Breaking News

ମନ୍ଦିର କୁ ମଧ୍ୟ ଛାଡିଲେନି ଚୋର ||ଦକ୍ଷିଣ କାଳୀ ହୁଣ୍ଡୀ ଭାଙ୍ଗି ନେଇଗଲେ ଟଙ୍କା, ସୁନା|   (12-Aug-2026)       ||      ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା |   (12-Aug-2026)       ||      ପାର୍ଥନା ବାହାନା ରେ ଡାକି ମହିଳା ଙ୍କୁ କଲେ ବଳତ୍କାର |   (12-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ଓ ୟୁ ଡବ୍ଲ୍ୟୁ ଜେ ର ସଂଙ୍ଘଠନିକ ବୈଠକ ଓ ନୂତନ ସଦସ୍ୟ ଙ୍କୁ ଆଇକାର୍ଡ ପ୍ରଦାନ |   (12-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ |    (12-Aug-2026)       ||      ସମ୍ବାଦ ସାହିତ୍ୟ ଘର ପକ୍ଷରୁ 20 ହଜାର ଚାରା ରୋପଣ |   (12-Aug-2026)       ||      ଆର ଏସ ଏସ ପକ୍ଷରୁ ହୁମ୍ମା ଠାରେ ଗୁରୁପୂର୍ଣ୍ଣିମା ପାକିତ |    (12-Aug-2026)       ||      ପୋଲସରା ରେ ବିଶାଳ ତ୍ରିରଙ୍ଗା ଶୋଭା ଯାତ୍ରା |    (12-Aug-2026)       ||      କଲ୍ୟାଣ ସିଂହ ପୁର ବ୍ଲକରେ ସ୍ୱତନ୍ତ୍ର ସମିତି ସମୀକ୍ଷା ବୈଠକ ଅନୁଷ୍ଠିତ ||   (12-Aug-2026)       ||      ବସ ଧକ୍କାରେ ଦୁଇ ଛେଳି ମୃତ, ଗାଈ ଓ ବଳଦ ଗୁରୁତର |   (12-Aug-2026)       ||      ନିଜ ପୈତୃକ ଗାଁ ଉତ୍ତରାଖଣ୍ଡ ର ପୀଥୋରାଗଡ଼ଜିଲ୍ଲା ରେ ରିଷଭ ପନ୍ତ ଙ୍କ ପାଇଁ ତାଙ୍କ ମା ଘର କରିବେ |   (12-Aug-2026)       ||      ଶୌଚାଳୟ ଅକାମି ଲୋକେ ହନ୍ତ ସନ୍ତ |    (12-Aug-2026)       ||      ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |   (11-Aug-2026)       ||      ଗଞ୍ଜେଇ ଚୋରା ଚାଲାଣ ବେଳେ ଗିରଫ କଲା ପୋଲିସ |    (11-Aug-2026)       ||      ନିଜକୁ ଅବକାରୀ ଅଧିକାରୀ କହି ମଦ ଦୋକାନ ଯାଞ୍ଚ ବେଳେ ପୋଲିସ ଦ୍ୱାରା ଗିରଫ!|    (11-Aug-2026)       ||      ଦୁଇ ବାଇକ ସାମନା, ସାମାନି ଧକ୍କା 3 ଗୁରୁତର |    (11-Aug-2026)       ||      ନୂତନ ଧାନ ସଂଗ୍ରହ ନୀତି କୁ ପରିବର୍ତ୍ତନ ପାଇଁ ଦାବୀ |   (11-Aug-2026)       ||      ଛତ୍ରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୱତ ପରିଷଦ ଆଲୋଚନା ଅନୁଷ୍ଠିତ |    (11-Aug-2026)       ||      ସ୍ତ୍ରୀକୁ ହତ୍ୟା ଘଟଣାରେ ସ୍ୱାମୀକୁ ଆଜୀବନ ଜେଲ |   (11-Aug-2026)       ||      ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ମେଡିକାଲ ନାମ କରଣ ନିଷ୍ପତି କୁ ସ୍ୱାଗତ କଲେ ଜିଲ୍ଲା ବାସୀ |    (11-Aug-2026)       ||     

ଆଇନ ଯିଵି ପୀତବାସ ପଣ୍ଡା ଙ୍କ ମୁଖ୍ୟ ଅଭିଯୁକ୍ତ କୁ ବିହାର ରୁ ଗିରଫ କଲା ବ୍ରହ୍ମପୁର ପୋଲିସ |

17-Oct-2025

ବିଜେପି ନେତା ତଥା ଆଇନ ଯିଵି ପୀତବାସ ପଣ୍ଡା ହତ୍ୟା 
ମୁଖ୍ୟ ଅଭିଯୁକ୍ତକୁ ବିହାରରୁ ଉଠାଇନେଲା ପୋଲିସ,

       ଓଡିଶା ଜନ ମତ ବ୍ୟୁରୋ,

ବାର କାଉନ ସିଲର, ତଥା  ଆଇନଜୀବୀ ପୀତବାସ ପଣ୍ଡା ଙ୍କ ହତ୍ୟା ମାମଲା କୁ 12 ଦିନ ପୁରିଛି  | ଆଜି ତାଙ୍କର ଦ୍ୱାଦଶାହ କାର୍ଯ୍ୟକ୍ରମ ମଧ୍ୟ ସରିଛି | ତେବେ ବ୍ରହ୍ମପୁର ପୋଲିସ ତାଙ୍କୁ ନିଜ ଘର ଆଗରେ ଗୁଳି କରି ହତ୍ୟା କରି ଥିବାମୁଖ୍ୟ ଅଭିଯୁକ୍ତକୁ ପୋଲିସ ବିହାରରୁ ଧରିଥିବା ସୂଚନା । ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ସୁଟରର ଦୁଇ ସହ ଯୋଗୀ ମଧ୍ଯ ଅଟକରଖିଛି ପୋଲିସ ।  ତେବେ ଗୋଟିଏ ସୂତ୍ରରୁ ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିଥିବା ଜଣା ପଡ଼ିଥିବା ବେଳେ ଆଉ ଏକ ସୂତ୍ରରୁ ତାର ସହ ଯୋଗୀ ବୋଲି ଜଣା ପଡୁଛି । ସୂଚନା ଅନୁସାରେ ଅକ୍ଟୋବର  ୬ତାରିଖ କୁମାର ପୂର୍ଣ୍ଣିମାରେ ପୀତବାସ ପଣ୍ଡାଙ୍କୁ  ନିଜ ବାସ ଭବନ ନିକଟରେ ଗୁଳିମାରି ହତ୍ୟା କରି ଥିଲେ  ଦୁଇ ଦୁର୍ବୃତ୍ତ। ବାଇକରେ ୨ ଦୁର୍ବୃତ୍ତ ଆସି ଅତି ନିକଟରୁ ଫାୟାରିଂ କରିଥିଲେ । ରକ୍ତ ଜୁଡ଼ୁ ଡୁବୁଡୁ ଅବସ୍ଥାରେ ଏମକେସିଜି ମେଡିକାଲରେ  ତାଙ୍କୁଚିକିତ୍ସା ପାଈଁ ନିଆଯାଇଥିଲା ବେଳେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ କିଛିଦିନ  ତଳେ  ପୀତବାସ ପଣ୍ଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ସେଥିରୁ ଜଣାପଡିଥିଲାକି  ତାଙ୍କ ମେରୁଦଣ୍ଡରୁ ଏକ ୯ ମିଲିମିଟରର ଗୁଳି ବାହାରିଥୀଲା । ଗୁଳିଟି ବହୁ ଗୁରୁତ୍ଵପୂର୍ଣ ଶୀରା ପ୍ରଶୀରାକୁ ନଷ୍ଟ କରିଥିବା ଶବବ୍ୟବଛେଦ ରିପୋର୍ଟରୁ ପ୍ରକାଶ ପାଇଛି । ଅତ୍ୟକ ରକ୍ତସ୍ରାବ ଯୋଗୁଁ ପୀତବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥୁଲା  |

News Comment

You Might Also Like

BACK TO TOP