Breaking News

ଝାରବନ୍ଧ ର ହିତେଶ୍ବରୀ ଚାକିରି କରିବା ସହ ପାଠ ପଢ଼ା ଏବଂ ନିଟ ରେସଫଳତା |    (03-Oct-2026)       ||      ପାଇକ ମାଳ ଥାନା ପରିସରରେ ଶାରଦୀୟ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ଗଠିତ |    (03-Oct-2026)       ||      ରଣ ଝାଲୀ ଗ୍ରାମ ପଞ୍ଚାୟତ ରେ ଶିଶୁବିବାହ ନିଷେଧ ଉପରେ ଗ୍ରାମସଭା ଅନୁଷ୍ଠିତ |   (03-Oct-2026)       ||      ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||     

ଖୋର୍ଦ୍ଧା ରେ ଜିଲ୍ଲା ସ୍ତରୀୟଜାତୀୟ ପ୍ରେସ ଦିବସ ପାଳିତ |

16-Nov-2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ::ମିଥ୍ୟା ତଥ୍ୟ,ଭୁଲ ବ୍ୟାଖ୍ୟା, ଭୁଲ ବୁଝାମଣା ଏଡାଇଲେ ଗଣମାଧ୍ୟମ ସୁରକ୍ଷିତ ରହିବ : ମୁଖ୍ୟ ଅତିଥି ଶ୍ରୀ  ଜ୍ୟୋତିଶଙ୍କର ସାହୁ

(ନିୟୁଜ ମ୍ୟାନ ଡ଼ ବିମଳ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ସମ୍ବାଦପତ୍ର ପଦର୍ଶନୀକୁ ପ୍ରଶଂସା କଲେ ଅତିଥି ଓ ସାମ୍ବାଦିକ)

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଲକୃଷ୍ଣ ପ୍ରଧାନ

ମିଥ୍ୟା ତଥ୍ୟ, ଭୁଲ ବ୍ୟାଖ୍ୟା ଓ ଭୁଲ ବୁଝାମଣା ଏଡ଼ାଯାଇ ପାରିଲେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସମସ୍ତ ଗଣ ମାଧ୍ୟମ ର ବିଶ୍ୱସନୀୟତା ସୁରକ୍ଷିତ ରହିବ ବୋଲି ଆଜି ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଜିଲ୍ଲା ପରିଷଦ,ଶ୍ରୀ ଜ୍ୟୋତି ଶଙ୍କର ସାହୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଦିବସକୁ ଉଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି l ସେ ଆହୁରି ମଧ୍ୟ କହିଛନ୍ତି ସାମ୍ବାଦିକ ମାନେ ଖୋର୍ଦ୍ଧା ଜିଲ୍ଲାକୁ ଆଗକୁ ନେବା ପାଇଁ ଗୁରୁଦାୟିତ୍ଵ ନିର୍ବାହ କରୁଛନ୍ତି l ଗଣମାଧ୍ୟମ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଦିଗ ଦର୍ଶନ ଭଳି ମହାନ୍ ସେବା ନିର୍ବାହ କରୁଛି l ପଂଚାୟତ ଠାରୁ, ବ୍ଲକ୍, ଜିଲ୍ଲା, ବିଧାନସଭା , ପାର୍ଲିଆମେଣ୍ଟ ତ୍ରିସ୍ତରୀୟ ପଞ୍ଚାୟତ ରାଜ ଶାସନକୁ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସାମ୍ବିଧାନିକ ଅନୁଛେଦ ଧାରା ୧୯ (କ )ମତ ପ୍ରଦାନ କରିବାର ଅଧିକାର ରେ ନିଜକୁ ତର୍ଜମା କରି ଜେମେସ୍ ୱାଟ ର ଉଦାହରଣ ଦେଇ ସାମ୍ବାଦିକତା ବୃତ୍ତି କୁ ସାମ୍ବାଦିକ ମାନେ ସମ୍ମାନ ଦେଇ ପ୍ରଶାସନକୁ ସହଯୋଗ ପ୍ରଦାନ କଲେ ଖୋର୍ଦ୍ଧା ଜିଲ୍ଲାରେ ସବୁ ପଂଚାୟତରେ ଥିବା ଆବଶ୍ୟକ ଉନ୍ନତି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ସମଗ୍ର ଭାରତ ବର୍ଷରେ ଏକ ନମ୍ୱର୍ ଜିଲ୍ଲା ରେ ପରିଣତ କରିବାକୁ ଗଣମାଧ୍ୟମ ପ୍ରତିନିଧି ମାନେ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ l ମୁଖ୍ୟ ବକ୍ତାବାବେ ପୂର୍ବତନ ଅଧ୍ୟକ୍ଷ, ବେଗୁନିଆ ମହାବିଦ୍ୟାଳୟ ଡ. ପ୍ରମୋଦ କୁମାର ଦାସ ଯୋଗଦେଇ କହିଲେ ଯେ ପ୍ରେସ ସ୍ଵାଧୀନତା କୁ ସୁରକ୍ଷା ଦେବା ଅର୍ଥ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା l ପ୍ରେସ ସ୍ଵାଧୀନତା ପ୍ରତି ବିପଦ ବଢ଼ିଚାଲିବା ସହ ପ୍ରେସ ପରିଷଦରେ ଅଭିଯୋଗ ସଂଖ୍ୟା ବଢୁଛି l ଏଣୁ ସାମ୍ବାଦିକ ମାନେ ସ୍ୱଚ୍ଛ, ସତ୍ୟ, ନିରପେକ୍ଷ ଓ ଗଠନ ମୂଳକ ସମ୍ବାଦ ପରିବେଷଣ କଲେ ଗଣ ମାଧ୍ୟମ ବିଶ୍ୱସନୀୟତା ସୁରକ୍ଷିତ ରହିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ନିଉଜ୍ ମ୍ୟାନ ଡ. ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ଶ୍ରୀ ଭୀମସେନ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ଉମାଶଙ୍କର ପ୍ରସାଦ ଯୋଗଦେଇ ଜାତୀୟ ପ୍ରେସ ଦିବସ ପାଳନ ର ଉଦେଶ୍ୟ ଓ ଆଭିମୁଖ୍ୟ ଏବଂ ଗଣ ମାଧ୍ୟମ ର ବିଶ୍ୱସନୀୟତା ଦିଗରେ ସାମ୍ବାଦିକ ମାନଙ୍କ କି ଭୂମିକା ରହିଛି ସେ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ l ଏହି ଦିବସ ଉପଲକ୍ଷେ  ନିୟୁଜ ମ୍ୟାନ୍ ଡ. ବିମଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦ୍ଵାରା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏକ ସମ୍ବାଦ ପତ୍ର ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ସାହୁ ଉଦ୍ଘାଟନ କରିବା ସହିତ ଏତେ ସଂଖ୍ୟକ ସମ୍ବାଦ ପତ୍ର କୁ ଏକତ୍ରିକରଣ କରି ପଦର୍ଶନୀ କରିଥିବାରୁ ଶ୍ରୀ ଷଡ଼ଙ୍ଗୀ ଙ୍କୁ ଅତିଥି ଓ ସାମ୍ବାଦିକ ମାନେ ପ୍ରଶଂସା କରିଥିଲେ l ସେହିପରି ମୁଖ୍ୟ ଅତିଥି ମୁଖ୍ୟବକ୍ତା ସମସ୍ତ ସମ୍ମାନିତ ଅତିଥି ମାନଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସଭା ସଂଯୋଜନା ଓ ଧନ୍ୟବାଦ ଦେଇଥିଲେl

News Comment

You Might Also Like

BACK TO TOP