE ତାରିଖ ୦୧-୧୧-୨୦୨୫ ରେ ଆଂଶିକ ପରିବର୍ତ୍ତନ କରି, ପୁରୁଷୋତ୍ତମପୁର, ଜିଲ୍ଲା-ଗଞ୍ଜାମର ତାରା ତାରିଣୀ କଲେଜ ପାଇଁ DDO କ୍ଷମତା ପ୍ରାଣୀ ବିଜ୍ଞାନର ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ସାହୁ କଲେଜର ଦରମା, ପାରିଶ୍ରମିକ ବଣ୍ଟନ ସମେତ ସମସ୍ତ ଆର୍ଥକ କାରବାର ବହନ କରିବେ।
କଲେଜରେ ନିୟମିତ ଅଧ୍ଯକ୍ଷ ଯୋଗଦାନ କରିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଅସ୍ଥାୟୀଭାବେ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ସାହୁ ତୁଲାଇବେ ବୋଲି ନିର୍ଦେଶରହିଛିସୂଚନାଏବଂସରକାରଙ୍କଯୁଗ୍ମସଚିବମେମୋନମ୍ବର64453ସୂଚନା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଶ୍ରୀ ପ୍ରଦୀପ କୁମାର ସାହୁଙ୍କୁ ଏକ କପି ପଠାଯାଇଛି  |ମାନ୍ୟବର ମନ୍ତ୍ରୀଙ୍କ ସଦୟ ସୂଚନା ପାଇଁ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀଙ୍କ ନିକଟକୁ ଏକ କପିପଠାଯାଇଛି।ଯୁଗ୍ମ ସଚିବ ସରକାରଙ୍କ କମିଶନର-ସହ-ସଚିବଙ୍କ ସଦୟ ସୂଚନା ପାଇଁଉଚ୍ଚଶିକ୍ଷା ବିଭାଗର କମିଶନର-ସହ-ସଚିବଙ୍କ ନିକଟକୁ ଏକ କପି ପଠାଯାଇଛି।ଯାହା ଫଳରେ ଡ଼ଃ ପ୍ରଦୀପ କୁମାର ସାହୁ ଦାଇତ୍ୱ ଆଜି ନେବାପରେ  ମହାବିଦ୍ୟାଳୟ ରେ  ସମସ୍ତ ଙ୍କ ଆର୍ଥିକ ଅସୁବିଧା ଦୂର ହୋଇ ପାରିବ | ଏବଂ ଏହି ଖବର ପାଇ କଲେଜ ର ବହୁ ଷ୍ଟାଫ  ନୂତନ  ଅସ୍ଥାୟୀ ଅଧକ୍ଷ ଭାବେ ଦାଇତ୍ୱ ପାଇଥିବା ଡ଼ଃ ସାହୁ ଙ୍କୁ ଉତ୍ତରୀୟ ଓପୁଷ୍ପ ଗୁଚ୍ଛ ଦେଈ ଅଭିନନ୍ଦନ ଜଣାଇ ଛନ୍ତି  |

News Comment

You Might Also Like

BACK TO TOP