Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ମହିଳାଙ୍କୁ ହତ୍ୟା ଉଦ୍ୟମ ଯୁବକ ଫେରାର |

18-Oct-2025

ମହିଳାଙ୍କୁ ହତ୍ୟା ଉଦ୍ୟମ, ଯୁବକ ଫେରାର, 

              ଓଡିଶା ଜନମତ,

ବ୍ରହ୍ମପୁର,କୈଳାଶ ଚନ୍ଦ୍ର ଚୌଧୁରୀ , 
ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ଶୁଣ୍ଢିପଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ବାକି ଟଙ୍କା ମାଗିବାକୁ ନେଇ ଉକ୍ତ ଗ୍ରାମର ରାନୁ ବିଷୋୟୀ ନାମ୍ନୀ ଜଣେ ମହିଳାଙ୍କୁ ଉକ୍ତ ଗ୍ରାମର ଗଙ୍ଗା ନାୟକ ନାମକ ଜଣେ ଯୁବକ ପଥର ଛେଚି ହତ୍ୟା ଉଦ୍ୟମ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଗୁରୁତର ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ କିଛି ମାସ ତଳେ ଆକ୍ରମଣକାରୀ ଯୁବକ ଗଙ୍ଗା କୌଣସି କାମରେ ବାହାରକୁ ଯିବା ପାଇଁ ରାନୁ ବିଷୋୟୀ କୁ ମୋଟରସାଇକେଲ ମାଗି ନେଇ ଦୁର୍ଘଟଣା ର ସ୍ବୀକାର ହୋଇ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲା। କିନ୍ତୁ ମୋଟରସାଇକେଲ ଭାଙ୍ଗି ଯାଇଥିଲା ଓ ଏହି ବାବଦରେ ରାନୁ ବିଷୋୟୀ ଗଙ୍ଗା କୁ ୬୦ ହଜାର ଟଙ୍କା ଦାବି କରିଥିଲେ।ଦିନ ପରେ ଦିନ ଗଡି ଚାଲିଥିବା ବେଳେ ଗତକାଲି ମହିଳା ଜଣକ ଗଙ୍ଗା କୁ ଟଙ୍କା ମାଗିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଗଙ୍ଗା ଉତ୍ୟକ୍ତ ହୋଇ ଏକ ବଡ ପଥର ଛେଚି ରାନୁ କୁ ଗୁରୁତର ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି।

News Comment

You Might Also Like

BACK TO TOP